Monthly Archives

December 2022

ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା: ମହାବଳ ବାଘ ଛାଲ ବିକ୍ରି ଡିଲ୍ ବେଳେ ମାଡ଼ି ବସିଲା ପୋଲିସ, ଜଣେ ଗିରଫ

କନକ ବ୍ୟୁରୋ: ନବରଙ୍ଗପୁର ପୋଲିସକୁ ମିଳିଲା ସଫଳତା । ମୁଲଚାଲ କରୁଥିବା ବେଳେ ମହାବଳ ବାଘ ଛାଲ ସହ ଜଣେ ଗିରଫ । ବିଶେଷ ସ୍ୱତ୍ରରୁ ଖବର ପାଇଁ ନବରଙ୍ଗପୁର ଏସପି ପାପଡ଼ାହାଣ୍ଡି ସବଇନ୍ସପେକ୍ଟର ଶିବାଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟିମ୍ ମୃଗ ବିହାର ନିକଟରେ ଚଢ଼ାଉ କରୁଥିଲା । ଏହି…

ନୂଆବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ପୁର୍ନଗଠିତ ହେଲା ବିଜେଡିର ମିଡ଼ିଆ ଟିମ୍, ଜାଣନ୍ତୁ କାହାକୁ…

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଦଳୀୟ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେଡି । ମିଡ଼ିଆ ଟିମର ପୁର୍ନଗଠନ କରିଛି ବିଜେଡି । ଲେନିନ୍ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ଓ ମଧୁସ୍ମିତା ନାୟକଙ୍କୁ ଗଣମାଧ୍ୟମ ସହ ସଂଯୋଜକ ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ୫ ଜଣଙ୍କୁ ଜାତୀୟ ମୁଖପାତ୍ର…

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୬ ମହାରଥୀ । ଜନତାଙ୍କ ପାଇଁ ବନାଉଛନ୍ତି ବଜେଟ୍

କନକ ବ୍ୟୁରୋ: ୨୦୨୩ ଫେବ୍ରୁଆରୀ ପହିଲାରେ ଦେଶ ପାଇଁ ବଜେଟ୍ ଆଣିବେ କେନ୍ଦ୍ର ସରକାର । ଏହା ହେବ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କରୋନା ମହାମାରୀ ପରେ ବିପର୍ଯ୍ୟୟର ସାମନା କରିଥିବା ବିଶ୍ୱ ଅର୍ଥନୀତିରେ ଭାରତ ସବୁ ଦେଶ…

ଜାନୁୟାରୀ ୧ ତାରିଖରେ ଜୀ-ସାର୍ଥକରେ ଦେଖନ୍ତୁ ‘ସାରେଗାମାପା’ର ନନ-ଷ୍ଟପ ମନୋରଞ୍ଜନ ଫିନାଲେ

କନକ ବ୍ୟୁରୋ: ଜୀ-ସାର୍ଥକ ପ୍ରସ୍ତୁତ "ସାରେଗାମାପା" ରିୟାଲିଟି ଶୋ' ର କିଏ ହେବ ବିଜେତା? ଜାଣିବା ସହିତ ବଛା ବଛା ଟପ୍ ଫାଇନାଲିଷ୍ଟ ସିଙ୍ଗରଙ୍କ ସହିତ ୨୪ ଜଣ ସୁପରଷ୍ଟାରଙ୍କୁ ନେଇ ଜାନୁଆରୀ ୧ ତାରିଖ ସନ୍ଧ୍ୟା ୬ ଟାରୁ ରାତି ୧୦ ଟା ଯାଏଁ ଚାରି ଘଣ୍ଟା ଧରି ହେବ ନନଷ୍ଟପ ମନୋରଞ୍ଜନ ।…

ନିଦ ପାଇଁ ନୁହେଁ ବରଂ ଏହି କାରଣରୁ ହୋଇଥିଲା ଋଷଭଙ୍କ କାର ଦୁର୍ଘଟଣା! ହସ୍ପିଟାଲ ବେଡରେ ଦୁର୍ଘଟଣାର କାରଣ କହିଲେ ପନ୍ତ…

କନକ ବ୍ୟୁରୋ : ଭାରତୀୟ ବ୍ୟାଟର ଋଷଭ ପନ୍ତଙ୍କ ଗାଡି ଦୁର୍ଘଟଣା ହେବା ପରେ ତୁରନ୍ତ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଏପରିକି ପାହାନ୍ତିଆ ପ୍ରହରରୁ ଟିକିଏ ଆଖି ଲାଖି ଯିବାରୁ ଋଷଭଙ୍କ ଗାଡି ଡିଭାଇଡରରେ ପିଟି ହୋଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା କୁହାଯାଉଥିଲା । କିନ୍ତୁ ଏବେ ଋଷଭଙ୍କ…

ବିଶ୍ୱକୁ ଛୁଇଁଲା ନୂତନ ବର୍ଷର ପ୍ରଥମ ସୂର୍ଯ୍ୟ, ଓସେନିଆରେ ପ୍ରଥମେ ପାଳନ ହେଲା ନୂଆବର୍ଷ

କନକ ବ୍ୟୁରୋ : ନୂଆବର୍ଷ ପାଇଁ ସାରା ବିଶ୍ୱ ହୋଇଛି ଉତ୍ସବ ମୁଖର । କିଛି ଘଣ୍ଟା ପରେ ୨୦୨୨କୁ ବିଦାୟ ଦେଇ ୨୦୨୩କୁ ସ୍ୱାଗତ କରାଯିବ । ଆଜି ରାତି ୧୨ ଟାରୁ ସାରା ବିଶ୍ୱରେ ନୂଆ ବର୍ଷକୁ ସ୍ୱାଗତ କରାଯିବ । ହେଲେ ଆଶ୍ଚର୍ଯ୍ୟର କଥା କି ବିଶ୍ୱର ପ୍ରତିଟି ଦେଶରେ ନୂଆ ବର୍ଷ ପାଳନ କରିବାର ସମୟ…