Daily Archives

May 19, 2023

ପାଖେଇ ଆସୁଛି ଶୀତଳଷଷ୍ଠୀ: ହର-ପାର୍ବତୀଙ୍କ ବାହାଘର ପାଇଁ ସମ୍ବଲପୁରରେ ଜୋରସୋରରେ ଚାଲିଛି ପ୍ରସ୍ତୁତି

କନକ ବ୍ୟୁରୋ: ହାତରେ ଆଉ ଅଳ୍ପଦିନ, ଶୀତଳ ଷଷ୍ଠୀ ପାଇଁ କନ୍ୟା ପିତାମାତାଙ୍କ ଘର ଚଳଚଞ୍ଚଳ । ବାବା ଶୀତଳେଶ୍ୱରଙ୍କ ଶ୍ୱଶୁର ଘର ଲୋକେ ସମସ୍ତ ପ୍ରସ୍ତୁତି ସରିସାରଛି । କିଣା ସରିଛି ଝିଅକୁ ଦେବା ପାଇଁ ସାମଗ୍ରୀ । କାନ୍ଥରେ ବର କନ୍ୟାଙ୍କ ନାମ ଲେଖା ସରିଛି, କାର୍ଡ ବଣ୍ଟା ସରିଥିବାବେଳେ ସଜେଇ…

ପଦ୍ମପୁରର ୮୫ ବର୍ଷିୟ ବରା ଦୋକାନୀ: କର୍ମ ଆଗରେ ହାରି ଯାଇଛି ବୟସ, ବରା-ପକୁଡି ଦେଇ ଗ୍ରାହକଙ୍କୁ କରୁଛନ୍ତି ସନ୍ତୁଷ୍ଟ

କନକ ବ୍ୟୁରୋ: କର୍ମ ଆଗରେ ହାର ମାନିିଛି ବୟସ । ପରିଣତ ବୟସରେ ନିଜକୁ କର୍ମରେ ନିୟୋଜିତ କରି ରଖିବା ପାଇଁ ପକୁଡି ଛାଣୁଛନ୍ତି ଜଣେ ୮୫ ବର୍ଷିୟ ବୃଦ୍ଧା । କୁଡିଆ ଭିତରେ ସବୁ ଦିନ ଚୂଲିରେ ବସୁଛି ତେଲ କେଡଇ । ଟକଟକ୍ ଫୁଟୁଥିବା ତେଲରେ ବରା-ପକୁଡି ଛାଣି ଗ୍ରାହକଙ୍କୁ ପରସି ଦେଉଛନ୍ତି । ସେଥିରେ…

ରିଜର୍ଭ ବ୍ୟାଙ୍କ ବୋର୍ଡ ବୈଠକରେ ନିଷ୍ପତ୍ତି, ୨୦୨୨-୨୩ ଆର୍ଥିକ ବର୍ଷରେ ସରକାରଙ୍କୁ ଦିଆଯିବ ୮୭,୪୧୬ କୋଟି ଟଙ୍କା…

କନକ ବ୍ୟୁରୋ : ଭାରତୀୟ ରିଜର୍ଭ ବ୍ୟାଙ୍କ ବୋର୍ଡ ତରଫରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ରିଜର୍ଭ ବ୍ୟାଙ୍କ ତରଫରୁ ଭାରତ ସରକାରଙ୍କୁ ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ ୮୭,୪୧୬ କୋଟି ଟଙ୍କା ଲାଭାଂଶ ଦେବାକୁ ନିଷ୍ପତ୍ତି ନିଆଯାଇଛି । ୨୦୨୧-୨୨ ଆର୍ଥିକ ବର୍ଷରେ ରିଜର୍ଭ ବ୍ୟାଙ୍କ…

ଆଦିବାସୀ ଅଧ୍ୟୁଷିତ ୫ଟି ଗାଁରେ ଦୁଃଖ କାହାଣୀ: ସୌଭଗ୍ୟ ଯୋଜନାରେ ଟଣା ହୋଇଛି ବିଦ୍ୟୁତ୍ ତାର, ହେଲେ ହୋଇନି ବିଜୁଳି…

କନକ ବ୍ୟୁରୋ: ଦୁର୍ଗମ ଅଞ୍ଚଳରେ ଅନ୍ଧାରୀ ମୂଲକର ୫ ଖଣ୍ଡ ଗାଁ । ଆଜି ପର୍ୟ୍ୟନ୍ତ ଗାଁ ରେ ସରକାରଙ୍କ ଦୃଷ୍ଟି ପଡ଼ିନାହିଁ। ବର୍ଷ ବର୍ଷ ଧରି ମୌଳିକ ସୁବିଧାରୁ ବଞ୍ଚିତ ଗମନା ଗମନ, ବିଦ୍ୟୁତ୍, ପାନୀୟ ଜଳ ଓ ଆବାସ ଯୋଜନାରେ ଘର ସେମାନଙ୍କ ପାଇଁ ସାତ ସପନ । ଯାହା ଫଳରେ ନାହିଁ ନଥିବା ଅସୁବିଧାର…

ଅମାନିଆ ହୋଇ ଜରିମାନା ଗଣୁଛନ୍ତି ବ୍ରହ୍ମପୁରବାସୀ: ୪ ମାସରେ ପ୍ରାୟ ୪ କୋଟିର ଫାଇନ୍ ଆଦାୟ କରିଛି ପୁଲିସ

କନକ ବ୍ୟୁରୋ: ବ୍ରହ୍ମପୁର ସହରରେ ଦୁଇ ଚକିଆ ଯାନରେ ତିନି ଜଣ ବସି ଯାତ୍ରା କରୁଥିଲେ ସାବଧାନ । ଧରାପଡିଲେ ଜରିମାନା ଗଣିବେ ଆପଣ, ଆଉ ଗାଡିକୁ ଜବତ କରିବ ପୁଲିସ । ଏତିକିରେ ଦଣ୍ଡ ସରିନି, ଗାଡି ମାଲିକଙ୍କ ନାଁରେ ମାମଲା ରୁଜୁ ହେବ । ରେସମ ସହରରେ ବଢୁଥିବା ଅପରାଧିକ କାର୍ଯ୍ୟକଳାପକୁ ଦୃଷ୍ଟିରେ…

ମାଟ୍ରିକ ପରୀକ୍ଷାରେ ନିଜ ସଫଳତାକୁ ଦେଖିବାକୁ ରହିଲେ ନାହିଁ ଛାତ୍ରୀ: ଦୁର୍ଘଟଣାରେ ପ୍ରାଣ ହରାଇଥିବା ଅନୁଗୁଳର ସ୍ୱାତୀ…

କନକ ବ୍ୟୁରୋ: କେତେ ନିଷ୍ଠୁର ମୃତ୍ୟୁ । ଏହି ଛୋଟ ଝିଅଟି ଆଉ ଏ ଦୁନିଆରେ ନାହିଁ । ସେ ସିନା ନାହିଁ ହେଲେ ଏବେ ତା ପରିଶ୍ରମର ମୂଲ ଆସିଛି । ଆଶା ଅନୁସାରେ ମାଟ୍ରିକ ରେଜଲ୍ଟ ଆସିଛି । ଅନୁଗୁଳର ସୁଚରିତା ଜେନା ଯାହା କହୁଥିଲେ ସେଇଆ ହୋଇଛି । ତାଙ୍କ ଆଶା ଅନୁସାରେ ମାଟ୍ରିକ୍ରେ ୯୦ପ୍ରତିଶତ…