Daily Archives

June 21, 2023

ଶୀଘ୍ର ଓଡ଼ିିଶା ଛୁଇଁବ ମୌସୁମୀ । ତାତି କମୁଛି ଆଗକୁ ବଢିବ ବର୍ଷା । ଜାଣନ୍ତୁ, କେଉଁ କେଉଁ ଜିଲ୍ଲାକୁ ଜାରି ହେଲା…

କନକ ବ୍ୟୁରୋ: ଦୁଇ ଦିନ ଭିତରେ ସାରା ଓଡିଶାକୁ ଛୁଇଁବ ମୌସୁମୀ । ମୌସୁମୀ ଜନିତ ବର୍ଷା ପାଇଁ ଅନୁକୂଳ ରହିଛି ପାଗ । ପାଣିପାଗ ବିଭାଗର ଆକଳନ ଅନୁସାରେ ବାୟୁମଣ୍ଡଳରେ ଜଳୀୟ ବାଷ୍ପ ବୃଦ୍ଧି ଯୋଗୁଁ ଧିରେ ଧିରେ ତାତି କମିବା ସହ ବର୍ଷା ବଢିବ । ତେବେ ଆସନ୍ତାକାଲିଠୁ ବର୍ଷା ନେଇ ପୂର୍ବାନୁମାନ…

ସାରା ବିଶ୍ୱ ପାଳିଲା ଅର୍ନ୍ତଜାତୀୟ ଯୋଗ ଦିବସ । ସ୍ଥଳ,ଜଳ. ଆକାଶରେ ଦେଖିବାକୁ ମିଳିଲା ବିଭିନ୍ନ ମୁଦ୍ରାରେ ଯୋଗାଭ୍ୟାସ

କନକ ବ୍ୟୁରୋ : ଆଜି ବିଶ୍ୱ ଅର୍ନ୍ତଜାତୀୟ ଯୋଗ ଦିବସ । ୯ବର୍ଷ ହେବ ଦେଶର ବିଭିନ୍ନ ସ୍ଥାନରେ ଯୋଗ କାର୍ଯ୍ୟକ୍ରମରେ ଆୟୋଜନ କରାଯାଉଛି । ଜଳ, ସ୍ଥଳ, ଆକାଶ ସବୁଠୁ ଭଳିକି ଭଳି ଅନ୍ଦାଜରେ ଯୋଗମୁଦ୍ରା ଦେଖିବାକୁ ମିଳିଛି । ଭାରତୀୟ ଯବାନ, ରାଜନେତା, ନେତା ଓ ବିଭିନ୍ନ କ୍ଷେତ୍ରର ବିଶିଷ୍ଟ…

ଭାରତ ଓ ଇଣ୍ଡୋନେସିଆର ମୋଟ ୨୦ ଔଷଧର ଯାଞ୍ଚ ପାଇଁ ତାଲିକାଭୁକ୍ତ କଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ। ଭାରତ…

କନକ ବ୍ୟୁରୋ : ଭାରତ ନିର୍ମିତ ୭ଟି କଫ ସିରପ୍ ଯାଂଚ ପାଇଁ ତାଲିକାଭୁକ୍ତ କଲା ବିଶ୍ୱସ୍ୱାସ୍ଥ୍ୟ ସଂଗଠନ । ନକଲି ସିରପ ପାଇଁ ସାରା ୩ଶହ ଲୋକଙ୍କ ମୃତ୍ୟୁ ଘଟଣା ପରେ ଭାରତର ୭ଟି କଫ ସିରପ ସମେତ ୨୦ଟି ଔଷଧକୁ ଯାଂଚ ଅର୍ନ୍ତଭୁକ୍ତ କରିଛି "ହୁ" । ଅନ୍ୟ ଔଷଧ ଗୁଡିକ ଇଣ୍ଡୋନେସିଆର ବୋଲି ଜଣାପଡିଛି…

କୁଖ୍ୟାତ ଲସ୍କର ଏ ତୋଇବା ଆତଙ୍କବାଦୀ ସାଜିଦ ମୀରର କବଚ ସାଜିଲା ଚୀନ । ଭିଟୋ କ୍ଷମତା ପ୍ରୟୋଗ କରି ମୀରକୁ ମୋଷ୍ଟ…

କନକ ବ୍ୟୁରୋ : ପୁଣି ଥରେ ଚୀନ ଯୋଗୁଁ ଆତଙ୍କବାଦୀ ସାଜିଦ ମୀରଙ୍କୁ ସଂଯୁକ୍ତ ରାଷ୍ଟ୍ରରେ ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ଭାବେ ଘୋଷଣା କରାଯାଇ ନାହିଁ । କୁଖ୍ୟାତ ଆତଙ୍କବାଦୀ ତଥା ଲସ୍କର-ଏ-ତୋଇବା ଆତଙ୍କାବାଦୀ ସାଜିଦ ମୀର ଅନ୍ତରାଷ୍ଟ୍ରୀୟ ଆତଙ୍କବାଦୀ ହେବାର ଘୋଷଣାରୁ ମୁକ୍ତ ହେବାରୁ ଚୀନକୁ…

କାହା ସହ ନବୀନ, ବିରୋଧୀ ନା ବିଜେପି? ଟିଏମସି ନେତା ଡେରେକ୍ ଓବ୍ରାଏନଙ୍କ ବୟାନ ପରେ ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ: ଜାତୀୟ ରାଜନୀତିରେ ନବୀନଙ୍କ ଆଭିମୁଖ୍ୟକୁ ଆକଳନ କରିବା ମୁସ୍କିଲ । କେତେବେଳେ ପ୍ରସଙ୍ଗ ଭିତ୍ତିରେ ବିଜେପିକୁ ସମର୍ଥନ କରିଛି ବିଜେଡି । ତ ପୁଣି କେତେବେଳେ ବିଜେପି ଓ କଂଗ୍ରେସ ଠାରୁ ସମ-ଦୂରତାର କଥା କହିଛନ୍ତି ନେତା । କିନ୍ତୁ ସମ-ଦୂରତା କଥା କହିବାବେଳେ ଜାତୀୟ ରାଜନୀତିରେ…

୨୩ରେ ବିହାରରେ ବସିବ ବିରୋଧୀ ଦଳ ବୈଠକ । ବୈଠକ ପୂର୍ବରୁ ଜୋର ଧରୁଛି ପୋଷ୍ଟର ପଲିଟିକ୍ସ

କନକ ବ୍ୟୁରୋ : ଦିନକ ପରେ ଅର୍ଥାତ୍ ଜୁନ୍ ୨୩ ତାରିଖରେ ବିହାରର ପାଟନାରେ ବସିବ ବିରୋଧୀ ଦଳଙ୍କ ବୈଠକ । ବୈଠକରେ ଦେଶର ବିରୋଧୀ ଦଳର ବଡ଼ ବଡ଼ ନେତା ଉପସ୍ଥିତ ରହିବେ । ବିରୋଧୀଙ୍କୁ ଏକଜୁଟ୍ କରିବା ପାଇଁ ଏହି ବୈଠକର ଆୟୋଜନ କରାଯାଉଥିବା କୁହାଯାଉଛି । କିନ୍ତୁ ଏହା ପୂର୍ବରୁ ପଟନାରେ ଲାଗିଥିବା…