Daily Archives

February 7, 2023

ଥମୁନି ‘ଆଦାନୀ’ ସଙ୍କଟ ବିବାଦ । ଲଗାତାର ତୃତୀୟ ଦିନରେ ସଂସଦରେ ସରକାରଙ୍କୁ ଘେରିଲେ ବିରୋଧୀ

କନକ ବ୍ୟୁରୋ: ଶିଳ୍ପପତି ଗୌତମ ଆଦାନୀଙ୍କୁ ନେଇ ଉଠିଥିବା ବିବାଦ ଥମିବାର ନାଁ ନେଉଛି । ମଙ୍ଗଳବାର ଲଗାତାର ତୃତୀୟ ଦିନରେ ସଂସଦରେ ମୋଦୀ ସରକାରଙ୍କୁ ଘେରିଛନ୍ତି ବିରୋଧୀ । ଆଦାନୀଙ୍କ ପାଇଁ ୨୦୧୪ରେ ନରେନ୍ଦ୍ର ମୋଦୀ କ୍ଷମତା ଆସିଥିବା ଅଭିଯୋଗ ଆଣିଛନ୍ତି ରାହୁଲ ଗାନ୍ଧୀ । ବିମାନରେ ଆଦାନୀଙ୍କ…

ମନ୍ତ୍ରୀ ନବ ଦାସଙ୍କ ହତ୍ୟା ତଦନ୍ତରେ ପ୍ରଶ୍ନଚିହ୍ନ ଲଗାଇଲେ ବିରୋଧୀ: ପିତାମ୍ବର ଆଚାର୍ଯ୍ୟ କହିଲେ, ନିଜ ସଂସ୍ଥା ଉପରେ…

କନକ ବ୍ୟୁରୋ: ଗୋଟିଏ ପଟେ ପ୍ରୟାଗରାଜରେ ଦିବଗଂତ ମନ୍ତ୍ରୀ ନବ ଦାସଙ୍କ ଅସ୍ଥି ବିସର୍ଜନ କରିଛନ୍ତିି ପୁଅ ବିଶାଲ ଦାସ । ଆଉ ଏପଟେ ନବ ଦାସଙ୍କୁ କାହିଁକି ହତ୍ୟା କରାଗଲା? ହତ୍ୟାକାଣ୍ଡ ପଛର ରହସ୍ୟ କଣ? ଓ ତଦନ୍ତର ସ୍ୱଛତାକୁ ନେଇ ଜୋର ହୋଇଛି ରାଜନୈତିକ ବୟାନବାଜି । ଓଡିଶା ଗସ୍ତରେ ଆସିଥିବା…

୨୪ ଘଣ୍ଟା ଭିତରେ ପୁଣି ଥରିଲା ତୁର୍କୀ । ମୃତ୍ୟୁସଂଖ୍ୟା ୫ ହଜାର୍ ପାର୍ । ୧୫ ହଜାରରୁ ଅଧିକ ଲୋକ ଆହତ

କନକ ବ୍ୟୁରୋ: ୨୪ ଘଣ୍ଟା ଭିତରେ ପୁଣି ଥରିଲା ତୁର୍କୀ । ଭୂକମ୍ପର ତୀବ୍ରତା ୫.୬ ରହିଛି । ପ୍ରକୃତିର ଭୟଙ୍କର ତାଣ୍ଡବରେ ତୁର୍କୀ ଓ ସିରିଆରେ ମୃତ୍ୟୁ ସଂଖ୍ୟା ୫ ହଜାର ପାର କରିଛି । ୧୫ ହଜାରରୁ ଅଧିକ ଲୋକ ଆହତ ହୋଇଛନ୍ତି । ମୃତ୍ୟୁ ସଂଖ୍ୟା ୧୦ ହଜାର ପାର କରିବା ଆଶଙ୍କା କରାଯାଉଛି । ଭୂକମ୍ପ…

କାହିଁକି ମନ୍ତ୍ରୀଙ୍କୁ ଗୁଳି ମାରିଲା ଗୋପାଳ? ଏତେ ବଡ଼ ଅପରାଧ ପଛରେ କ’ଣ ରହିଛି କାରଣ?

କନକ ବ୍ୟୁରୋ: ମନ୍ତ୍ରୀ ନବ ଦାସଙ୍କୁ କେମିତି ଗୁଳି ମାରିଲା, ପୂରା ଘଟଣାକ୍ରମକୁ ଡେମୋ କରି ଦେଖାଇଛି ଅଭିଯୁକ୍ତ । କିନ୍ତୁ କାହିଁକି ଗୁଳି ମାରିଲା, ଏ ନେଇ ଚୁପ୍ ରହିଛି କ୍ରାଇମ୍ବ୍ରାଂଚ । ଦୁଇ ଦଫାରେ ରିମାଣ୍ଡରେ ନେଇ ତୁହାକୁ ତୁହା ଜେରା କରିବା ପରେ ବି କିଛି କହୁନାହାନ୍ତି ତଦନ୍ତକାରୀ…

ମନ୍ତ୍ରୀଙ୍କୁ କେମିତି ଗୁଳି ମାରିଥିଲା ଗୋପାଳ? ହାତରେ ବନ୍ଧୁକ ଧରି କ୍ରାଇମ୍ ସ୍ପଟରେ ଡେମୋ ଦେଖାଇଲା ଅଭିଯୁକ୍ତ

କନକ ବ୍ୟୁରୋ: ସେହି ଛାତିଥରା ଅପରାଧର ଡେମୋ, ଯାହା କେବଳ ଓଡ଼ିଶା ନୁହେଁ ସାରା ଦେଶକୁ ଚହଲାଇ ଦେଇଥିଲା । ଜାନୁଆରୀ ୨୯ ତାରିଖ ଦିନ କଣ ଘଟିଥିଲା, କେମିତି ମନ୍ତ୍ରୀ ନବ ଦାସଙ୍କ ଛାତିକୁ ଅତି ପାଖରୁ ଗୁଳି ମାରି କିପରି ଏପଟ ସେପଟ ପାର୍ କରି ଦେଇଥିଲା, ଡେମୋ କରି ପୂରା ଘଟଣାକ୍ରମକୁ ଦେଖାଇଛି…

ମଣିଷର ତୀର ମାଡ଼ରେ ବୁଲା ଷଣ୍ଢ ଗୁରୁତର: ବିଲର ଫସଲ ଖାଇଦେବାରୁ ଷଣ୍ଢକୁ ତୀରରେ ଆକ୍ରମଣ

କନକ ବ୍ୟୁରୋ: ନୃଶଂସ ମଣିଷର ନାରକୀୟ କାଣ୍ଡ । ବିଲର ଫସଲ ଖାଇଦେବାରୁ ନିରୀହ ଜୀବକୁ ତୀରରେ କଲା ଆକ୍ରମଣ । ମଣିଷର ତୀର ମାଡ଼ରେ ବୁଲା ଷଣ୍ଢ ଗୁରୁତର । କଷ୍ଟ ଯନ୍ତ୍ରଣାରେ ଛଟପଟ ହେଉଛି ନୀରିହ ଷଣ୍ଢ । ଆନନ୍ଦପୁର ଘଷିପୁରା ଥାନା ଅନ୍ତର୍ଗତ ପଦନପୁର ଗାଁରେ କିଛି ଗ୍ରାମବାସୀ ଷଣ୍ଢ ଦେହରେ ତୀର…