Daily Archives

November 6, 2022

ପିପିଲି ଯଶୁଆପୁର ପଞ୍ଚାୟତ ଉପନିର୍ବାଚନରେ ବିଜେପିର ବାଜିମାତ୍। ବିଜେପି ସମର୍ଥିତ ପ୍ରାର୍ଥୀ ଅକ୍ଷୟ କୁମାର ବେହେରା…

କନକ ବ୍ୟୁରୋ: ପିପିଲି ଯଶୁଆପୁର ପଞ୍ଚାୟତ ଉପନିର୍ବାଚନରେ ବାଜି ମାରିଲା ବିଜେପି । ସରପଞ୍ଚ ଉପନିର୍ବାଚନରେ ବିଜେପି ସମର୍ଥିତ ପ୍ରାର୍ଥୀଙ୍କ ବିପୁଳ ବିଜୟ ହୋଇଛି । ବିଜେପି ସମର୍ଥିତ ପ୍ରାର୍ଥୀ ଅକ୍ଷୟ କୁମାର ବେହେରା ପ୍ରତିଦ୍ୱନ୍ଦ୍ୱୀ ପ୍ରାର୍ଥୀଙ୍କ ଠାରୁ ୩୯୬ ଭୋଟରେ ବିଜୟୀ ହୋଇଛନ୍ତି ।…

ଧାମନଗର ଉପନିର୍ବାଚନ ନେଇ ନିର୍ବାଚନ ଅଧିକାରୀଙ୍କ ପ୍ରେସମିଟ: ୯ ହଜାର ୮୮୧ ଭୋଟ ବ୍ୟବଧାନରେ ଜିତିଲା ବିଜେପି

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନ ପ୍ରେସମିଟ କରିଛନ୍ତି ରାଜ୍ୟ ନିର୍ବାଚନ ଅଧିକାରୀ । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିଜୟୀ ହୋଇଥିବା ନେଇ ସେ ଘୋଷଣା କରିଛନ୍ତି । ଆଉ କହିଛନ୍ତି, ୯ ହଜାର ୮୮୧ ଭୋଟ ବ୍ୟବଧାନରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଛନ୍ତି ବିଜେପିର ସୁରଜ…

ଧାମନଗରରେ ବିଜେପି ବିଜୟୀ, ଟ୍ୱିଟ କରି ଶୁଭେଚ୍ଛା ଜଣାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି । ଦଳର ବିଜୟ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଟ୍ୱିଟ କରି ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ଲେଖିଛନ୍ତି ଧାମନଗର ଉପନିର୍ବାଚନରେ ଧର୍ମର ଜୟ ତଥା ଧାମନଗରର ବିଜୟ ହୋଇଛି ।…

ଧାମନଗରରେ ପୁଣି ଦବଦବା ଜାହିର କଲା ବିଜେପି: ଉପନିର୍ବାଚନ ଜିତିଲେ ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ

କନକ ବ୍ୟୁରୋ: ଧାମନଗର ଉପନିର୍ବାଚନରେ ବାଜି ମାରିଲା ବିଜେପି । ବିଜେପି ପ୍ରାର୍ଥୀ ସୁରଜ ସୂର୍ଯ୍ୟବଂଶୀ ବିଜୟୀ । ବିଜେଡିର ଅବନ୍ତୀ ଦାସଙ୍କୁ ହରାଇଲେ ସୁରଜ । ୯ ହଜାର ୮୮୧ ଭୋଟରେ ବିଜେଡି ପ୍ରାର୍ଥୀ ଅବନ୍ତି ଦାସଙ୍କୁ ହରାଇଲେ ବିଜେପିର ସୁରଜ ସୂର୍ଯ୍ୟବଂଶୀ । ଧାମନଗରରେ ବିଜେପି ପୁଣି ନିଜ…

ଜିମ୍ବାୱେକୁ ହରାଇ ଟେବୁଲ ଟପ୍ପର ହେଲା ଭାରତ: ସେମିରେ ଭେଟିବ ଇଂଲଣ୍ଡକୁ

କନକ ବ୍ୟୁରୋ: ଆଜି ଭାରତ-ଜିମ୍ବାୱେ ଶେଷ ଲିଗ ମ୍ୟାଚରେ ବାଜି ମାରି ନେଇଛି ଭାରତ । ଭାରତ ଏହି ମ୍ୟାଚରେ ଜିମ୍ବାୱେକୁ ୭୧ ରନରେ ପରାସ୍ତ କରିଛି । ଏହାସହ ଭାରତ ଗ୍ରୁପ ବିରେ ଟେବୁଲର ଶୀର୍ଷରେ ରହିଛି । ତେଣୁ ଭାରତ ଏବେ ସେମିଫାଇନାଲରେ ଇଂଲଣ୍ଡକୁ ଭେଟିବ । ତେବେ ୧୦ ତାରିଖରେ ଭାରତ ସେମି…

ବିହାର ବିଧାନସଭା ଉପନିର୍ବାଚନ: ଆରଜେଡି ଓ ବିଜେପି ଜିତିଲେ ନିଜ ନିଜ ଆସନ। ଗୋପାଳଗଞ୍ଜରେ କୁସମ, ମକୋମାରେ ନୀଲମ ବିଜୟୀ।

କନକ ବ୍ୟୁରୋ: ବିହାର ବିଧାନସଭା ଉପନିର୍ବାଚନର ଫଳାଫଳ ଘୋଷଣା ହୋଇସାରିଛି । ଉପନିର୍ବାଚନର ଫଳାଫଳ ଅନୁସାରେ ଆରଜେଡି ଏବଂ ବିଜେପି ନିଜର ବର୍ତ୍ତମାନର ସିଟ ବଞ୍ଚାଇବାରେ ସଫଳ ହୋଇଛନ୍ତି । ମକୋମାରେ ଆରଜେଡି ପ୍ରାର୍ଥୀ ନୀଲମ ଦେବୀ ବିଜେପି ପ୍ରାର୍ଥୀ ସୋନମ ଦେବୀଙ୍କୁ ୧୬ ହଜାରରୁ ଅଧିକ ଭୋଟରେ…