Daily Archives

November 6, 2022

କେନ୍ଦ୍ରାପଡ଼ା ଜିଲ୍ଲା ସଚ୍ଚି ମଠ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ବନ୍ଧ। ଲୁଣା ନଦୀବନ୍ଧରେ ସୃଷ୍ଟି ହେଲା ୩୦୦ ଫୁଟର…

କନକ ବ୍ୟୁରୋ: ଫାଟିଲା ଲୁଣା ନଦୀବନ୍ଧ । ୩ଶହ ଫୁଟ ପର୍ଯ୍ୟନ୍ତ ନଦୀବନ୍ଧ ଫାଟିଛି । କେନ୍ଦ୍ରାପଡ଼ା ଜିଲ୍ଲା ମାର୍ଶାଘାଇ ବ୍ଲକ ପକ୍ଷୋଟ ଗାଁ ସଚ୍ଚି ମଠ ନିକଟରେ ବିପଦ ସଙ୍କୁଳ ଅବସ୍ଥାରେ ଲୁଣା ନଦୀବନ୍ଧ । ନଦୀବନ୍ଧର ଅବସ୍ଥା ଦେଖି ଲୋକେ ଭୟଭୀତ ଅଛନ୍ତି । ଏହି ରାସ୍ତା ଉପରେ ନିର୍ଭର କରୁଥିବା…

ପାରାଦୀପରେ କଳିଙ୍ଗ ବାଲିଯାତ୍ରା ପାଇଁ ପ୍ରସ୍ତୁତି ଶେଷ। ଏବେ ଠାରୁ ଆରମ୍ଭ ହୋଇଗଲାଣି ଗହଳଚହଳ।

କନକ ବ୍ୟୁରୋ: ଦୁଇବର୍ଷ ପରେ ଚଳିତ ବର୍ଷ କରୋନା କଟକଣା ମୁକ୍ତିରେ ପର୍ବପର୍ବାଣୀ ପାଳନ ହୋଇଛି  । ଆଗକୁ ବାଲିଯାତ୍ରା ଆସୁଛି । ଦୁଇ ବର୍ଷ ପରେ ପୁଣି ବନ୍ଦର ନଗରୀ ପାରାଦୀପ ସମୁଦ୍ରକୂଳରେ ଜମିବ ଯାତ୍ରା । ଲାଗିବ ଗହଳି ଖୋଲିବ ଭଳିକି ଭଳି ଦୋକାନ । ଜଗତସିଂହପୁର ଜିଲ୍ଲା ପାରାଦୀପର ପ୍ରସିଦ୍ଧ…

ଅବହେଳିତ ଅବସ୍ଥାରେ ଯାଜପୁରର ବଳରାମପୁରଗଡ। ପର୍ଯ୍ୟଟନ ବିଭାଗ ସହଯୋଗର ହାତ ବଢାଇବାକୁ ଦାବି।

କନକ ବ୍ୟୁରୋ: ଅବହେଳିତ ଅବସ୍ଥାରେ ଯାଜପୁର ଜିଲ୍ଳା ଧର୍ମଶାଳା ବ୍ଲକର ପର୍ଯ୍ୟଟନସ୍ଥଳୀ ବଳରାମପୁରଗଡ । ଚାରିଆଡେ ସବୁଜ ଜଙ୍ଗଲ ସାଙ୍ଗକୁ ପାହାଡ କଡରେ ଗଡକୁ ଲମ୍ବିଥିବା ଅଙ୍କାବଙ୍କା ରାସ୍ତା ଯେକେହି ଲୋକଙ୍କୁ ଆକୃଷ୍ଟ କରିବ । ପାହାଡ ଉପରେ ଅବସ୍ଥିତ ବଳରାମପୁରଗଡରେ ରହିଛି ସୂର୍ଯ୍ୟବଂଶୀ…

ପୁଣି ଗୁଲାମନବୀ ଆଜାଦଙ୍କ କଂଗ୍ରେସ ପ୍ରେମ । କହିଲେ, ହିମାଚଳ ଓ ଗୁଜରାଟରେ କଂଗ୍ରେସର ବିଜୟ ହେଉ

କନକ ବ୍ୟୁରୋ : ଗୁଜରାଟ ଓ ହିମାଚଳ ପ୍ରଦେଶରେ ଅନୁଷ୍ଠିତ ହେବାକୁ ଯାଉଛି ବିଧାନସଭା ନିର୍ବାଚନ । ଏହି ନିର୍ବାଚନକୁ ନେଇ ରାଜନୈତିକ ଚର୍ଚ୍ଚା ଜୋର ଧରିଥିବା ବେଳେ କଂଗ୍ରେସ ଛାଡିଥିବା ପୂର୍ବତନ କଂଗ୍ରେସ ନେତା ଗୁଲାମନବୀ ଆଜାଦଙ୍କର ପୁଣି କଂଗ୍ରେସ ପ୍ରେମ ଦେଖିବାକୁ ମିଳିଛି । ଗୋଟିଏ ପଟେ ସେ…

ଡ଼ାକ୍ତରଙ୍କ ବିରୋଧରେ ଯୁବତୀଙ୍କ ଅସଦାଚରଣ ଅଭିଯୋଗ। ନବରଙ୍ଗପୁର ଥାନାରେ ଅଭିଯୋଗ କଲେ ଯୁବତୀ।

କନକ ବ୍ୟୁରୋ: ଡ଼ାକ୍ତରଙ୍କ ବିରୋଧରେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗ । ନବରଙ୍ଗପୁର ଥାନାରେ ଅଭିଯୋଗ କଲେ ଯୁବତୀ । ଅଭିଯୋଗ ଅନୁସାରେ ଡ଼ାବୁଗାଁ ଥାନା ଅଞ୍ଚଳର ଜଣେ ଯୁବତୀ ତାଙ୍କ ଦାନ୍ତ ଚିକିତ୍ସା କରାଇବା ପାଇଁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଡାକ୍ତର ସମ୍ବିତ କୁମାର ସାଡ଼ବ୍ୱାଲଙ୍କ ପାଖକୁ…

ବାଙ୍କୀ ଗୟଳବାଙ୍କ ଉଚ୍ଚ ବିଦ୍ୟାଳୟରୁ ଆସିଲା ସାଂଘାତିକ ଅଭିଯୋଗ। ଛାତ୍ରଛାତ୍ରୀଙ୍କ ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ…

କନକ ବ୍ୟୁରୋ: ସ୍ମାର୍ଟ ସ୍କୁଲରେ ସ୍ମାର୍ଟ ଦୁର୍ନୀତି । ପୁଣି ସାମ୍ନାକୁ ଆସିଲା ଫାଇଭ ଟି ହାଇସ୍କୁଲର ମହାଦୁର୍ନୀତି । ବାଙ୍କୀ ଗୟଳବାଙ୍କ ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କ ପାଇଁ ଆସିଥିବା ଲକ୍ଷାଧିକ ଟଙ୍କାର ଖେଳ ସାମଗ୍ରୀ ହରିଲୁଟ ହୋଇଥିବା ଅଭିଯୋଗ ହୋଇଛି । ଫାଇଭ-ଟି ଅଧିନରେ ଥିବା…