Daily Archives

January 15, 2023

ନେପାଳରେ ବଡ ବିମାନ ଦୁର୍ଘଟଣା। ଜଳିଗଲା ବିମାନ, ୭୨ ମୃତ।

କନକ ବ୍ୟୁରୋ: ନେପାଳରେ ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ଦେଖିବାକୁ ମିଳିଥିଲା ଭୟଙ୍କର ଦୃଶ୍ୟ । ବିମାନ ଦୁର୍ଘଟଣାଗ୍ରସ୍ତ ହେବା ପରେ ତଳକୁ ଖସି ପଡିବା ସହ ସମ୍ପୂର୍ଣ୍ଣ ଜଳିଯାଇଥିଲା । ହୁତୁ ହୁତୁ ହୋଇ ଜଳିଯାଇଥିଲା ବିମାନ । ବିମାନ ଜଳିବାବେଳେ ଆକାଶ ଧୁଆଁମୟ ହୋଇଯାଇଥିଲା । କେହି କିଛି…

ଶୀତ ଦିନରେ ବି ଗାଁରେ ପିଇବା ପାଣି ସମସ୍ୟା । ଅଚଳ ଷ୍ଟାଣ୍ଡ ପୋଷ୍ଟ , ପୋତି ହୋଇଗଲାଣି ପାଣି ପାଇପ୍

କନକ ବ୍ୟୁରୋ: ଶୀତ ଦିନରେ ବି ଗାଁରେ ପିଇବା ପାଣିର ସମସ୍ୟା । ଗାଁ ସାରା ପାଇପ୍ ବିଛାଯାଇଛି । ନିର୍ଦ୍ଦିଷ୍ଟ ଦୂରତାରେ ରହିଛି ପ୍ରକଳ୍ପର ଷ୍ଟାଂଡ ପୋଷ୍ଟ ସବୁ । ତା ସହିତ ଗାଁରେ ପାଣି ଯୋଗାଇବାକୁ ତିଆରି ହୋଇଛି ଓଭର ହେଡ ଟ୍ୟାଙ୍କ । ହେଲେ ଏସବୁ କାମରେ ନଲାଗି ଅଦରକାରୀ ହୋଇପଡ଼ିଛି । ଦୀର୍ଘ…

୧୬ ବର୍ଷ ପୂର୍ବେ ବିମାନ ଦୁର୍ଘଟଣାରେ ସ୍ୱାମୀଙ୍କୁ ହରାଇଥିଲେ ଅଞ୍ଜୁ, ଆଜି ସମାପ୍ତ ହୋଇଗଲା କୋ-ପାଇଲଟ ଅଞ୍ଜୁଙ୍କ…

କନକ ବ୍ୟୁରୋ : ରବିବାର ଦିନ ନେପାଳରେ ହୋଇଛି ମର୍ମନ୍ତୁଦ ବିମାନ ଦୁର୍ଘଟଣଶ । ଲ୍ୟାଣ୍ଡିଂ କରିବା ପୂର୍ବରୁ ବିମାନଟି ଦୁର୍ଘଟଣାରେ ଶିକାର ହେବାରୁ ୬୮ଜଣ ଯାତ୍ରୀଙ୍କ ସହ ୪ ଜଣ କ୍ୟୁ ମେମ୍ବରଙ୍କର ଜୀବନ ଯାଇଛି । ଦୁର୍ଘଟଣାଗସ୍ତ ବିମାନରେ କୋ-ପାଇଲଟ ଥିବା ଅଞ୍ଜୁ ଖତିବାଡା ଏହି ବିମାନରେ କୋ…

ଥମୁନି ଦାଦନ ଦୁଃଖ । ଗାଁରେ ମିଳୁନି କାମ ଧନ୍ଦା । ନବରଙ୍ଗପୁର ଉଦୟପୁର ଗାଁ ହୋଇପଡ଼ିଛି ପୁରୁଷ ଶୂନ୍ୟ ।

କନକ ବ୍ୟୁରୋ: ପେଟ ପାଟଣା ପାଇଁ ଅହରହ ଚିନ୍ତା । ପରିବାର ପୋଷିବାକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି ଘର ମୁରବୀ । ଆଉ ଘରେ ରହିଯାଉଛନ୍ତି ମହିଳା ଓ ଶିଶୁ । ଦାନ ପାଇଁ ପ୍ରତି ପରିବାରରୁ ଲୋକେ ବାହାରକୁ ଚାଲିଯାଉଥିବା ବେଳେ ଗାଁ ହୋଇପଡ଼ିଛି ପୁରୁଷ ଶୂନ୍ୟ । ନବରଙ୍ଗପୁର ତେନ୍ତୁଳିଖୁଂଟି ବ୍ଲକର…

ଗାଁରେ ୬୦ ଫୁଟର ତୁଳସୀ ଗଛ । ସାଲେପୁର ଚିତ୍ରୋତ୍ପଳା ନଦୀ ପଠାରେ ପୂଜା ପାଉଛି ସତ୍ୟ ଯୁଗର ଗୁପ୍ତ ତୁଳସୀ ।

କନକ ବ୍ୟୁରୋ: ପତ୍ର ଅବିକଳ ତୁଳସୀ ଭଳି । ସାଲେପୁର ଚିତ୍ରୋତ୍ପଳା ନଦୀ ପଠାରେ ରହିଛି ଏକ ୬୦ ଫୁଟର ତୁଳସୀ ଗଛ । କୁହାଯାଉଛି ଏହି ଗଛ ହେଉଛି ସତ୍ୟ ଯୁଗର । ଯାହାକି ଗଙ୍ଗା ତୁଳସୀ ବା ଗୁପ୍ତ ତୁଳସୀ ନାଁରେ ଜଣାଶୁଣା । ଏହାର ଉଚ୍ଚତା ୬୦ଫୁଟ ଓ ଗୋଲେଇ ୧୦ଫୁଟରୁ ଅଧିକ ରହିଛି । ସବୁଠାରୁ…

ଥମୁନି ଦାଦନ ଦୁଃଖ । ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡିଛନ୍ତି ୫ ଶ୍ରମିକ ।

କନକ ବ୍ୟୁରୋ: ଥମୁନି ଦାଦନ ଦୁଃଖ । ପେଟ ପାଟଣା ପାଇଁ ଦାଦନ ଖଟିବାକୁ ବାହାର ରାଜ୍ୟକୁ ଯାଇ ବନ୍ଧା ପଡିଛନ୍ତି ୫ ଶ୍ରମିକ । ଏମାନେ ସମସ୍ତେ କଳାହାଣ୍ଡି ଜୁନାଗଡ ବାନ୍ଧନପଲର । ଟଙ୍କା ଲୋଭ ଦେଖାଇ ଏମାନଙ୍କୁ ବାହାର ରାଜ୍ୟକୁ ନେଇ ଚାଲିଯାଇଥିଲା ଦଲାଲ । ହେଲେ ସେମାନଙ୍କୁ ଟଙ୍କା ନଦେଇ ଅକଥନୀୟ…