Daily Archives

June 3, 2023

ଭାରତୀୟ ରେଳ ବିଭାଗର ପ୍ରବକ୍ତାଙ୍କ ବୟାନକୁ ନେଇ ତେଜିଲା ରାଜନୀତି । କହିଲେ ‘କବଚ’ ଥିଲେ ହୋଇନଥାନ୍ତା ଦୁର୍ଘଟଣା

କନକ ବ୍ୟୁରୋ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାରେ ୨୬୧ ଜଣ ଯାତ୍ରୀଙ୍କର ଜୀବନ ଯାଇଛି । ୯୦୦ରୁ ଅଧିକ ଲୋକ ଆହତ ହୋଇ ଏବେ ଚିକିତ୍ସିତ ହେଉଛନ୍ତି । ହେଲେ ଏବେ ଭାରତୀୟ ରେଳ ବିଭାଗର ପ୍ରବକ୍ତା ଅମିତାଭ ଶର୍ମାଙ୍କ ବୟାନ ରାଜନୀତିକୁ ସରଗରମ କରିଛି । ଅମିତାଭ…

ବାଲେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ। ଡାକ୍ତରଖାନାରେ ଆହତଙ୍କୁ ଭେଟିବେ ମୋଦୀ

କନକ ବ୍ୟୁରୋ: ଆହତଙ୍କୁ ଭେଟିବା ପାଇଁ ବାଲେଶ୍ୱରରେ ପହଞ୍ଚିଲେ ପ୍ରଧାନମନ୍ତ୍ରୀ । ବାହାନଗାରେ ଘଟଣାସ୍ଥଳ ପରିଦର୍ଶନ କରିବା ପରେ ଡାକ୍ତରଖାନା ଅଭିମୁଖେ ଯାଇଛନ୍ତି ମୋଦୀ । ସେଠାରେ ସେ ଦୁର୍ଘଟଣାରେ ଆହତଙ୍କୁ ଭେଟିବେ । ତାଙ୍କ ସହ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର…

କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଫୋନରେ କଥା ହେଲେ ମୋଦୀ। ଆହତ ଓ ତାଙ୍କ ପରିବାରକୁ ସହାୟତା ପାଇଁ ନିର୍ଦ୍ଦେଶ

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରୁ କେନ୍ଦ୍ରସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ କଥା ହେଲେ ମୋଦୀ । ଫୋନଯୋଗେ ସେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି । କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟଙ୍କ ସହ ମୋଦୀ ଏ ବାବଦରେ ଆଲୋଚନା କରିଛନ୍ତି । ଆହତ ଓ ତାଙ୍କ…

ଓଡିଶା ପୋଲିସ ଜାରି କଲା ଦୁର୍ଘଟଣାରେ ଶିକାର ହୋଇଥିବା ଯାତ୍ରୀଙ୍କ ତାଲିକା , ଦେଖନ୍ତୁ ଏହି ତାଲିକାରେ ଅଛନ୍ତି କି…

କନକ ବ୍ୟୁରୋ : ବାଲେଶ୍ୱର ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱ ଶୋକ ପ୍ରକାଶ କରିଛି । ଏହି କ୍ରମରେ ରାଜନେତାଙ୍କ ଠାରୁ ଆରମ୍ଭ କରି ପ୍ରଶାସନିକ ଅଧିକାରୀଙ୍କ ପର୍ଯ୍ୟନ୍ତ ସମସ୍ତେ କିଭଳି ଭାବେ ଦୁର୍ଘଟଣାଗ୍ରସ୍ତ ରେଳଯାତ୍ରୀଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ…

ଦୁର୍ଘଟଣାସ୍ଥଳ ବୁଲିଦେଖିଲେ ପ୍ରଧାନମନ୍ତ୍ରୀ। କିଛି ସମୟ ପରେ ବାଲେଶ୍ୱର ହସପିଟାଲ ଯାଇ ଆହତଙ୍କୁ ଭେଟିବେ ମୋଦୀ

କନକ ବ୍ୟୁରୋ: କରମଣ୍ଡଳ ଏକ୍ସପ୍ରେସ ଦୁର୍ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ମୋଦୀ । ପ୍ରଧାନମନ୍ତ୍ରୀଙ୍କୁ ଘଟଣା ବାବଦରେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଅବଗତ କରାଇଥିବା ବେଳେ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ରହିଥିଲେ । ପ୍ରଧାନମନ୍ତ୍ରୀ ସ୍ଥିତି ଅନୁଧ୍ୟାନ ପରେ…

ବାହାନଗା ରେଳ ଦୁର୍ଘଟଣା ନେଇ ବ୍ରିଟେନରୁ ଆସିଲା ଶୋକବାର୍ତ୍ତା, ୟୁରୋପୀୟ କମିଶନ ସଭାପତି ଉର୍ସୁଲା ଭନ୍ ଡେର୍ ଲେଏନ…

କନକ ବ୍ୟୁରୋ : ଓଡିଶାର ବାଲେଶ୍ୱର ଜିଲ୍ଲା ବାହାନଗା ଠାରେ ହୋଇଥିବା ରେଳ ଦୁର୍ଘଟଣାକୁ ନେଇ ଏବେ ସାରା ବିଶ୍ୱରୁ ଶୋକବାର୍ତ୍ତା ଆସିବାରେ ଲାଗିଛି । ଋଷ ରାଷ୍ଟ୍ରପତି ଭ୍ଲାଦିମୀର ପୁଟିନଙ୍କ ପରେ ଏବେ ୟୁରୋପୀୟ କମିଶନ ସଭାପତି ଉର୍ସୁନା ଭନ୍ ଡେର ଲେଏନ୍ ଶୋକ ପ୍ରକାଶ କରିଛନ୍ତି । ସେ ତାଙ୍କର…