Daily Archives

January 12, 2023

ମୁଣ୍ଡ ଗୁଞ୍ଜିବାକୁ ଘର ନାହିଁ, ଖାଇବାକୁ ଖାଦ୍ୟ ନାହିଁ… ଏମିତି ବିତୁଛି ଅସହାୟ ପରିବାର ଦିନ 

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ବିତୁଛି ବୃଦ୍ଧା ମହିଳାଙ୍କ ଜୀବନ । ନା ରହିବାକୁ ଘର ଖଣ୍ଡିଏ ଅଛି ନା ଖାଇବାକୁ ଦାନା । ଆମେ କହୁଛୁ କେନ୍ଦ୍ରାପଡ଼ା ମାର୍ଶାଘାଇ ବ୍ଲକ ଶିଳୁପୁର ସଂଗ୍ରାମପୁର ଶାସନ ଗାଁରେ ରହୁଥିବା ହରିପ୍ରିୟା ମାଉସୀଙ୍କ ସଂଘର୍ଷର କଥା । ଏହି ନୂଆଣିଆ ଚାଳ ଛପରେ ଘରେ…

ମକର ସଂକ୍ରାନ୍ତି ପାଇଁ ମୟୂରଭଞ୍ଜରେ ଗାଁଠୁ ସହର ସବୁଠି ଚଳଚଞ୍ଚଳ: ନୂଆ ଲୁଗା, ନୂଆ ହାଣ୍ଡି ଓ ଘରକରଣା ସାମଗ୍ରୀ…

କନକ ବ୍ୟୁରୋ: ମକର ସଂକ୍ରାନ୍ତି ପାଇଁ ଚଳଚଂଚଳ ମୟୂରଭଂଜ ସହର । ଆଉ ମାତ୍ର ଦିନକ ପରେ ମକର ସଂକ୍ରାନ୍ତି । ଏଥିପାଇଁ ସମସ୍ତେ ଉତ୍ସାହିତ ଥିବା ବେଳେ ପ୍ରସ୍ତୁତି ଆରମ୍ଭ ହେଇଯାଇଛି । ନୂଆ ଲୁଗା, ନୂଆ ହାଣ୍ଡି ଓ ଘର କରଣା ସାମଗ୍ରୀ ପାଇଁ ହାଟ ବଜାରରେ ଭିଡ଼ ଦେଖିବାକୁ ମିଳିଲାଣି । ଘରେ ଘରେ…

୫କୋଟି ଟଙ୍କା ବ୍ୟୟରେ ନିର୍ମାଣ ହୋଇଛି ରାସ୍ତା: ହେଲେ ହାତରେ ଖୋଳିଦେଲେ ଉଠିଯାଉଛି ପିଚୁ

କନକ ବ୍ୟୁରୋ: ଲୋକଙ୍କ ଗମନାଗମନରେ ସୁବିଧା କରିବା ପାଇଁ ରାସ୍ତା କାମରେ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଠିକାଦାର ଏବଂ ବିଭାଗୀୟ ଅଧିକାରୀଙ୍କ ମଧୁଚନ୍ଦ୍ରିକାରେ ରାସ୍ତାରେ କାମରେ ହେଉଛି ମହଘୋଟାଲା । ହାତ ମାରିଦେଲେ ଉଠିଯାଉଛି ପିଚୁ । ନିମ୍ନମାନର ରାସ୍ତାକାମ କରି…

ପ୍ରଜନନ ରୁତୁରେ ଅଲିଭ ରିଡଲେଙ୍କ ପ୍ରଥମ ଅଣ୍ଡାଦାନ: ଚଳିତ ବର୍ଷ ନିର୍ଦ୍ଧାରିତ ସମୟ ପୂର୍ବରୁ ଆଗୁଆ ଅଣ୍ଡାଦାନ କରିଛନ୍ତି…

କନକ ବ୍ୟୁରୋ: ଏବେ ଅଲିଭ ରିଡଲେ କଇଁଛଙ୍କ ପ୍ରଜନନ ରୁତୁ ଚାଲିଛି । ଏଥିପାଇଁ କଇଁଛ ଆସୁଥିବା ଅଂଚଳରେ କଟକଣା ଜାରି ରହିଛି । ତେବେ ଚଳିତ ବର୍ଷ ଅସ୍ତରଙ୍ଗ ବନାଂଚଳ ଡାଳୁଅକଣି ଅଲିଭରିଡଲେ କଇଁଛ ପ୍ରଜନନ କେନ୍ଦ୍ରରେ ପ୍ରଥମ ଅଣ୍ଡାଦାନ ଆରମ୍ଭ ହୋଇଛି । ଡାଳୁଅକଳି କଇଁଛ ପ୍ରଜନନ କେନ୍ଦ୍ର ଠାରୁ…

ରେଙ୍ଗାଳି ପ୍ରକଳ୍ପ ମହାବିଦ୍ୟାଳୟରେ ପାଠପଢ଼ାରେ ଅବ୍ୟବସ୍ଥା: ଅତିଥି ଅଧ୍ୟାପକରେ ଚାଲିଛି ପାଠପଢ଼ା

କନକ ବ୍ୟୁରୋ: ବିନା ଅଧ୍ୟାପକରେ ଚାଲିଛି ପାଠପଢ଼ା । ଅନୁଗୁଳ ରେଙ୍ଗାଳି ପ୍ରକଳ୍ପ ଯୁକ୍ତ ଦୁଇ ମହାବିଦ୍ୟାଳୟରେ ଗୋଟିଏ ଶ୍ରଣୀ ଗୃହରେ ବିଜ୍ଞାନ ଓ କଳା ଛାତ୍ରଛାତ୍ରୀ ପାଠପଢ଼ୁଥିବା ବେଳେ ସବୁ ବିଭାଗରେ ପଡ଼ିଛି ତାଲା । ପ୍ରଶାସନର ଆନ୍ତରିକତା ଅଭାବରୁ ପାଳଲହଡା ନିର୍ବାଚନ ମଣ୍ଡଳୀ କଣିହାଁ ବ୍ଲକର…

ଦିଲ୍ଲୀ ହାଇକୋର୍ଟଙ୍କ ରାୟ, ସମସ୍ତ କେନ୍ଦ୍ରୀୟ ସୁରକ୍ଷାବଳର କର୍ମଚାରୀଙ୍କୁ ମିଳିବ ପୁରୁଣା ପେନସନର ଲାଭ

କନକ ବ୍ୟୁରୋ : କେନ୍ଦ୍ରୀୟ ସୁରକ୍ଷାବଳର ସମସ୍ତ କର୍ମଚାରୀଙ୍କୁ ମିଳିବ ପୁରୁଣା ପେନସନର ଲାଭ । ଦିଲ୍ଲୀ ହାଇକୋର୍ଟଙ୍କ ତରଫରୁ ଏନେଇ ଆଦେଶ ଜାରି କରାଯାଇ କେନ୍ଦ୍ର ସରକାରଙ୍କୁ କୁହାଯାଇଛି କି, ୮ ସପ୍ତାହ ମଧ୍ୟରେ ଏନେଇ ଜରୁରୀ ନିର୍ଦ୍ଦେଶ ଜାରି କରାଯାଉ । ଦିଲ୍ଲୀ ହାଇକୋର୍ଟରେ ଏନେଇ ଦାଖଲ…