Daily Archives

April 25, 2023

କୁସ୍ତିଯୋଦ୍ଧା ମାମଲାରେ ଦିଲ୍ଲୀ ପୁଲିସକୁ ଭତ୍ସନା କରି ନୋଟିସ କଲେ ସୁପ୍ରିମକୋର୍ଟ: କହିଲେ ଅଭିଯୋଗ ସତ୍ୱେ କଣ ପାଇଁ…

କନକ ବ୍ୟୁରୋ: ଭାରତୀୟ କୁସ୍ତି ମହାସଂଘର ସଭାପତି ବ୍ରିଜ ଭୁଷଣ ସିଂହଙ୍କ ବିରୋଧରେ ଦିଲ୍ଲୀ ପୁଲିସ ଏଫଆଇଆର ରୁଜୁ କରୁନଥିବାରୁ ଭତ୍ସନା କରିଛନ୍ତି ସୁପ୍ରିମକୋର୍ଟ । ସୁପ୍ରିମକୋର୍ଟ ପ୍ରଧାନବିଚାରପତି ଜଷ୍ଟିସ ଡିୱାଇ ଚନ୍ଦ୍ରଚୁଡ ମାମଲାର ଶୁଣାଣୀ କରି ଦିଲ୍ଲୀ ପୁଲିସକୁ ପ୍ରଶ୍ନ କରିଛନ୍ତି ଓ…

ବରଫ ଭିତରେ ବାବା କେଦାରନାଥଙ୍କ ଦର୍ଶନ: ଶେଷ ହେଲା ଶ୍ରଦ୍ଧାଳୁଙ୍କ ଅପେକ୍ଷା

କନକ ବ୍ୟୁରୋ: ଯେଉଁ ମୂହୂର୍ତକୁ ଅତି ଉକ୍ରଣ୍ଠାର ସହ ଅପେକ୍ଷା କରି ବସିଥିଲେ ଅଗଣିତ ଭକ୍ତ, ଶେଷରେ ସେଇ ମୂହୂର୍ତ ଆସିଛି । ଖୋଲିଛି ବାବା କେଦାରନାଥଙ୍କ ଦ୍ୱାରା । ଦୀର୍ଘ ୬ ମାସର ବ୍ୟବଧାନ ପରେ ଭକ୍ତଙ୍କୁ ଦର୍ଶନ ଦେବାକୁ ଚାହିଁ ବସିଛନ୍ତି ଉତାରଖଣ୍ଡର ପ୍ରସିଦ୍ଧ ଶୈବପୀଠ ବାବା କେଦାରନାଥ ।…

ନକଲି ସାର୍ଟିଫିକେଟ ଦେଇ ଚାକିରିରୁ ବିଦା। ଭଦ୍ରକର ୩ଜଣଙ୍କ ନାଁରେ କେନ୍ଦ୍ରାପଡାରେ ଏତଲା।

କନକ ବ୍ୟୁରୋ: ବଲାଙ୍ଗିର, ସମ୍ବଲପୁର, ରାୟଗଡା ପରେ ନକଲି ସାର୍ଟିଫିକେଟ ଧରାପଡିଛି କେନ୍ଦ୍ରାପଡାରେ । ନକଲି ସାର୍ଟିଫିକେଟ ଦେଇ ଚାକିରୀ କରୁଥିବା ୩ ଜଣ ଡାକସେବକକୁ ଚାକିରୀରୁ ବହିଷ୍କୃତ କରାଯାଇଛି । ସେମାନେ ହେଲେ ପ୍ରସନ୍ନ କୁମାର ସେଠୀ- ଘର ଭଦ୍ରକ, ୨୦୨୨ ସେପ୍ଟେମ୍ବରରେ କେନ୍ଦ୍ରାପଡା…

ସ୍ୱଦେଶରୁ ଫେରୁଛନ୍ତି ସୁଦାନରେ ଫଶି ରହିଥିବା ଭାରତୀୟ: ପ୍ରଥମ ପର୍ଯ୍ୟାୟରେ ୨୭୮ ଭାରତୀୟଙ୍କୁ ନେଇ ଭାରତ ଅଭିମୁଖେ…

କନକ ବ୍ୟୁରୋ: ସାମରିକ ଲଢେଇରେ ଜଳୁଛି ସୁଦାନ । ସେନା ଓ ଅର୍ଦ୍ଧସାମରିକ ବଳ ମଧ୍ୟରେ ଲଢେଇକୁ ୧୦ ଦିନ ବିତିଲାଣି । ହେଲେ ଲଢେଇ କମିବାର ନାଁ ନେଉନି । ଦିନକୁ ଦିନ ଅତି ଭୟଙ୍କର ହେଉଛି ଲହି ଗୋଷ୍ଠୀ ସର୍ଘଷ । ସେପଟେ ଅଶାନ୍ତ ସୁଦାନରୁ ନିଜ ନାଗରିକଙ୍କୁ ସୁରକ୍ଷିତ ଉଦ୍ଧାର କରିବାକୁ ଭାରତ ଆରମ୍ଭ…

ବେଙ୍ଗାଲୁର ଦେଖିଲା ବିରଳ ଘଟଣା: ଜିରୋ ସ୍ୟାଡୋ ଡେରେ ଦେଖାଗଲାନି ଛାଇ

କନକ ବ୍ୟୁରୋ: ଜିରୋ ସ୍ୟାଡୋ ଡେ । ଅର୍ଥାତ ଖରାରେ ମଧ୍ୟ ଆପଣଙ୍କ ଛାଇ ଦେଖିବାକୁ ମିଳିବନି । ବେଙ୍ଗାଲୁରରେ ମଙ୍ଗଳବାର ଦେଖିବାକୁ ମିଳିଛି ଏମିତି ଏକ ବିରଳ ଦୃଶ୍ୟ । ଏହି ମହାଜାଗତିକ ଦୃଶ୍ୟକୁ ଉପଭୋଗ କରିଛନ୍ତି ସିଲିକନ ସିଟିର ବାସିନ୍ଦା । ଯେତେବେଳେ ଖରାରେ କୌଣସି ବସ୍ତୁ ରହେ କି କେହି…

ବରକୁ ଉଠାଇନେଲା ପୁଲିସ। ଅଧାରୁ ଅଟକି ଗଲା ବାହାଘର।

କନକ ବ୍ୟୁରୋ: ବାଜା, ରୋଷଣୀ, ଡିଜେର ଫାଟିପଡୁଥିଲା ଗାଁ ଦାଣ୍ଡ । ନାଚରେ ମସଗୁଲ ଥିଲେ ବରଯାତ୍ରୀଦଳ । କାରରେ ଠିଆ ହୋଇ ବର ବି ବରଯାତ୍ରୀ ଦଳଙ୍କୁ ଉତ୍ସାହିତ କରୁଥିଲା । କିଏ ଡିଜେର ତାଳେ ତାଳେ ପାଦ ମିଶାଉଥିଲା, ପୁଣି କିଏ ବର ସହ ସେଲଫି ଉଠାଉଥିଲା । ଯାଜଜମକରେ ବରଗଡ ଜିଲ୍ଲା ଭଟଲି ଥାନା…