Daily Archives

April 20, 2023

ପୁରୀ ଆସିଥିଲା କି ଗ୍ୟାଙ୍ଗଷ୍ଟର ଗୁଡ୍ଡୁ ମୁସଲିମ୍? ଜାତୀୟ ଗଣମାଧ୍ୟମରେ ଚର୍ଚ୍ଚା, ଖଣ୍ଡନ କଲା ପୁରୀ ପୁଲିସ

କନକ ବ୍ୟୁରୋ: ଗୁଳିମାଡର ଶିକାର ହେବା ପରେ ଅତିକ ଅହମ୍ମଦ ଓ ଅସରଫର ଅପରାଧ ସାମ୍ରାଜ୍ୟ ଏବେ ଅତୀତ । ୪ ଦଶନ୍ଧିର ମାଫିଆ ରାଜ ଏକ ପ୍ରକାର ଶେଷ ହୋଇଥିବା କୁହାଯାଉଥିବା ବେଳେ ଏବେ ୟ୍ରୁପି ପୁଲିସର ଚିନ୍ତା ବଢ଼ାଇଛନ୍ତି ଅତିକର ପତ୍ନୀ ସାଇସ୍ତା ଓ ପ୍ରମୁଖ ସହଯୋଗୀ ତଥା ହାର୍ଡକୋର କ୍ରିମିନାଲ୍…

ଟଙ୍କଧରଙ୍କ ପାଇଁ ପ୍ରଚାର କରିବେ ଧର୍ମେନ୍ଦ୍ର, ଅଶ୍ୱିନୀ, ବିଶ୍ୱେଶ୍ୱର । ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେପି…

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ଭାରତୀୟ ଜନତା ପାର୍ଟି । ଗୁରୁବାର ଦଳ ପକ୍ଷରୁ ଉପ ନିର୍ବାଚନ ପାଇଁ ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରାଯାଇଛି ।  ତେବେ ଟଙ୍କଧର ପାଇଁ ଏଥର ପ୍ରଚାର କରିବେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ,…

ଗାଁରେ ନାହିଁ ନଳକୂଅ, ଆକାଶରୁ ବର୍ଷୁଛି ନିଆଁ । ଚୁଆ ଖୋଳି ପାଣି ପିଉଛନ୍ତି ଲୋକ । ସେପଟେ କଷ୍ଟ ଆଣୁଛି ଅଘୋଷିତ…

କନକ ବ୍ୟୁରୋ: ଗାଁରେ ନାହିଁ ନଳକୂଅ, ଆକାଶରୁ ବର୍ଷୁଛି ନିଆଁ । ଏତିକିବେଳେ ଅନୁଗୁଳର ଅନୁନ୍ନତ ଅଞ୍ଚଳରେ ପିଇବା ପାଣି ପାଇଁ ଚୁଆ ପାଲଟିଛି ଭରଷା । ସେପଟେ କଷ୍ଟ ଆଣୁଛି ଅଘୋଷିତ ବିଦ୍ୟୁତ କାଟ । ନଳକୂଅ ନାହଁ, ଆକାଶରୁ ନିଆଁ ବର୍ଷୁଛି ଚୁଆ ଖୋଳି ପାଣି ପିଉଛନ୍ତି ଲୋକ  ସାଙ୍ଗରେ…

ଦୀପାଳିଙ୍କ ପାଇଁ ପ୍ରଚାର କରିବେ ନବୀନ । ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କଲା ବିଜେଡି । ଦେଖନ୍ତୁ, ଲିଷ୍ଟରେ…

କନକ ବ୍ୟୁରୋ: ଝାରସୁଗୁଡା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ତାଲିକା ଘୋଷଣା । ଦୀପାଳିଙ୍କ ପାଇଁ ପ୍ରଚାର କରିବେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ । ଗୁରୁବାର ବିଜୁ ଜନତା ଦଳ ଝାରସୁଗୁଡା ଉପ ନିର୍ବାଚନ ପାଇଁ ନିଜର ୪୦ ଜଣିଆ ଷ୍ଟାର ପ୍ରଚାରକ ତାଲିକା ଘୋଷଣା କରିଛି । ଯେଉଁଥିରେ…

ଅସହ୍ୟ ତାତିରେ ସନ୍ତୁଳି ହେଉଛି ସାରା ରାଜ୍ୟ । ଜନଜୀବନ ଅସ୍ତବ୍ୟସ୍ତ । ୩୬ ଘଣ୍ଟା ପରେ କମିପାରେ ତାପମାତ୍ରା

କନକ ବ୍ୟୁରୋ: ସାରା ରାଜ୍ୟକୁ କଲବଲ କଲାଣି ତାତି । ପ୍ରବଳ ଗ୍ରୀଷ୍ମ ପ୍ରବାହ ଜାରି ରହିଛି । ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଛି । ଝାରସୁଗୁଡା, ବାରିପଦା, ମୟୂରଭଞ୍ଜ, ଭୁବନେଶ୍ୱର, ଭଳି ସହର ତାପମାତ୍ରା ଅସହ୍ୟ ସ୍ଥିତିରେ ପହଁଚି ଯାଇଛି । ପ୍ରବଳ ତାତି ଯୋଗୁଁ…

ସ୍କୁଲକୁ ଆଗୁଆ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ଆସନ୍ତାକାଲିଠୁ ରାଜ୍ୟରେ ସ୍କୁଲ ବନ୍ଦ । ଜୁନ୍ ୧୭ ଯାଏଁ ରହିବ…

କନକ ବ୍ୟୁରୋ: ପ୍ରବଳ ଗ୍ରୀଷ୍ମପ୍ରବାହକୁ ଦୃଷ୍ଟିରେ ରଖି ସ୍କୁଲକୁ ଆଗୁଆ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ଅନୁସାରେ ଆସନ୍ତାକାଲିଠାରୁ ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ରହିବ । ଏହା ଜୁନ୍ ୧୭ ଯାଏଁ ବଳବତ୍ତର ରହିବ । କିନ୍ତୁ ଯଦି ଏହି ସମୟରେ…