Daily Archives

May 16, 2023

ରୋଜଗାର ମେଳାର ୫ମ ସଂସ୍କରଣରେ ନିଯୁକ୍ତି ପତ୍ର ବାଣ୍ଟିଲେ ପ୍ରଧାନମନ୍ତ୍ରୀ । ସାରା ଦେଶରେ ୭୧ ହଜାର ଯୋଗ୍ୟ…

କନକ ବ୍ୟୁରୋ : ରୋଜଗାର ମେଳାରେ ଦେଶର ୭୧ହଜାର ଯୁବକ ଯୁବତୀଙ୍କୁ ନିଯୁକ୍ତି ପତ୍ର ବାଂଟିଲେ କେନ୍ଦ୍ର ସରକାର । ମଙ୍ଗଳବାର ପ୍ରଧାନମନ୍ତ୍ରୀ ଭିଡିଓ କନଫେରେନ୍ସିରେ ଦେଶର ଯୁବଗୋଷ୍ଠୀଙ୍କୁ ସମ୍ବୋଧିତ କରିବା ସହ ନିଯୁକ୍ତ ପତ୍ର ବାଟିଂଛନ୍ତି । ଏଥିସହ ରୋଜଗାର ମେଳାର ଏ ହେଉଛି ପଂଚମ ସଂସ୍କରଣ ।…

ଆଦିବାସୀ ଗାଁରେ ଚାଲିଛି ସମାନ୍ତରାଳ ଶାସନ । କେନ୍ଦ୍ର କି ରାଜ୍ୟ, କାହାରି ନିୟମ ମାନିବାକୁ ନାରାଜ ଗ୍ରାମବାସୀ । ଫେରାଇ…

କନକ ବ୍ୟୁରୋ: ଆଦିବାସୀ ବହୁଳ ଗାଁରେ ମାନୁନାହାଁନ୍ତି ସରକାରୀ ନିୟମ । ସରକାରଙ୍କୁ ବେଖାତିର କରି ସମାନ୍ତରାଳ ଭାବେ ନିଜର ଶାସନ ଚଳାଇଛନ୍ତି ଗାଁ ଆଦିବାସୀ । ଏଭଳି ଏକ ଚିନ୍ତାଜନକ ଖବର ଆସିଛି ସୁନ୍ଦରଗଡ ଜିଲ୍ଲାରୁ । ଏହାକୁ ନେଇ ଚିନ୍ତାପ୍ରକାଶ କରିଛନ୍ତି ଜିଲ୍ଲା ପ୍ରଶାସନ ।…

ଚର୍ଚ୍ଚାରେ ରାଜନେତା-ଅଭିନେତ୍ରୀଙ୍କ ପ୍ରେମକାହାଣୀ । ନିର୍ବନ୍ଧ ପରେ ଭାଇରାଲ ହେଉଛି ରାଘବ ଚଡ୍ଡା ଓ ପରିଣୀତି…

କନକ ବ୍ୟୁରୋ : ଖୁବ ଶିଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ବଲିଉଡ ନାୟିକା ପରିଣୀତି ଚୋପ୍ରା ଓ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଡ୍ଡା । ନିକଟରେ ନିର୍ବନ୍ଧ ସରିଛି ଓ ଏମାନେ ନିଜ ସମ୍ପକ ଉପରେ ମୋହର ମାରିଛନ୍ତି । ଅନ୍ୟପଟେ ଉଭୟଙ୍କ କିଛି ଭିଡିଓ ଏବେ ଖୁବ ଭାଇରାଲ ହେଉଛି । କାରଣ ଏକ…

ଚାଲିଛି ବୈଠକ, ଜାରି ରହିଛି ସସପେନ୍ସ । ଛିଣ୍ଡୁନି କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଦ୍ୱନ୍ଦର ଅଙ୍କ, କଂଗ୍ରେସ ସଭାପତି…

କନକ ବ୍ୟୁରୋ : କିଏ ହେବେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ଜାରି ରହିଛି ଦ୍ୱନ୍ଦ୍ୱ । ଦିଲ୍ଲୀରେ କଂଗ୍ରେସ ନେତା ଏହି ପ୍ରସଙ୍ଗରେ ଘନ ଘନ ବୈଠକ କରୁଛନ୍ତି । ଦଳର ସଭାପତି ମଲ୍ଲିକାର୍ଜୁନ ଖଡଗେଙ୍କ ଘରେ ମଙ୍ଗଳବାର ପହଁଚିଛନ୍ତି ରାହୁଲ ଗାନ୍ଧୀ । ଏଥିସହ ଦଳର ଅନ୍ୟାନ୍ୟ ନେତା ଉପସ୍ଥିତ ଅଛନ୍ତି ।…

ପୁଣି ଥରେ ପଦାରେ ପଡିଲା ଦାମ-ଦେବାଶିଷ କଳି । ଦେବାଶିଷ ପାରାଦୀପରେ ବୁଲିବା ପରେ ଚିହିଁକି ଉଠିଲେ ଦାମ 

କନକ ବ୍ୟୁରୋ: ପୁଣି ଥରେ ପଦାରେ ପଡିଲା ଦାମ-ଦେବାଶିଷ୍ କଳି । ବରିଷ୍ଠ ବିଜେଡି ନେତା ଦେବାଶିଷ୍ ସାମନ୍ତରାୟ ପାରାଦୀପରେ ବୁଲିବା ପରେ ଚିହିଁକି ଉଠିଛନ୍ତି ଦାମ ରାଉତ । ଦେବାଶିଷ୍ ପାରାଦୀପରେ ବୁଲିବାକୁ ଦାମ ସହଜରେ ଗ୍ରହଣ କରିପାରି ନାହାନ୍ତି । ଏଥିସହ ପୁଅ ସମ୍ବିତଙ୍କ ଟିକେଟ କାଟିବା ପାଇଁ…

ଆରଜେଡି ନେତାଙ୍କ ଠିକଣାରେ ପହଁଚିଲା ସିିବିଆଇ, ଲାଲୁଙ୍କ ସହଯୋଗୀ ଓ ସମ୍ପର୍କୀୟଙ୍କ ଘରେ ଚଢ଼ାଉ

କନକ ବ୍ୟୁରୋ : ବିହାରରେ ଆକ୍ସନ ମୋଡରେ ସିବିଆଇ । ଲ୍ୟାଣ୍ଡ ଫର ଜବ ସ୍କାମ ମାମଲରେ ମଙ୍ଗଳବାର ବଡ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ତଦନ୍ତକାରୀ ସଂସ୍ଥା । ପୂର୍ବରୁ ଆରଜେଡି ମୁଖିଆ ଲାଲୁ ପ୍ରସାଦ ଯାଦବ, ବିହାର ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ ଓ ଅନ୍ୟ କିଛି ନେତା ଏବଂ ମନ୍ତ୍ରୀଙ୍କ ଠିକଣାରେ…