ଟ୍ରେନ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ: ପ୍ରେସମିଟ କରି ସୂଚନା ଦେଲେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ

577

କନକ ବ୍ୟୁରୋ: ରେଳ ସଦନରେ ରେଲୱେ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବଙ୍କ ପ୍ରେସମିଟ । କହିଲେ, ଟ୍ରେନ ଦୁର୍ଘଟଣାର ହେବ ସିବିଆଇ ତଦନ୍ତ । ରେଲୱେ ବୋର୍ଡ ସିବିଆଇ ତଦନ୍ତ ପାଇଁ ସୁପାରିଶ କରିଛି । ବାହାନଗା ଦୁର୍ଘଟଣା ପରେ ଉଦ୍ଧାର କାମ ଚାଲିଲା । ରେଳ ଧାରଣା କାମ ସରିଯାଇଛି, ବିଜୁଳି କାମ ଜାରି ରହିଛି । ବିଭିନ୍ନ ହସ୍ପିଟାଲରେ ଆହତ ଯାତ୍ରୀଙ୍କ ଚିକିତ୍ସା ଚାଲିଛି । ସମ୍ପର୍କୀୟଙ୍କ ସହ ଯୋଗାଯୋଗ ପାଇଁ ପ୍ରୟାସ ଚାଲିଛି ।