Daily Archives

January 15, 2023

ଶହେ ବର୍ଷରେ ପହଞ୍ଚିିଲେ ପୂର୍ବତନ ବିଧାୟକ ମକରଧ୍ୱଜ ପ୍ରଧାନ । ସ୍ୱାଧୀନତା ପରର ପ୍ରଥମ ସାଧାରଣ ନିର୍ବାଚନରେ ଜିତି…

କନକ ବ୍ୟୁରୋ: ମକରଧ୍ୱଜ ପ୍ରଧାନ, ବୟସ ୧୦୦ ବର୍ଷ । ଏ ଜଣେ ସାଧାରଣ ମଣିଷ ନୁହେଁ । ଦେଶର ପ୍ରଥମ ନିର୍ବାଚନ ଲଢିଥିବା ତଥା ଜିତିଥିବା ଜଣେ ପୂର୍ବତନ ବିଧାୟକ । ୧୯୫୨ ମସିହା ମାର୍ଚ୍ଚ ୨୭ରେ ସୋସିଆଲିଷ୍ଟ ପାର୍ଟିରୁ ଅବିଭକ୍ତ ସମ୍ବଲପୁର ଜିଲ୍ଲା ଅନ୍ତର୍ଗତ ଅମ୍ବାଭୋନା-ମୁରା ନିର୍ବାଚନମଣ୍ଡଳୀରୁ…

ଭାରତର ବିରାଟ ବିଜୟ। ଶ୍ରୀଲଙ୍କା ୩୧୭ ରନରେ ପରାସ୍ତ। 

କନକ ବ୍ୟୁରୋ: ତୃତୀୟ ଦିନିକିଆରେ ଭାରତର ବିରାଟ ବିଜୟ । ଭାରତ ଶ୍ରୀଲଙ୍କାକୁ ୩୧୭ ରନରେ ପରାସ୍ତ କରିଛି । ଏହି ବିଜୟ ସହ ଭାରତ ତିନିଟିକିଆ ସିରିଜରେ କ୍ଲିନ ସୁଇପ କରିଛି । ଶ୍ରୀଲଙ୍କାର ପୂରା ଟିମ୍ ୭୩ ରନରେ ଅଲଅ୍ଧମଙ୍କ ହୋଇଯାଇଥିଲା । ମହମ୍ମଦ ସିରାଜ ୪ଟି ସଫଳତା ପାଇଥିବା ବେଳେ ବିଜୟରେ…

ସମୟ ଗଡୁଛି, ରହସ୍ୟ ବଢୁଛି । କ୍ରିକେଟର ରାଜଶ୍ରୀ ମୃତ୍ୟୁ ମାମଲାରେ ସାମ୍ନାକୁ ଆସିଲା ନୂଆ ଦିଗ

କନକ ବ୍ୟୁରୋ: ମହିଳା କ୍ରିକେଟର ରାଜଶ୍ରୀ ସ୍ୱାଇଁଙ୍କ ରହସ୍ୟଜନକ ମୃତ୍ୟୁ ମାମଲାରେ ତିନି ଦିନ ପରେ ବି ପୁଲିସ ମୃତ୍ୟୁର କାରଣ ପାଖରେ ପହଞ୍ଚି ପାରିନାହିଁ । କଲ ଡିଟେଲ୍ସ ଯାଞ୍ଚ ସହ ସାଥୀ ଖେଳାଳିଙ୍କୁ ପୁଲିସ ପଚରାଉଚରା କରିଛି । ଆଉ ମୃତ୍ୟୁର କାରଣ ଜାଣିବାକୁ ଏବେ ପୋଷ୍ଟମର୍ଟମ ରିପୋର୍ଟକୁ…

ଅଖ୍ୟାତ ପଲ୍ଲୀରୁ ବିଖ୍ୟାତ ହୋଇଥିବା ଓଡ଼ିଆ ପୁଅଙ୍କୁ ନେଇ ବଢ଼ିଲା ଚର୍ଚ୍ଚା। ଅମିତ ରୋହିଦାସଙ୍କ ସଙ୍ଘର୍ଷମୟ ଯାତ୍ରା।

କନକ ବ୍ୟୁରୋ: ହାତରେ ନା ଥିଲା ଅତ୍ୟାଧୁନିକ ହକି ଷ୍ଟିକ୍, ନା ଥିଲା ଖେଳିବାକୁ ଆଷ୍ଟ୍ରୋଟର୍ଫ । ହାତତିଆରି କେନ୍ଦୁ ବାଡ଼ି, ବାଉଁଶଫାଳିଆରେ ଘର ଅଗଣା, ନହେଲେ ଗାଁ ପଡିଆରେ ହକିର କୌଶଳ ଶିଖିଥିଲେ ଅମିତ । କୌଶଳ ଶିଖାଇବାକୁ କେହି ନଥିଲେ । ଦେଖାଶିଖାରେ ପିଲାଦିନର ହକି ଅଭ୍ୟାସ ଆଗକୁ ବଢିଥିଲା…

ମାଗଣା ଚାଉଳ ପରେ ଆରମ୍ଭ ହେଲା ଘର ପାଇଁ କଳି । ପୁଣି ମିଳିବ ପ୍ରଧାନମନ୍ତ୍ରୀ ଆବାସ ଘର । ଜାନୁଆରୀ ୧୬ରୁ ୨୪ ମଧ୍ୟରେ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ପୁଣି ଘର ପାଇବେ ହିତାଧିକାରୀ । ଏଥିପାଇଁ ଯୋଗ୍ୟ ତାଲିକା ଆସନ୍ତା ୧୬ରୁ ୨୪ ତାରିଖ ଯାଏଁ ପ୍ରଦର୍ଶିତ ହେବ । ପ୍ରତ୍ୟେକ ହିତାଧିକାରୀଙ୍କ ଘର ଆଗରେ ପ୍ରଧାନମନ୍ତ୍ରୀ ଆବାସ ଯୋଜନାର ଲୋଗୋ ରହିବ । କିନ୍ତୁ ବିଜୁ ପକ୍କାଘରର ଲୋଗୋ ରହିବ କି ନାହିଁ,…

ସିଂହନାଥ ପୀଠ ପରେ ପୁରୀରେ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଯାଉଥିବା ବେଳେ ଠେଲାପେଲା। ବ୍ୟାରିକେଡ୍ ଭିତରେ ଅଣନିଶ୍ୱାସୀ ହୋଇ…

କନକ ବ୍ୟୁରୋ: ଦୁଇ ଦିନ ଭିତରେ ରାଜ୍ୟରେ ଦୁଇ ଦୁଇଟି ଦଳାଚକଟା ଘଟଣା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ହୋଇଛି । ସିଂହନାଥ ପୀଠ ଖବର ସାରାଦେଶରେ ଚର୍ଚ୍ଚାର ପ୍ରସଙ୍ଗ ପାଲଟିଥିବାବେଳେ, ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ପାଇଁ ଯାଉଥିବାବେଳେ ବ୍ୟାରିକେଡ ଭିତରେ ଠେଲାପେଲା ଓ ଅଣନିଶ୍ୱାସୀ ହୋଇ…