Daily Archives

July 26, 2023

ମାଆକୁ ମୁଖାଗ୍ନି ଦେଲା ଦୁଇ ବର୍ଷର କୁନି ଝିଅ। ବିଦାୟ ବେଳର ଦୃଶ୍ୟ ଦେଖି ଭାବବିହ୍ୱଳ ହେଲେ ଉପସ୍ଥିତ ଲୋକ 

କନକ ବ୍ୟୁରୋ: ଦୁଇ ବର୍ଷର କୁନି ଝିଅ । ହାତରେ ମୁଖାଗ୍ନି । ଜୁଇରେ ଶୋଇଛି ମାଆ । ମାଆ ଆଉ ଏ ଦୁନିଆରେ ନାହିଁ ବୋଲି ସେ ଜାଣିନାହିଁ । ଜୁଇରେ ଶୋଇଥିବା ମୃତଦେହଟି ତା’ ମା’ର ବୋଲି ମଧ୍ୟ ସେ ଜାଣିନାହିଁ । ଇଆଡ଼େ ସିଆଡ଼େ ଅନାଉଥିଲା । ଲାଗୁଥିଲା ଯେପରି ଖୋଜୁଛି ନିଜ ମାଆକୁ । ବାପାଙ୍କ ସହ ଝଗଡା…

ପୁଣି ମୁହାଁମୁହିଁ ଆମେରିକା-ରଷିଆ । ମଝି ଆକାଶରେ ଧ୍ୱଂସ ହେଲା ଆମେରିକା ଡ୍ରୋନ୍ । ରଷିଆ ସେନାର ଆକ୍ରଣରେ ଆମେରିକା…

କନକ ବ୍ୟୁରୋ : ମଝି ଆକାଶରେ ମୁହାଁମୁହିଁ । ଆମେରିକାର ଡ୍ରୋନ ଉପରେ ରଷିଆର ଆକ୍ରମଣ । ଆମେରିକା ସେନା ଜୁଲାଇ ୨୩ର ଏହି ଘଟଣାର ଭିଡିଓ ଜାରି କରି ରୁଷ ବିରୋଧରେ ସଂଗୀନ ଅଭିଯୋଗ ଆଣିଛି । ଅତି ନିକଟରୁ ଆମେରିକାର ଏମକ୍ୟୁ ନାଇନ ଡ୍ରୋନକୁ ଆକ୍ରମଣ କରି ଧ୍ୱଂସ କରିଛି ରଷିଆ । ସିରିଆ ଆକାଶରେ…

ମଣିପୁରରୁ ପୁଣି ଆସିଲା ଲଜ୍ଜାଜନକ ଭିଡିଓ । ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ

କନକ ବ୍ୟୁରୋ : ହିଂସା ଭିତରେ ମଣିପୁରରୁ ଆସିଲା ଲଜ୍ଜାଜନକ ଭିଡିଓ । ମହିଳାଙ୍କୁ ଅସଦାଚରଣ କରି ହଣ୍ଡ୍ରେଡ୍ ବାଟାଲିୟନର ବିଏସଏଫ ଯବାନ ନିଲମ୍ବିତ ହୋଇଛନ୍ତି । ଇମ୍ଫାଲର ପଶ୍ଚିମାଂଚଳରେ ଏକ ଗ୍ରୋସରୀ ମଲରେ ମହିଳାଙ୍କୁ ଏକୁଟିଆ ଦେଖି ଅସଦାଚରଣ କରିଥିଲେ ମୁଖ୍ୟ କନଷ୍ଟେବଳ । ସିସିଟିଭିରେ ରେକର୍ଡ…

ତାଗିଦ୍ ପାଇଁ ଜୀବନ ହାରିଦେଲା ପୁଅ। ଅଭିମାନରେ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଲା ଦଶମ ଶ୍ରେଣୀ ଛାତ୍ର

କନକ ବ୍ୟୁରୋ: ପ୍ରଦ୍ୟୁମ୍ନ ରାଉତ, ଦଶମ ଶ୍ରେଣୀ ଛାତ୍ର । ଜୀବନର ଅର୍ଥ ବୁଝିବା ପୂର୍ବରୁ ଆତ୍ମହତ୍ୟା ଭଳି ଚରମ ନିଷ୍ପତି ନେଇ ଜୀବନ ହାରି ଦେଇଛନ୍ତି ପ୍ରଦ୍ୟୁମ୍ନ । ଏହି ଘଟଣା ଜଗତସିଂହପୁର ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି । ପ୍ରକାଶ ରାଉତ ଓ ରଶ୍ମୀରେଖାଙ୍କ ଏକମାତ୍ର ପୁଅ ପ୍ରଦ୍ୟୁମ୍ନ ।…

ସଂସଦରେ ଥମୁନି ମଣିପୁର ଝଡ଼, କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଲା ‘ଇଣ୍ଡିଆ’

କନକ ବ୍ୟୁରୋ : ସଂସଦରେ ଥମୁନି ମଣିପୁର ହିଂସା ଝଡ଼ । ପଂଚମ ଦିନରେ ମଧ୍ୟ ହଟ୍ଟଗୋଳ ଭିତରେ ଗୃହକାର୍ଯ୍ୟ ଅଚଳ ହୋଇପଡିଛି । ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଉତର ଦାବି କରିଛନ୍ତି ବିରୋଧୀ । ଏହା ଭିତରେ କେନ୍ଦ୍ର ସରକାରଙ୍କ ବିରୋଧରେ ଅନାସ୍ଥା ପ୍ରସ୍ତାବ ଆଣିଛନ୍ତି ବିରୋଧୀ…

ଡ୍ରେନ୍ ପାଣିରେ ୱାଟକୋ ଅଧିକାରୀଙ୍କୁ ଚଲାଇଲେ ଲୋକେ। କହିଲେ, ଡ୍ରେନ ପାଣିରେ ଚାଲି ଜାଣନ୍ତୁ ଲୋକଙ୍କ ଦୁର୍ଦ୍ଦଶା

କନକ ବ୍ୟୁରୋ: ଦୀର୍ଘଦିନ ଧରି ସ୍ୱେରେଜ ଯନ୍ତ୍ରଣା ଭୋଗିବା ପରେ ଭୁବନେଶ୍ୱର ପଂଚସଖା ନଗରବାସୀଙ୍କ ମଧ୍ୟରେ ଅସନ୍ତୋଷ । ୱାଟକୋ କର୍ତୃପକ୍ଷ ମନଇଛା ରାସ୍ତା ଖୋଳିଦେଇଥିବାରୁ ରାସ୍ତାକୁ ଚାଲିଆସୁଛି ଆବର୍ଜନା ପାଣି । ଆଉ ପ୍ରତିବାଦ ସ୍ୱରୂପ ୱାଟକୋ ଅଧିକାରୀଙ୍କୁ ରାସ୍ତା ଉପରେ ଚଲାଇ ଚଲାଇ…