Daily Archives

April 20, 2023

ଦଶରଥପୁରରେ ଏଯାଏଁ ସରୁନି ବିଜୁ ସେତୁ ନିର୍ମାଣ। ବାଉଁଶ ପୋଲକୁ ଭରସା କରି ବୈତରଣୀ ନଦୀ ପାରି ହେଉଛନ୍ତି ଲୋକ।

କନକ ବ୍ୟୁରୋ: ବୈତରଣୀ ନଦୀ ଉପରେ ଆଗେଇପାରୁନି ବିଜୁ ସେତୁ ନିର୍ମାଣ କାମ । ୫ ବର୍ଷ ତଳୁ ମୁଖ୍ୟମନ୍ତ୍ରୀ ଭିତିପ୍ରସ୍ତର ସ୍ଥାପନ କରିଛନ୍ତି ହେଲେ ସେତୁ ନିର୍ମାଣ ସରୁନାହିଁ । କେବେ ସରିବ ତା’ ବି କାହାକୁ ଜଣାନାହିଁ । ବିଜୁ ସେତୁ ନିର୍ମାଣ ଅଧାରେ ପକାଇ ଠିକାଦାର ଫେରାର ମାରିଥିବା ବେଳେ…

ପାଣି ଭାର ବୋହି ପେଟ ପୋଷୁଛନ୍ତି ବାଲେଶ୍ୱରର ରାମଚନ୍ଦ୍ର ପାତ୍ର। ୪୫ ବର୍ଷ ହେଲା ବାହୁଙ୍ଗିରେ ବୋହୁଛନ୍ତି ପାଣି।

କନକ ବ୍ୟୁରୋ: ପାଣି ଭାର ବୋହି ପରିବାର ପୋଷୁଛନ୍ତି ୬୫ ବର୍ଷୀୟ ବୃଦ୍ଧ । ୪୫ ବର୍ଷ ଧରି ଅମର୍ଦାରୋଡ ଅଞ୍ଚଳରେ ଲୋକମାନଙ୍କୁ ପିଇବା ପାଣି ଯୋଗାଇ ଆସୁଛନ୍ତି ବୟସ୍କ ବ୍ୟକ୍ତି । ବୟସ ୬୫ ଅତିକ୍ରମ କଲାଣି ହେଲେ ଏବେ ବି ଥକି ପଡିନାହାନ୍ତି ରାମଚନ୍ଦ୍ର ପାତ୍ର । ସକାଳ ଏବଂ ସନ୍ଧ୍ୟାରେ ବାହୁଙ୍ଗି…

କୋଟିଆରେ ଆନ୍ଧ୍ର କରୁଛି ମନମାନୀ। ଖରାଦିନେ ଓଡିଶା ବିଦ୍ୟାଳୟରୁ କାଟିଦେଲା ବିଜୁଳି।

କନକ ବ୍ୟୁରୋ: ଓଡ଼ିଶା ସ୍କୁଲରୁ ବିଦ୍ୟୁତ୍ କାଟିଲା ଆନ୍ଧ୍ର । କୋଟିଆର କେତୋଟି ଗ୍ରାମପୁଞକୁ ଛାଡ଼ି ଦେଲେ ସବୁଠି ଆନ୍ଧ୍ର ବିଦ୍ୟୁତ ଯୋଗାଇ ଦେଇଛି । ଲୋକଙ୍କ ଘରେ ଆନ୍ଧ୍ର ଆଲୁଅ ଜଳୁଥିବା ବେଳେ ଓଡିଶା ସ୍କୁଲରେ ବି ଆନ୍ଧ୍ର ବିଜୁଳି ବ୍ୟବହାର କରାଯାଉଛି । କୋଟିଆ ଲୋକଙ୍କୁ ପଡୋଶୀ ସରକାର ବିଜୁଳି…

୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ରାଜଧାନୀର ସର୍ବୋଚ୍ଚ ତାପମାତ୍ରା ୪୩.୨ ଡିଗ୍ରୀ ରେକର୍ଡ ।

କନକ ନ୍ୟୁଜ୍ : ୪୩ ଡିଗ୍ରୀ ଟପିଲା ଭୁବନେଶ୍ୱରର ତାପମାତ୍ରା । ଆଜି ଦିନରେ ଭୁବନେଶ୍ୱରର ତାପମାତ୍ରା ୪୩.୨ ଡିଗ୍ରୀ ରହିଥିବା ରେକର୍ଡ କରାଯାଇଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଟୁଇଟ୍ କରି ସୂଚନା ଦିଆଯାଇଛି । ଆଜି ରାଜଧାନୀ ଭୁବନେଶ୍ୱର ରେ ସର୍ବୋଚ୍ଚ…

ମହେନ୍ଦ୍ରତନୟା ଡ୍ୟାମ ନିର୍ମାଣ କାମକୁ ନେଇ ଆନ୍ଧ୍ର-ଓଡିଶା ଟଣାଓଟରା। କିଏ ଆଗ ସାରିବ ନିର୍ମାଣ କାମ? ଚାଲିଛି…

କନକ ବ୍ୟୁରୋ: ମହେନ୍ଦ୍ର-ତନୟା ନଦୀରେ କାହା ପ୍ରକଳ୍ପ ଆଗ ସରିବ । କିଏ ଆଗ ସାରିବ ମହେନ୍ଦ୍ରତନୟା ଡ୍ୟାମ ନିର୍ମାଣ କାମ । ଗଜପତି ଜିଲ୍ଲାର ରାୟଗଡ ବ୍ଲକ ଚମ୍ପାପୁର ଓ ଡମ୍ବାପୁର ନିକଟରେ ମହେନ୍ଦ୍ରତନୟା ଉପର ମୁଣ୍ଡରେ ଓଡିଶା ସରକାରଙ୍କ ପକ୍ଷରୁ ଡ୍ୟାମ ନିର୍ମାଣ କରାଯାଉଛି । ଏହି ନିର୍ମାଣ କାମ…

ଢେଙ୍କାନାଳ ଜିଲ୍ଲା ଗାଁ ଗାଁରେ ବଢୁଛି କିଡନୀ ରୋଗୀଙ୍କ ସଂଖ୍ୟା। ଟ୍ୱିଟ୍ କରି ସିଏମଓ ଅଫିସକୁ ଜଣାଇଲେ ସ୍ଥାନୀୟ ଲୋକ।

କନକ ବ୍ୟୁରୋ: ଢେଙ୍କାନାଳ ଜିଲ୍ଲାକୁ ଡରାଉଛି କିଡନୀ ରୋଗ । ଦିନକୁ ଦିନ ଗାଁ ଗାଁରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ହିନ୍ଦୋଳ ଏବଂ ଓଡାପଡା ବ୍ଲକରେ କିଡନୀ ରୋଗୀଙ୍କ ସଂଖ୍ୟା ବଢୁଛି । ଓଡାପଡା ବ୍ଲକ ରସାସିଂ ଗାଁର ଗୋଡିସାହି ଓ ହରିଜନ ବସ୍ତିରେ ଗତ ୮ ମାସରେ ୯ ଜଣଙ୍କ ମୃତ୍ୟୁ ହୋଇଛି ।…