କନକବ୍ୟୁରୋ:କୋରେଇ ନିର୍ବାଚନ ମଣ୍ଡଳୀରେ ଜୋରଦାର ପ୍ରଚାର ଚଳାଇଛନ୍ତି ବିଜେଡ଼ି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସ । କୋରେଇ ନିର୍ବାଚନ ମଣ୍ଡଳୀର ବ୍ୟାସନଗର ପୌରାଂଚଳରେ ମାରାଥନ ପ୍ରଚାର କରିଛନ୍ତି । ଶହ ଶହ ସମର୍ଥକଙ୍କ ସହ ବିରାଟ ଶୋଭାଯାତ୍ରାରେ ବିଭିନ୍ନ ୱାର୍ଡକୁ ଯାଇ ନିଜ ସପକ୍ଷରେ ଭୋଟ ମାଗିଛନ୍ତି । ସନ୍ଧ୍ୟାରାଣୀଙ୍କ ସହ କୋରେଇ ନିର୍ବାଚନ ମଣ୍ଡଳୀର ବହୁ ଆଗଧାଡିର ବିଜେଡ଼ି ନେତା ସାମିଲ ହୋଇଥିଲେ ।
ବିଜେଡି ପ୍ରାର୍ଥୀ ସନ୍ଧ୍ୟାରାଣୀ ଦାସଙ୍କ ଜୋରଦାର ପ୍ରଚାର,ଶୋଭାଯାତ୍ରାରେ ଯାଇ ନିଜ ସପକ୍ଷରେ କରୁଛନ୍ତି ଭୋଟ ଭିକ୍ଷା ।
/kanak/media/post_attachments/wp-content/uploads/2024/05/1-40.jpg)