କଟକ ବଡ଼ ମେଡିକାଲରେ ୩ କେନ୍ଦ୍ରମନ୍ତ୍ରୀ: ଆହତଙ୍କୁ ଭେଟି ସ୍ୱାସ୍ଥ୍ୟାବସ୍ଥା ବୁଝିଲେ କେନ୍ଦ୍ରମନ୍ତ୍ରୀ ମନସୁଖ ମାଣ୍ଡଭୀୟ, ଅଶ୍ୱିନୀ ବୈଷ୍ଣବ ଓ ଧର୍ମେନ୍ଦ୍ର

239

କନକ ବ୍ୟୁରୋ: କଟକ ଏସସିବି ମେଡିକାଲରେ ପଂହଚିଲେ ୩ କେନ୍ଦ୍ରମନ୍ତ୍ରୀ । ଏସସିବି ମେଡିକାଲରେ ପଂହଚି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡବିୟ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଚିକିତ୍ସିତ ହେଉଥିବା ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । ସେହିପରି ମେଡିକାଲରେ ସ୍ୱାସ୍ଥ୍ୟବସ୍ଥାର ଯାଂଚ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।