Daily Archives

February 24, 2023

ଜାତିସଂଘରେ ପାରିତ ହେଲା ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର ପ୍ରସ୍ତାବ।

କନକ ବ୍ୟୁରୋ: ଜାତିସଂଘରେ ଋଷ ବିରୋଧରେ ପ୍ରସ୍ତାବ ପାରିତ ହୋଇଛି । ୟୁକ୍ରେନରୁ ଋଷ ସେନା ପ୍ରତ୍ୟାହାର କରିବା ନେଇ ପାଶ୍ଚାତ୍ୟ ଦେଶଗୁଡିକ ଦେଇଥିବା ପ୍ରସ୍ତାବ ଜାତିସଂଘରେ ପାରିତ ହୋଇଛି । କିନ୍ତୁ ଏହି ପ୍ରସ୍ତାବରେ ଭାରତ ଭୋଟ ଦେବାରୁ ନିବୃତ୍ତ ରହିଛି । ମୋଟ ୧୪୧ ଜଣ ଏହି ପ୍ରସ୍ତାବ ସପକ୍ଷରେ…

ଆଦାନୀ-ହିଣ୍ଡେନବର୍ଗ ମାମଲା: ମିଡିଆ କଭରେଜ ଉପରେ ଲାଗିପାରିବ ନାହିଁ ପ୍ରତିବନ୍ଧକ।

କନକ ବ୍ୟୁରୋ: ଆଦାନୀ-ହିଣ୍ଡେନବର୍ଗ ମାମଲାରେ ମିଡିଆ କଭରେଜ ଉପରେ ଲାଗିପାରିବ ନାହିଁ ପ୍ରତିବନ୍ଧକ । ଏହି ମାମଲାରେ ରିପୋଟିଂ କରିବାରେ ଗଣମାଧ୍ୟମକୁ ବାଧାଦେବା ପାଇଁ ଆଗତ ଆବେଦନକୁ ଶୁକ୍ରବାର ଖାରଜ କରିଛନ୍ତି ସୁପ୍ରିମକୋର୍ଟ । ଭାରତର ପ୍ରଧାନବିଚାରପତି ଡିୱାଇ ଚନ୍ଦ୍ରଚୁଡ କହିଛନ୍ତି, ମିଡିଆ…

ମେଘାଳୟରେ ମୋଦୀଙ୍କ ପ୍ରଚାର, ନାଗାଲାଣ୍ଡରେ କଲେ ରୋଡ ଶୋ ।

କନକ ବ୍ୟୁରୋ: ମେଘାଳୟ ଓ ନାଗାଲାଣ୍ଡ ପାଇଁ ଆସନ୍ତାକାଲି ପ୍ରଚାରର ଶେଷ ଦିନ । ତେବେ ଶେଷ ଦିନ ପୂର୍ବରୁ ଏହି ଦୁଇ ନିର୍ବାଚନୀ ରାଜ୍ୟରେ ପହଞ୍ଚି ପ୍ରଚାର କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ପ୍ରଥମେ ନାଗାଲାଣ୍ଡର ଦିମାପୁରରେ ପହଞ୍ଚି ପ୍ରଚାର କରିଥିଲେ । ସେଠାରେ ପାରମ୍ପରିକ ବେଶରେ…

ଋଷ- ୟୁକ୍ରେନ ଯୁଦ୍ଧକୁ ପୁରିଲା ଏକ ବର୍ଷ। ପ୍ରଳୟ ଓ ଆତଙ୍କର ଭୟଙ୍କର ଚିତ୍ର ଦେଖିଲା ବିଶ୍ୱ।

କନକ ବ୍ୟୁରୋ: ଏକ ବର୍ଷ ତଳେ ଯେତେବେଳେ କିଭ୍ ଦଖଲ ଉଦ୍ଦେଶ୍ୟରେ ବାହାରିଥିଲେ ଶକ୍ତିଶାଳୀ ରୁଷିଆ ସେନା, ସେତେବେଳେ ଲାଗୁଥିଲା ଯେପରି କିଛି ଦିନ ଭିତରେ ଶେଷ ହୋଇଯିବ ଯୁଦ୍ଧ । ରୁଷିଆ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ୍ ମଧ୍ୟ ଭାବିଥିଲେ ସପ୍ତାହେ, ଦଶ ଦିନ ଭିତରେ ୟୁକ୍ରେନ୍କୁ ଦଖଲ କରିନେବେ ।…

ଜଣେ ଓଡିଆ ସୈନିକଙ୍କ କାହାଣୀ: ବର୍ଷେ କି ଦୁଇ ବର୍ଷ ନୁହେଁ ସାରା ଜୀବନ ବିତୁଛି ପାକିସ୍ତାନ ଜେଲରେ

କନକ ବ୍ୟୁରୋ: ପରଦାର କାହାଣୀ, ଯେତେବେଳେ ବାସ୍ତବ ଜୀବନରେ ପ୍ରତିଫଳିତ ହୁଏ, ତାହା ସମସ୍ତଙ୍କୁ ସ୍ତବ୍ଧ କରିଦିଏ । ଠିକ୍ ବଲିଉଡ୍ ଫିଲ୍ମ ବୀର ଜାରାର କାହାଣୀ ଭଳି ଜଣେ ଓଡ଼ିଆ ସୈନିକଙ୍କ ଜୀବନ, ପାକିସ୍ତାନ ଜେଲରେ ବିତୁଛି । ନାଁ ଆନନ୍ଦ ପତ୍ରୀ । ଘର ଭଦ୍ରକ । କିନ୍ତୁ ଏବେ ଆନନ୍ଦଙ୍କ ଠିକଣା…

ଅମୃତପାଲଙ୍କ ଆଗରେ ମୁଣ୍ଡ ନୁଆଁଇଲା ପୋଲିସ। ଜେଲରୁ ବାହାରିଲେ ଲଭପ୍ରୀତ ତୁଫାନ୍

କନକ ବ୍ୟୁରୋ: ଶେଷରେ ଖାଲିସ୍ତାନୀ ସମର୍ଥକ ଅମୃତପାଲ ସିଂହଙ୍କ ଆଗରେ ହାରମାନିଛି ପଞ୍ଜାବ ପୋଲିସ । ତାଙ୍କ ସହଯୋଗୀ ଲଭପ୍ରୀତ ତୁଫାନଙ୍କ ବିରୋଧରେ ଦାୟର ମାମଲା ପ୍ରତ୍ୟାହାର କରିବା ସହ ତାଙ୍କୁ ଜେଲରୁ ବାହାର କରିବାକୁ ଏକ ପ୍ରକାର ବାଧ୍ୟହୋଇଛି । ଏହାପରେ ପଞ୍ଜାବ ପୋଲିସର କାର୍ଯ୍ୟଶୈଳୀ ଉପରେ…