Daily Archives

November 3, 2022

ଜେଲ ଭିତରେ ସତ୍ୟେନ୍ଦ୍ରଙ୍କୁ ଦିଆଯାଉଥିଲା ସ୍ୱତନ୍ତ୍ର ସୁବିିଧା! କୋର୍ଟରେ ସତ୍ୟପାଠ ଦାଖଲ କଲା ଇଡି

କନକ ବ୍ୟୁରୋ : ମନି ଲଡ୍ରିଂ ମାମଲାରେ ତିହାଡ ଜେଲରେ ବନ୍ଦୀ ଥିବା ଦିଲ୍ଲୀ ସ୍ୱାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନଙ୍କ ଅଡୁଆ ବଢିବାରେ ଲାଗିଛି । ଗୋଟେପଟେ ଜୈନଙ୍କୁ ଜାମିନ ମିଳୁନି ଅନ୍ୟପଟେ ଏବେ ଇଡି ଏକ ନୂଆ ଦାବି କରିଛି । ତିହାଡ ଜେଲରେ ସ୍ୱତନ୍ତ୍ର ସୁବିଧା ମିଳୁଥିବା ନେଇ ଗୃହମନ୍ତ୍ରାଳୟକୁ…

ଇମ୍ରାନ ଖାନଙ୍କୁ ଗୁଳିମାଡ । ଅଳ୍ପକେ ବର୍ତ୍ତିଲେ ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ । କଣ୍ଟେନର ପାଖକୁ ଆସି…

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରକୁ ଗୁଳିମାଡ ହୋଇଛି । ଏହି ଆକ୍ରମଣରୁ ଅଳ୍ପକେ ବର୍ତ୍ତିଯାଇଛନ୍ତି ଇମ୍ରାନ । ଆଜି ପାକିସ୍ତାନରେ ସରକାର ବିରୋଧୀ ପ୍ରଦର୍ଶନ ବେଳେ  ଆତତାୟୀ ତାଙ୍କ ପାଖକୁ ଆସି ଗୁଳିମାଡ କରିଥିଲେ । ଏହି ଗୁଳିମାଡରେ ଇମ୍ରାନଙ୍କ ଗୋଡରେ…

ଭଞ୍ଜନଗର ଅଞ୍ଚଳରେ ଦିନ ଦିପହରରେ ବୁଲୁଛନ୍ତି ଗଜରାଜ। ଘରଦ୍ୱାର ଭାଙ୍ଗିବା ସହ ନଷ୍ଟ କରୁଛନ୍ତି ଏକର ଏକର ଫସଲ।

କନକ ବ୍ୟୁରୋ: ମାତିଛି ହାତୀ । ଦିନ ଦିପହରରେ ହାତୀ ପଶି ଗାଁରେ ଆତଙ୍କ ଖେଳାଇଥିବା ବେଳେ ଘରଦ୍ୱାର ଭାଙ୍ଗିବାରେ ଲାଗିଛି ହାତୀ । ଏକର ଏକର ଫସଲ ଉଜାଡିଦେଲେଣି ହାତୀ ପଲ । ଭଞ୍ଜନଗର ଉତ୍ତର ଘୁମୁସର ବନାଞ୍ଚଳର ତିନି ଚକିଆ, ଗୋଡିଆପଡ଼ା,ଗେରେଡା, ତାରା ସିଂ ଆଦି ଗାଁ ଗୁଡିକରେ କିଛି ଦିନ ହେଲା…

କେନାଲରେ ଆସୁନି ପାଣି, ଫାଟି ଆଁ କଲାଣି ଚାଷ ଜମି। କଙ୍କଡାହାଡ ବ୍ଳକର ଚାଷୀଙ୍କ ବଢିଚାଲିଛି ଦୁଃଖ।

କନକ ବ୍ୟୁରୋ: କେନାଲରେ ପାଣି ନଆସିବାରୁ ଚାଷୀଙ୍କ ମଧ୍ୟରେ ବଢିଚାଲିଛି ଅସନ୍ତୋଷା  କାମାକ୍ଷାନଗର କଙ୍କଡାହାଡ ବ୍ଳକ ରାମିଆଳ କେନାଲରେ ପାଣି ଆସିବା ନେଇ ସମସ୍ୟା ଦେଖିବାକୁ ମିଳିଛି । ଆଖାପାଖର ଥିବା ଜମିଗୁଡିକରେ ପାଣି ନମିଳିବାରୁ ଜମି ଫାଟି ଆଁ କରିଛି । ଆଖାପାଖ ଅଞ୍ଚଳରେ ଲୋକେ ଚାଷ ଜମି…

ପ୍ରଥମେ ପ୍ରେମ, ତାପରେ ବିବାହ ଆଉ ଏବେ ପ୍ରତାରଣା। ପ୍ରତାରିତ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ। 

କନକ ବ୍ୟୁରୋ: ପ୍ରଥମେ ପ୍ରେମ, ତାପରେ ବିବାହ ଆଉ ଏବେ ପ୍ରତାରଣା । ପ୍ରତାରିତ ହୋଇ ଥାନାର ଦ୍ୱାରସ୍ତ ହୋଇଛନ୍ତି ଯୁବତୀ  । ଏହି ଅଭିଯୋଗ ଆସିଛି କଟକ ସାଲେପୁର ରିଶୋ ଗାଁରୁ । ଏହି ଗାଁର ଜଣେ ଯୁବତୀ ସରପଡା ଗାଁର ଜଣେ ଯୁବକ ଜ୍ଞାନରଞ୍ଜନ ପୃଷ୍ଟିଙ୍କୁ ଦୀର୍ଘ ଦିନ ଧରି ପ୍ରେମ କରିଆସୁଥିଲେ ।…

ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ। ଶୀତ ଆରମ୍ଭରୁ ଚିଲିକାରେ ବିଦେଶାଗତ ପକ୍ଷୀଙ୍କ ଭିଡ।

କନକ ବ୍ୟୁରୋ: କିଚିରି ମିଚିରି ଶଦ୍ଦରେ ଗୁଞ୍ଜରିତ ହୋଇଉଠୁଛି ପରିବେଶ । ବିହଙ୍ଗାରଣ୍ୟ ହୋଇଉଠିଛି ଚିଲିକା କୂଳ । ଶୀତ ଆଗମନର ଆରମ୍ଭରୁ ଲାଗିଛି ବିଦେଶୀ ପକ୍ଷୀଙ୍କ ଭିଡ । ଚିଲିକାର ନୀଳ ଜଳରାଶିରେ ବିଦେଶୀ ପକ୍ଷୀଙ୍କ କଳରବରେ ମୁଖରିତ ପରିବେଶ । ସୌନ୍ଦର୍ଯ୍ୟର ଗନ୍ତାଘର ପାଲଟିଥିବା ଏହି…