Daily Archives

March 8, 2023

ପିଓକେବାସୀଙ୍କ ଉପରେ ବଢୁଛି ପାକ ସରକାରଙ୍କ ନିର୍ଯାତନା । ଏଣିକି ଶିକ୍ଷାନୁଷ୍ଠାନ ଗଲେ ଛାତ୍ରୀ ଓ ଶିକ୍ଷୟତ୍ରୀଙ୍କ ପାଇଁ…

କନକ ବ୍ୟୁରୋ : ପାକ୍ ଅଧିକୃତ କଶ୍ମୀରରେ ନୂଆ ନିୟମ ଲାଗୁ । ଏଠାରେ ରହୁଥିବା ଝିଅ ଓ ମହିଳା ହିଜାବ ପିନ୍ଧି ଶିକ୍ଷାନୁଷ୍ଠାନକୁ ଯିବା ବାଧ୍ୟତାମୂଳକ କରାଯାଇଛି । ଏହି ନିୟମ ଆଉ କେହି ନୁହେଁ ସେଠାକାର ସରକାର ଜାରି କରିଛନ୍ତି । ସ୍କୁଲ କଲେଜ ଯାଉଥିବା ଛାତ୍ରୀ ଓ ଶିକ୍ଷୟତ୍ରୀ ଏବଂ…

ଇତିହାସ ରଚିଲେ ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ସାଲିଜା ଧାମୀ, ଫ୍ରଣ୍ଟ ଲାଇନ କମ୍ବାଟ ୟୁନିଟରେ ନେତୃତ୍ୱ ନେଲେ…

କନକ ବ୍ୟୁରୋ : ଭାରତୀୟ ବାୟୁସେନାର ଗ୍ରୁପ କ୍ୟାପଟେନ ସାଲିଜା ଧାମୀ । ଏବେ ଏହି ସାହସୀ ମହିଳା ବାୟୁସେନା ଅଧିକାରୀ ଇତିହାସ ରଚିଛନ୍ତି । ପ୍ରଥମ ମହିଳା ବାୟୁସେନା ଅଫିସରଭାବେ ଫ୍ରଣ୍ଟ ଲାଇନ ଫୋର୍ସର କମ୍ବାଟ ୟୁନିଟରେ ନେତୃତ୍ୱ ଏବେ ସମ୍ଭାଳିବେ ସାଲିଜା । ଯିଏକି ପ୍ରଥମ ମହିଳା ବାୟୁସେନା…

ଚିନ୍ତା ବଢ଼ାଇଲା ଲ୍ୟାନସେଟ ପ୍ଲାନେଟୋରୀ ହେଲଥ ରିପୋର୍ଟ । ଶୁଦ୍ଧ ବାୟୁରେ ବଂଚୁଛନ୍ତି ଦୁନିଆରେ କେବଳ ଏକ ପ୍ରତିଶତରୁ କମ…

କନକ ବ୍ୟୁରୋ : ଆଗକୁ ଆହୁରି ଅଧିକ ଦୁର୍ବିସହ ହେବ ଜୀବନ । ବାୟୁ ପ୍ରଦୁଷଣକୁ ନେଇ ଆସିଛି ଚିନ୍ତାଜନକ ଖବର । ବିଶେଷ କରି ଏସୀୟ ଦେଶରେ ବଢୁଛି ପ୍ରଦୁଷଣ ସମସ୍ୟା । ସବୁଠୁ ବଡ କଥା ହେଉଛି ଦୁନିଆର ଏକ ପ୍ରତିଶତରୁ କମ ଲୋକ ଶୁଦ୍ଧ ବାୟୁ ଭିତରେ ଜୀବନ ଜିଉଁଛନ୍ତି । ଏହି ତଥ୍ୟ ମିଳିଛି ଲ୍ୟାନସେଟ…

ଚର୍ଚ୍ଚାରେ ନେତାଙ୍କ ନିଆରା ହୋଲି। ଅତିଥିଙ୍କ ସହ ନାଚିଲେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ।

କନକ ବ୍ୟୁରୋ: ହୋଲିର ରଙ୍ଗରେ ରଙ୍ଗୀନ ହୋଇଛନ୍ତି ରାଜନେତା । ସକାଳୁ ସକାଳୁ ହୋଲି ପାଳନ କରିବାକୁ ରାଜ୍ୟର ସମସ୍ତ ରାଜନୈତିକ ଦଳର ନେତା ଦଳୀୟ କର୍ମୀ ଓ ସମର୍ଥକଙ୍କ ସହ ହୋଲି ପାଳନ କରିଛନ୍ତି । ହୋଲି ଅବସରରେ ରାଜ୍ୟବାସୀଙ୍କୁ ମୁଖ୍ୟମନ୍ତ୍ରୀ ଶୁଭେଚ୍ଛା ଜଣାଇଥିବା ବେଳେ କେନ୍ଦ୍ରମନ୍ତ୍ରୀ…

ବଢ଼ିଲା ବିଆରଏସ ନେତ୍ରୀ ତଥା ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେସିଆରଙ୍କ ଝିଅ କବିତାଙ୍କ ସମସ୍ୟା । ମାର୍ଚ୍ଚ ୯ରେ ହାଜର…

କନକ ବ୍ୟୁରୋ : ତେଲେଙ୍ଗାନା ଯାଏଁ ଲମ୍ବିଛି ଦିଲ୍ଲୀ ଏକ୍ସସାଇଜ ପଲିସି ସ୍କାମ । ମାମଲାରେ ପୁଣି ଥରେ ଜେରା ହେବେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ଚନ୍ଦ୍ରଶେଖର ରାଓଙ୍କ ଝିଅ କେ. କବିତା । ମାର୍ଚ୍ଚ ୯ ତାରିଖରେ ହାଜର ହେବାକୁ ଇଡି ସମନ ପଠାଇଛି । ଦିଲ୍ଲୀ ମଦ ନୀତି ଦୁର୍ନୀତି ମାମଲାରେ ଇଡି…

ତ୍ରିପୁରାର ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେଲେ ମାଣିକ ସାହା । ନୂଆ ମନ୍ତ୍ରୀମଣ୍ଡଳରେ ୫ଜଣ ନୂଆ ଚେହେରାଙ୍କୁ ମିଳିଲା ମୌକା

କନକ ବ୍ୟୁରୋ : ପୁଣି ଥରେ ମାଣିକ ସାହାଙ୍କ ହାତକୁ ଆସିଲା ତ୍ରିପୁରା ଶାସନ । ୨ୟ ଥର ପାଇଁ ରାଜ୍ୟର ମୁଖ୍ୟମନ୍ତ୍ରୀ ହୋଇଛନ୍ତି ମାଣିକ ସାହ । ହୋଲି ମୌକାରେ ସେ ଶପଥ ପାଠ କରିଛନ୍ତି । ରାଜ୍ୟପାଳ ପଦ ଓ ଗୋପନୀୟତାର ସହ ନୂଆ ମୁଖ୍ୟମନ୍ତ୍ରୀଙ୍କ ଶପଥପାଠ କରାଇଛନ୍ତି । ମାଣିକ ସାହାଙ୍କ ସମେତ ୮ଜଣ…