Daily Archives

June 3, 2023

ଓଡିଶା ରେଳ ଦୁର୍ଘଟଣାକୁ ନେଇ ସାଂସଦ ବରୁଣ ଗାନ୍ଧୀଙ୍କ ଅନୁରୋଧ, ଚାରିଆଡୁ ଛୁଟୁଛି ପ୍ରଶଂସାର ସୂଅ

କନକ ବ୍ୟୁରୋ : ଓଡିଶା ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ସାରା ଦେଶ ଦୁଃଖ ପ୍ରକାଶ କରିଛି । ବିଦେଶରୁ ବି ଅନେକ ନେତା, ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି ଆଦି ଶୋକବାର୍ତ୍ତା ପଠାଇଛନ୍ତି । ଏସବୁ ଭିତରେ ବିଜେପି ସାଂସଦ ବରୁଣ ଗାନ୍ଧୀ ଅନ୍ୟ ସାଂସଦମାନଙ୍କୁ ଏଭଳି…

କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା, ୪ ଜିଲ୍ଲାପାଳଙ୍କୁ ଚିଠି କଲେ ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ।

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣା ପରେ ୪ ଜିଲ୍ଲାପାଳଙ୍କୁ ଚିଠି । ବାଲେଶ୍ୱର, ଭଦ୍ରକ, କଟକ, ଖୋର୍ଦ୍ଧା ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ଓଡିଶା ରାଜ୍ୟ ଶିଶୁ ସୁରକ୍ଷା ଆୟୋଗ । ଦୁର୍ଘଟଣାରେ ଆହତ ଶିଶୁ ଓ କିଶୋରଙ୍କ ସୁରକ୍ଷା ନେଇ ଚିଠିରେ ଉଲ୍ଲେଖ କରାଯାଇଛି । ସେମାନଙ୍କ ପ୍ରତି…

ଦିନ ୨ଟା ସୁଦ୍ଧା କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି, ରେଳବିଭାଗ ପକ୍ଷରୁ ଦିଆଗଲା ସୂଚନା…

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୨୮୮କୁ ବୃଦ୍ଧି ପାଇଛି । ସେହିଭଳି ୭୪୭ ଜଣ ଆହତଙ୍କ ଡାକ୍ତରଖାନାରେ ଚାଲିଛି ଚିକିତ୍ସା । ଏବେ ମଧ୍ୟ ୫୬ ଜଣ ଗୁରୁତରଙ୍କର ଚାଲିଛି ଚିକିତ୍ସା । ଦିନ ୨ଟା ସୁଦ୍ଧା ଏହି ତଥ୍ୟ ଆସିଥିବା ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।…

‘ଓଡିଶା ସରକାର, ପ୍ରଶାସନ, ଜନତାଙ୍କୁ ଧନ୍ୟବାଦ’, ଦୁର୍ଘଟଣାରେ ଉଦ୍ଧାରକାର୍ଯ୍ୟ ତ୍ୱରାନ୍ୱିତ କରିଥିବାରୁ…

କନକ ବ୍ୟୁରୋ: ଓଡିଶା ସରକାର, ସ୍ଥାନୀୟ ପ୍ରଶାସନ, ଜନତାଙ୍କୁ ଧନ୍ୟବାଦ ଜଣାଇଲେ ପ୍ରଧାନମନ୍ତ୍ରୀ । ରେଳ ଦୁର୍ଘଟଣା ପରେ ଉପସ୍ଥିତ ସଂଶାଧନର ବ୍ୟବହାର କରି ଯେଉଁଭଳି ଉପଯୋଗ କରି କାମ କଲେ ସେଥିପାଇଁ ସେ ସାଧୁବାଦ ଜଣାଇଛନ୍ତି । ସ୍ଥାନୀୟ ପ୍ରଶାସନ ଏବଂ ଏଠାକାର ସ୍ଥାନୀୟ ଜନତାଙ୍କୁ ମଧ୍ୟ ମୋଦୀ…

ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ। ରେଳ ଦୁର୍ଘଟଣାରେ ଆହତଙ୍କୁ ଭେଟିବା ପରେ ପ୍ରଧାନମନ୍ତ୍ରୀଙ୍କ…

କନକ ବ୍ୟୁରୋ: ଦୁର୍ଘଟଣା ପାଇଁ ଦାୟୀ ଦୋଷୀଙ୍କ ପ୍ରତି ହେବ ଦୃଢ କାର୍ଯ୍ୟାନୁଷ୍ଠାନ । ବାଲେଶ୍ୱର ବାହାନଗାରେ ରେଳ ଦୁର୍ଘଟଣାର ସ୍ଥିତି ଅନୁଧ୍ୟାନ ପରେ ପ୍ରଧାନମନ୍ତ୍ରୀ ଏହି ବୟାନ ଦେଇଛନ୍ତି । ବାଲେଶ୍ୱର ମେଡିକାଲରେ ଆହତଙ୍କୁ ଭେଟିବା ପରେ ମୋଦୀ କହିଛନ୍ତି ଏହି ଦୁର୍ଘଟଣା ପାଇଁ ଦାୟୀ…

ବାଲେଶ୍ୱର ମେଡିକାଲରେ ମୋଦୀ, ଆହତଙ୍କୁ ଭେଟି ବୁଝିଲେ ସ୍ୱାସ୍ଥ୍ୟବସ୍ଥା 

କନକ ବ୍ୟୁରୋ: ରେଳ ଦୁର୍ଘଟଣାରେ ଆହତ ଯାତ୍ରୀଙ୍କୁ ଭେଟିଲେ ପ୍ରଧାନମନ୍ତ୍ରୀ । ବାଲେଶ୍ୱର ମେଡିକାଲରେ ଦୁର୍ଘଟଣାରେ ଆହତଙ୍କୁ ମୋଦୀ ଭେଟି ସ୍ୱାସ୍ଥ୍ୟବସ୍ଥା ପଚାରିବୁଝିଛନ୍ତି । କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାରେ ଆହତଙ୍କୁ ବାଲେଶ୍ୱର ଜିଲ୍ଲା ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି । ବାହାନଗାରେ…