Daily Archives

January 12, 2023

କେନ୍ଦ୍ର ଦେଉଥିବା ମାଗଣା ଚାଉଳ ଯୋଜନାର ନାଁ ବଦଳିଲା । ଅତନୁ କହିଲେ, ଯୋଜନାର ପରିବର୍ତ୍ତନ କଲେ ସମସ୍ୟା ତୁଟେନି କି…

କନକ ବ୍ୟୁରୋ : ଚାଉଳ ଓ ଗହମ ଦେବା ସମୟରେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଏନଏଫଏସଏ ଲେଖାଥିବା ପ୍ରିଂଟ ଲୋକଙ୍କୁ ଦେବାକୁ ପଡ଼ିବ । ଏହାସହ ଏହି ଚାଉଳ ଓ ଗହମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଉଛି ବୋଲି ଏଥିରେ ଦର୍ଶାଇବାକୁ ପଡ଼ିବ । ଜାତୀୟ ଖାଦ୍ୟ ସୁରକ୍ଷା ଯାଜନା ପାଇଁ ଅଲଗା…

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ ତ୍ରୁଟି । ସୁରକ୍ଷାବଳୟ ଭେଦ କରି ମୋଦୀଙ୍କ ନିକଟରେ ପହଞ୍ଚିଗଲେ ଯୁବକ

କନକ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ହୁବଳୀ ଠାରେ ଆୟୋଜିତ ହେଉଥିବା ରାଷ୍ଟ୍ରୀୟ ଯୁବା ଉତ୍ସବକୁ ଆଜି ଉଦଘାଟନ କରିବେ । ଏହା ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦୀ ଏକ ରୋଡ ଶୋରେ ଭାଗ ନେଇଥିଲେ । ହେଲେ ରୋଡ ଶୋ ଚାଲିଥିବା ବେଳେ ତ୍ରିସ୍ତରୀୟ ସୁରକ୍ଷା ବଳୟକୁ ଭେଦକରି ଜଣେ ଯୁବକ ହଠାତ…

ଦ୍ୱିତୀୟ ଦିନିକିଆ: ୨୧୫ ରନରେ ଶ୍ରୀଲଙ୍କା ଅଲଆଉଟ: ଭାରତ ଆଗରେ ୨୧୬ ରନର ବିଜୟ ଲକ୍ଷ୍ୟ

କନକ ବ୍ୟୁରୋ: ଆଜି ଭାରତ-ଶ୍ରୀଲଙ୍କା ଦ୍ୱିତୀୟ ଦିନିକିଆ ମ୍ୟାଚ ଅନୁଷ୍ଠିତ ହେଉଛି । ଏହି ମ୍ୟାଚରେ ଭାରତ ପ୍ରଥମେ ବୋଲିଂ କରି ଶ୍ରୀଲଙ୍କା ଦଳକୁ ୨୧୫ ରନରେ ଅଲଆଉଟ କରିଦେଇଛି । ଫଳରେ ଭାରତ ଆଗରେ ଏବେ ୨୧୬ ରନର ବିଜୟ ଲକ୍ଷ୍ୟ ରହିଛି । ଏହି ମ୍ୟାଚରେ ଭାରତ ପକ୍ଷରୁ ମହମ୍ମଦ ସିରାଜ ଓ କୁଲଦୀପ…

ଜୋଶୀମଠର ବର୍ତମାନ ସ୍ଥିତି ଉପରେ ସମୀକ୍ଷା କଲେ କେନ୍ଦ୍ର ଗୃହମନ୍ତ୍ରୀ, ବୈଠକରେ ଅମିତ ଶାହାଙ୍କ ସହ ସାମିଲ ହେଲେ ୫…

କନକ ବ୍ୟୁରୋ : ଉତ୍ତରାଖଣ୍ଡର ଜୋଶୀମଠରେ ମାଟି ଅତଡା ଖସିବା କାରଣରୁ ସମ୍ପୂର୍ଣ୍ଣ ଅଞ୍ଚଳ ଏବେ ବିପଦପୂର୍ଣ୍ଣ ଅବସ୍ଥାରେ ରହିଛି । ଏହାକୁ ନଜରରେ ରଖି ରାଜ୍ୟ ସରକାର ସେଠିକାର ବାସିନ୍ଦାଙ୍କୁ ସ୍ତାନାନ୍ତର କରିବାରେ ଲାଗିଛନ୍ତି । ଏହାରି ମଧ୍ୟରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଜୋଶୀମଠର…

ଚାଉଳ ବଣ୍ଟନ ବେଳେ ହିତାଧିକାରୀଙ୍କୁ ମିଳିବ ରସିଦ । ଅପରାଜିତା କହିଲେ, ମୋଦୀ ଚାଉଳ ଦେଉଛନ୍ତି ବୋଲି ଲୋକ ଜାଣନ୍ତୁ ।

କନକ ବ୍ୟୁରୋ : ଚାଉଳକୁ ନେଇ ରାଜନୀତି ଜାରି ରହିଥିବା ବେଳେ ବଡ଼ ନିଷ୍ପତି ନେଇଛନ୍ତି ମୋଦୀ ସରକାର । ଚାଉଳ ଓ ଗହମ ଦେବା ସମୟରେ ନ୍ୟାସନାଲ ଫୁଡ ସିକ୍ୟୁରିଟି ଆକ୍ଟ ବା ଏନଏଫଏସଏ ଲେଖାଥିବା ପ୍ରିଂଟ ଲୋକଙ୍କୁ ଦେବାକୁ ପଡ଼ିବ । ଏହାସହ ଏହି ଚାଉଳ ଓ ଗହମ କେନ୍ଦ୍ର ସରକାରଙ୍କ ପକ୍ଷରୁ ଯୋଗାଇ…

ଏଇଠୁ ବାହାରିବେ କର୍ଣ୍ଣ, ଅର୍ଜୁନ: ମାଗଣାରେ ପିଲାଙ୍କୁ ତିରନ୍ଦାଜୀ ଶିଖାଉଛନ୍ତି କଳିଯୁଗର ଦ୍ରୋଣାଚାର୍ଯ୍ୟ

କନକ ବ୍ୟୁରୋ: ସେ ହେଉଛନ୍ତି ଏ ଯୁଗର ଦ୍ରୋଣାଚାର୍ଯ୍ୟ । ନିଜେ ପୂରଣ କରିପାରିନଥିବା ସ୍ୱପ୍ନକୁ ସେ ଏହି ଛୋଟ ଛୋଟ ପିଲାଙ୍କ ଆଖିରେ ଦେଖୁଛନ୍ତି । ଆଉ ମାଗଣାରେ ଗ୍ରାମାଞ୍ଚଳର ପିଲାମାନଙ୍କୁ ଦେଉଛନ୍ତି ତୀରନ୍ଦାଜୀ ଶିକ୍ଷା । ତାଙ୍କ ଆଖିରେ ସେ ଦେଖୁଛନ୍ତି ପଦକ ଜିତିବାର ସ୍ୱପ୍ନ । ଆଉ ଏହିଠାରୁ…