ନବୀନ ନିବାସରେ ବଜେଟ୍ ପରବର୍ତ୍ତୀ ଆଲୋଚନା । ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ବିଜେଡି ବିଧାୟକ ।

151

କନକ ବ୍ୟୁରୋ: ନବୀନ ନିବାସରେ ବଜେଟ୍ ପରବର୍ତ୍ତୀ ଆଲୋଚନା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଭେଟି ବଜେଟ୍ ଉପସ୍ଥାପନ ପାଇଁ ଧନ୍ୟବାଦ ଜଣାଇଛନ୍ତି ବିଜେଡି ବିଧାୟକ । ବଜେଟକୁ କିପରି ପ୍ରତିଟି ବ୍ଲକର ଲୋକଙ୍କ ପାଖରେ ପହଞ୍ଚାଯିବ, ସେନେଇ ନବୀନ ନିବାସରେ ଆଲୋଚନା ହୋଇଥିବା କହିଛନ୍ତି ବିଜେଡି ସାଂସଦ ମାନସ ମଙ୍ଗରାଜ ଓ ବିଜେଡି ମୁଖପାତ୍ର ଲେନିନ୍ ମହାନ୍ତି । ତେବେ ବିଜେଡି ଏହି ବଜେଟକୁ ଐତିହାସିକ ଓ ଲୋକାଭିମୁଖୀ ବଜେଟ୍ ବୋଲି କହୁଛି ।