Daily Archives

July 8, 2023

ପୂର୍ବ ଲଦାଖରେ ଭାରତୀୟ ସେନାର ପରାକ୍ରମ । ଅତ୍ୟାଧୁନିକ ଟ୍ୟାଙ୍କ, ଗନ ଓ ତୋପ ସହ ଯୁଦ୍ଧାଭ୍ୟାସ କରୁଛି ସେନା,ସିନ୍ଧୁନଦୀ…

କନକ ବ୍ୟୁରୋ : ନିଜର ଶତ୍ରୁକୁ କଡ଼ା ଜବାବ ଦେବାକୁ ଜୋରଦାର ପ୍ରସ୍ତୁତି କରୁଛି ଭାରତୀୟ ସେନା । ଶନିବାର ପୂର୍ବ ଲଦାଖରେ ସେନାରେ ସାମିଲ ହୋଇଥିବା ନୂଆ ପ୍ରତିରକ୍ଷା ପ୍ରଣାଳୀ ସହ ଭାରତୀୟ ସେନା ଯୁଦ୍ଧାଭ୍ୟାସ କରିଛି । ସ୍ୱଦେଶୀ କୌଶଳରେ ନିର୍ମିତ ଟ୍ୟାଙ୍କ ମୁତୟନ କରିବା ସହ ଅତ୍ୟାଧୁନିକ…

ବୋମା, ଗୁଳି ମାଡ, ହତ୍ୟା, ହିଂସାରେ ଜଳିଉଠିଛି ପଶ୍ଚିମବଙ୍ଗ । ପଂଚାୟତ ନିର୍ବାଚନ ମତଦାନ ସମୟରେ ବିଭିନ୍ନ ବୁଥରେ…

କନକ ବ୍ୟୁରୋ : କେଉଁଠି ରକ୍ତଛିଟା ତ କେଉଁଠି ଭଙ୍ଗାରୁଜା, ପୋଡ଼ାଜଳା, । ଆଉ କେଉଁଠି ବୋମାମାଡ, ଗୁଳିମାଡ ସହ ଦଙ୍ଗା, ହଙ୍ଗାମା ଗଣ୍ଡଗୋଳ । ଏହା ଦେଖିଲେ ଲାଗୁଛି ସତେ ଯେମିତି କେଉଁଠି ସାମ୍ପ୍ରଦାୟିକ ହିଂସା ଘଟିଛି କିନ୍ତୁ ତାହା ନୁହେଁ ପଶ୍ଚିମବଙ୍ଗ ପଞ୍ଚାୟତ ନିର୍ବାଚନ ବେଳେ ଘଟିଥିବା…

ହରିଆଣା ସୋନିପଥରେ ପହଁଚିଲେ, ଚାଷୀଙ୍କ ସହ ଏକାଠି ମିଶି ତଳି ରୋଇଲେ ରାହୁଲ ଗାନ୍ଧୀ । ସୋସିଆଲ ମିଡିଆରେ ରାହୁଲଙ୍କ…

କନକ ବ୍ୟୁରୋ : ଶନିବାର ସକାଳୁ ସକାଳୁ ହରିଆଣା ସୋନେପଥର ଏକ ଗାଁରେ ହଠାତ ପହଁଚିଲେ ରାହୁଲ ଗାନ୍ଧୀ । କଂଗ୍ରେସ ନେତାଙ୍କୁ ଦେଖି ସେଠାରେ ଥିବା ଚାଷୀ ମାନେ ଯେତିକି ଖୁସି ହୋଇଥିଲେ ସେତିକି ଆଶ୍ଚର୍ଯ୍ୟ ମଧ୍ୟ ହୋଇଥିଲେ । ଗାଡିରୁ ଓହ୍ଲାଇ ଚାଷ ଜମିକୁ ପହଁଚିବାପରେ ସେଠାରେ ଥିବା ଚାଷୀ ଭାଇଙ୍କ…

ଆହାର ଉପରେ ପରିବା ପାହାର । ଦର ବଢ଼ିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ସେପଟେ ବର୍ଗରରୁ ଗାଏବ ହୋଇଗଲା…

କନକ ବ୍ୟୁରୋ: ଆହାର ଉପରେ ପରିବା ପାହାର । ପରିବା ଦର ବଢ଼ୁଥିବାରୁ କ୍ଷତି ସହୁଛନ୍ତି ସ୍ୱୟଂ ସହାୟିକା ଗୋଷ୍ଠୀ । ଡାଲମାର ପରିମାଣ ଓ ଗୁଣବତ୍ତା ସହ କୌଣସି ସାଲିସ୍ କରୁନାହାନ୍ତି ସମ୍ବଲପୁରର ସ୍ୱୟଂ ସହାୟକ ଗୋଷ୍ଠୀ । ତେଣୁ ପ୍ରତିଦିନ କ୍ଷତି ସହୁଛନ୍ତି ଆହାର ବାଣ୍ଟୁଥିବା ଏସଏଚଜି । ସେପଟେ…

ସେବାୟତ ବେଶରେ ରଥରେ ଚଢ଼ିଲେ ଅଣ-ସେବାୟତ । ଭାଇରାଲ ହେଲା ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା…

କନକ ବ୍ୟୁରୋ: ରଥଯାତ୍ରା ସରିବା ପରେ ପୁଣି ଏକ ବିବାଦ ସାମ୍ନାକୁ ଆସିଛି । ସେବାୟତ ବେଶରେ ରଥ ଉପରକୁ ଚଢିଛନ୍ତି ଅଣ ସେବାୟତ । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଛୁଇଁ ଫଟୋ ଉଠାଇବା ସହ କରିଥିବା ରିଲ୍ସ ଏବେ ଭାଇରାଲ ହେବାରେ ଲାଗିଛି । ତେବେ ରଥ ଉପରକୁ ଅଣସେବାୟତ କେମିତି ଚଢ଼ିଲେ ଏବଂ ରିଲ୍ସ କରିବାକୁ…

ଡିଏନ ଗ୍ରୁପ୍ ମୁଖ୍ୟଙ୍କୁ ପଚରାଉଚରା, ଖୋଳତାଡ଼ କରୁଛି ଆୟକର ବିଭାଗ । ଭୁବନେଶ୍ୱର ସହିଦନଗର ଜମି ଦୁର୍ନୀତି ମାମଲାରେ…

କନକ ବ୍ୟୁରୋ: ତିନି ଦିନର ରେଡ୍ ପରେ ଡିଏନ ଗ୍ରୁପ ଅଧ୍ୟକ୍ଷଙ୍କୁ ପଚରାଉଚରା କରିଛି ଆୟକର ବିଭାଗ । କର୍ମଚାରୀଙ୍କ ଘରୁ କୋଟି କୋଟି ଟଙ୍କା ମିଳିବା ପରେ ଆୟର ଉତ୍ସ ଜାଣିବାକୁ ତଦନ୍ତ ହେଉଛି । ଟିକସ ଫାଙ୍କି, ଏହି ସବୁ ଟଙ୍କା ଠୁଳ କରାଯାଇଛି କି ନାହିଁ ଜାଣିବାକୁ ଉଦ୍ୟମ କରୁଛି ଆଇଟି ବିଭାଗ ।…