Daily Archives

June 4, 2023

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳରୁ ବାଦ୍ ପଡିଲେ ଜୋଶ୍ ହେଜେଲଉଡ୍ ।

କନକ ବ୍ୟୁରୋ: ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ପୂର୍ବରୁ ଅଷ୍ଟ୍ରେଲିଆକୁ ବଡ ଝଟକା । ଦଳର ଷ୍ଟାର ବୋଲର ଜୋଶ୍ ହେଜେଲଉଡ୍ ଏହି ମହାମୁକାବିଲାରୁ ଦଳରୁ ଆଉଟ୍ ହୋଇଛନ୍ତି । ତେବେ ତାଙ୍କ ସ୍ଥାନରେ ଦଳରେ ମାଇକେଲ୍ ନେସରଙ୍କୁ ସାମିଲ କରାଯାଇଛି । ଏନେଇ ଟୁଇଟ୍ କରି ସୂଚନା ଦିଆଯାଇଛି ।…

ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଡ୍ର’ ହେଲେ କିଏ ହେବ ବିଜେତା? କଣ ରହିଛି ନିୟମ…

କନକ ବ୍ୟୁରୋ: ରୋହିତ ଶର୍ମାଙ୍କ ନେତୃତ୍ୱରେ ବିଶ୍ୱ ଟେଷ୍ଟ ଚାମ୍ପିୟନସିପ୍ ଫାଇନାଲ ଖେଳିବାକୁ ଯାଉଛି ଟିମ୍ ଇଣ୍ଡିଆ । ଆସନ୍ତା ୭ ତାରିଖରେ ଏହି ମ୍ୟାଚ୍ ଖେଳାଯିବାକୁ ଥିବାବେଳେ, ଜୁନ୍ ୧୧ ତାରିଖ ପର୍ଯ୍ୟନ୍ତ ଏହି ମ୍ୟାଚ୍ ଖେଳାଯିବ । ତେବେ ଆପଣ ଜାଣିଛନ୍ତି କି, ଯଦି ବିଶ୍ୱ ଟେଷ୍ଟ…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା: ୭୮ ମୃତଦେହ ଚିହ୍ନଟ, ପରିବାରକୁ ହସ୍ତାନ୍ତର କରାଯିବ ମୃତଦେହ

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ମଧ୍ୟରୁ ୭୮ଟି ମୃତଦେହ ଚିହ୍ନଟ କରାଯାଇଛି । ୨୭୫ଟି ମୃତଦେହ ମଧ୍ୟରୁ ୭୮ଟି ଚିହ୍ନଟ କରିଛନ୍ତି ପରିବାର । ଚିହ୍ନଟ ପରେ ମୃତଦେହକୁ ପରିବାରକୁ ହସ୍ତାନ୍ତର କରାଯାଇଛି । ପ୍ରଥମେ ୧୦ଟି ମୃତଦେହ ହସ୍ତାନ୍ତର କରାଯିବ ।…

ଜନସଂଖ୍ୟା ୨କୋଟି ହେଲେ ରହିଛି ସବୁଠୁ ବଡ ସଂସଦ ଭବନ । ଆମେରିକା ଓ ଋଷ ଠାରୁ ବି ଆକାରରେ ବଡ ସଂସଦ ଗୃହ । ଜାଣନ୍ତୁ…

କନକ ବ୍ୟୁରୋ : ଦେଶକୁ ମିଳିସାରିଛି ନୂଆ ସଂସଦ ଭବନ । ଗତ ୨୮ ତାରିଖରେ ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆକର୍ଷଣୀୟ ଡିଜାଇନ ଆଉ ନୂଆ ବ୍ୟବସ୍ଥା ପାଇଁ ଚର୍ଚ୍ଚାରେ ରହିଛି ଭାରତର ଏହି ନୂଆ ପାର୍ଲାମେଣ୍ଟ । କେତେବେଳେ ଏହାକୁ ନେଇ ରାଜନୀତି ହେଉଛି ତ କେତେବେଳେ…

ତୁରନ୍ତ ବଦଳାଇ ନିଅନ୍ତୁ ୨ ହଜାର ଟଙ୍କିଆ ନୋଟ । ଜୁନ ମାସରେ ବ୍ୟାଙ୍କରେ ବଢିବ ଗ୍ରାହକଙ୍କ ଭିଡ । ଜୁନ ମାସରେ ଏତେଦିନ…

କନକ ବ୍ୟୁରୋ : ଆରମ୍ଭ ହୋଇଛି ଜୁନ୍ ମାସ । ଆଉ ଜୁନ୍ ମାସରେ ଆପଣ ଯଦି ବ୍ୟାଙ୍କ ସମ୍ବନ୍ଧୀୟ କୌଣସି କାମ କରିବାକୁ ଚାହୁଁଛନ୍ତି ତେବେ ଶୀଘ୍ର କରାଇ ନିଅନ୍ତୁ । ବଜାରରୁ ବିଦାୟ ନେଉଛି ୨୦୦୦ଟଙ୍କିଆ ନୋଟ୍ । ଟଙ୍କା କେମିତି ବଦଳାଇବେ, କେତେ ଟଙ୍କା ବଦଳାଇବେ ଏନେଇ ଗ୍ରାହକଙ୍କ ମନରେ ଉଦବେଗ ଭରି…

ଇଣ୍ଟର ଲକିଂ ସିଷ୍ଟମ କଣ? ଯାହାପାଇଁ ବାହାନଗାରେ ଦୁର୍ଘଟଣାର ହୋଇଥିଲା କରମଣ୍ଡଳ ଏକ୍ସପ୍ରେସ 

କନକ ବ୍ୟୁରୋ: ଇଂଟରଲକିଂ ତ୍ରୁଟି ଯୋଗୁଁ ବାହାନଗା ଟ୍ରେନ ଦୁର୍ଘଟଣା ହୋଇଥିବା ରେଳମନ୍ତ୍ରୀ କହିବା ପରେ ଏହା ଚର୍ଚ୍ଚାର ବିଷୟ ହୋଇଛି । ଇଂଟର ଲକିଂ ସିଷ୍ଟମ କ’ଣ, ଯାହା ଏତେ ବଡ଼ ଦୁର୍ଘଟଣା ଘଟାଇଲା । ସେନେଇ ସବୁଠି ଆଲୋଚନା ହେଉଛି । କାରଣ ଇଂଟରଲକିଂ ସିଷ୍ଟମ ଏମିତି ଏକ ଟେକ୍ନୋଲୋଜି, ଯାହା…