Daily Archives

April 24, 2023

ବେଦାନ୍ତ ଆଲୁମିନିୟମ୍ ପକ୍ଷରୁ ଯକ୍ଷ୍ମା ରୋଗ ଦୂର କରିବା ପାଇଁ ସଚେତନତା ଅଭିଯାନ । ଝାରସୁଗୁଡାରେ ଥିବା ୟୁନିଟ୍ ଗୁଡିକୁ…

କନକ ବ୍ୟୁରୋ: ଭାରତର ସର୍ବବୃହତ ଆଲୁମିନିୟମ ଉତ୍ପାଦନକାରୀ ବେଦାନ୍ତ ଆଲୁମିନିୟମ, ଝାରସୁଗୁଡା ଠାରେ ଯକ୍ଷ୍ମା ଉପରେ ସଚେତନତା ଡ୍ରାଇଭ୍ ଏକ ସିରିଜ୍ ସମାପ୍ତ କରି ୧୩ ଟି ଗାଁର ୩୫୦୦ ରୁ ଅଧିକ ବାସିନ୍ଦାଙ୍କ ନିକଟରେ ପହଞ୍ଚିଥିଲା । ବିଶ୍ୱ ଯକ୍ଷ୍ମା ଦିବସ ଅବସରରେ ‘ହଁ ଆମେ ଟିବି ଶେଷ…

ଦୁଇଗୁଣା ବେଗରେ ବଢୁଛି ସମୁଦ୍ରର ଜଳସ୍ତର । ସତର୍କ ସୂଚନା ଦେଲା ସଂଯୁକ୍ତ ରାଷ୍ଟ୍ର । ଜଳମଗ୍ନ ହେବ ଅଧିକାଂଶ ଦ୍ୱୀପ । 

କନକ ବ୍ୟୁରୋ: ଦୁଇ ଗୁଣା ବେଗରେ ବଢୁଛି ସମୁଦ୍ରର ଜଳସ୍ତର । ଖୁବଶୀଘ୍ର ସମୁଦ୍ର ତଟବର୍ତ୍ତୀ ଅଞ୍ଚଳ ହେବ ଜଳମଗ୍ନ । ଏନେଇ ରିପୋର୍ଟ ପ୍ରକାଶ କରିବା ସହିତ ସତର୍କ ସୂଚନା ଦେଇଛି ସଂଯୁକ୍ତ ରାଷ୍ଟ୍ର । ରିପୋର୍ଟ ମୁତାବକ, ୧୯୯୩ରୁ ୨୦୦୨ ଭିତରେ ସମୁଦ୍ରର ଜଳସ୍ତର ଯେଉଁ ବେଗରେ ବୃଦ୍ଧି ପାଉଥିଲା,…

ମୃତ ଗ୍ୟାଙ୍ଗଷ୍ଟର ଅତିକରୁ ଠିକଣାରେ ରକ୍ତଛିଟା। ମାରଣାସ୍ତ୍ର, ରକ୍ତଭିଜା ପୋଷାକ ଓ ଛୁରୀ ଜବତ।

କନକ ବ୍ୟୁରୋ: ଉତ୍ତରପ୍ରଦେଶର ମାଫିଆ ଡନ୍ ଅତିକ ଅହମ୍ମଦ ମୃତ୍ୟୁ ପରେ ତା ଅପରାଧର ସାମ୍ରାଜ୍ୟ ଭୁଶୁଡି ପଡିଛି । କିନ୍ତୁ ଅତିକ ଅହମ୍ମଦର କାର୍ଯ୍ୟାଳୟରୁ ମିଳିଥିବା ରକ୍ତର ଛିଟା ତା ଅପରାଧ ଓ ଆତଙ୍କ ସାମ୍ରାଜ୍ୟର ପ୍ରମାଣ ଦେଉଛି । ସୋମବାର ପ୍ରୟାଗରାଜର ଚକିଆ ସ୍ଥିତ ଅତିକର କାର୍ଯ୍ୟାଳୟରେ…

ଡବ୍ଲୁଏଫଆଇର ଅଧ୍ୟକ୍ଷଙ୍କ ବିରୋଧରେ ତେଜିଲା ବିକ୍ଷୋଭ, ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହେଲେ କୁସ୍ତିଯୋଦ୍ଧା।

କନକ ବ୍ୟୁରୋ: ଏପ୍ରିଲ ୨୩ରୁ ପୁଣି ଥରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି ଶହ ଶହ କୁସ୍ତିଯୋଦ୍ଧା । ଡବ୍ଲୁଏଫଆଇର ଅଧ୍ୟକ୍ଷ ବ୍ରିଜଭୂଷଣ ସିଂହଙ୍କ ବିରୋଧରେ ଏଫଆଇଆର ରୁଜୁ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ସୁପ୍ରିମକୋର୍ଟ ଯାଇଛନ୍ତି କୁସ୍ତିଯୋଦ୍ଧା । ଡବ୍ଲୁଏଫଆଇର ଅଧ୍ୟକ୍ଷଙ୍କ ବିରୋଧରେ ଆନ୍ଦୋଳନ କରି…

ମୋଦୀ ବିରୋଧୀ ମୋର୍ଚ୍ଚା। ନୀତିଶ-ମମତାଙ୍କ ଚର୍ଚ୍ଚା।

କନକ ବ୍ୟୁରୋ: ସୋମବାର କୋଲକାତାରେ ପହଞ୍ଚିଥିଲେ ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର ଓ ଉପମୁଖ୍ୟମନ୍ତ୍ରୀ ତେଜସ୍ୱୀ ଯାଦବ । ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାର୍ନାଜୀଙ୍କ ସହ ସାକ୍ଷାତ କରିଛନ୍ତି ନୀତିଶ ଓ ତେଜସ୍ୱୀ ପୂର୍ବରୁ ଟିଏମସି, କଂଗ୍ରେସ ଓ ଅନ୍ୟ କିଛି ଆଞ୍ଚଳିକ ଦଳ ବିଜେପି ବିରୋଧୀ…