Daily Archives

November 3, 2022

ଜଟଣୀରେ ସ୍ୱପ୍ନ ପାଲଟିଛି ଓଭରବ୍ରିଜ। ଶ୍ରେୟ ରାଜନୀତି ଯୋଗୁ ଅଧପନ୍ତରିଆ ଭାବେ ବ୍ରିଜ୍ କାମ ପଡିଥିବା ଅଭିଯୋଗ।

କନକ ବ୍ୟୁରୋ: ଜଟଣୀରେ ଦୁଃଖ ପାଲଟିଛି ଓଭରବ୍ରିଜ୍ । ଦୀର୍ଘ ଦିନର ଏହା ଜଟଣୀ ବାସୀଙ୍କ ପାଇଁ ସ୍ୱପ୍ନ ପାଲଟିଛି । ରାଜନୀତି ଭିତରେ ଯେମିତି ଏହି ବ୍ରିଜ୍ ଅଧପନ୍ତରିଆ ହୋଇପଡ଼ି ରହିଛି । ଜଟଣୀବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ଏହି ବ୍ରିଜ୍ । ବ୍ରିଜ୍ ପାଇଁ ଏବେ ଆରମ୍ଭ ହୋଇଯାଇଛି ରାଜନୀତି । ନାଗରିକ…

ରାଜଧାନୀରେ ଖୋଲିଲା ଏଲଫାନଜୋ ଟେକ୍ନୋଲୋଜିର ବ୍ରାଞ୍ଚ। ଯୋଗାଇବ ଆଇଟି, ଜିଏସଡିଏମ, ପ୍ରଡକ୍ଟ ଡେଭଲପମେଣ୍ଟ ସେବା। 

କନକ ବ୍ୟୁରୋ: ଦିନକୁ ଦିନ ଓଡିଶା ଆଇଟିରେ ହବରେ ପରିଣତ ହେବାରେ ଲାଗିଛି । ଗୋଟିଏ ପରେ ଗୋଟିଏ କମ୍ପାନୀ ରାଜ୍ୟରେ ସେମାନଙ୍କ ବ୍ରାଞ୍ଚ ପ୍ରତିଷ୍ଠା ପାଇଁ ଆଗକୁ ଆସୁଛନ୍ତି । ନିକଟରେ ଅନେକ କମ୍ପାନୀର କାର୍ଯ୍ୟାଳୟ ଭୁବନେଶ୍ୱରେ ଖୋଲୁଥିବା ବେଳେ ଏହି ତାଲିକାରେ ଯୋଡି ହୋଇଛି ଆଉ ଗୋଟିଏ କମ୍ପାନୀ…

ଜିତିଲା ଭାରତ, ତାତିଲା ବାଂଲାଦେଶ । କୋହଲିଙ୍କ ନାଁରେ ସାଂଘାତିକ ଅଭିଯୋଗ ଆଣିଲେ ବାଂଲାଦେଶ କ୍ରିକେଟର ।

କନକ ବ୍ୟୁରୋ : ବର୍ଷା ବାଧାପ୍ରାପ୍ତ ରୋମାଞ୍ଚକର ମୁକାବିଲାରେ ବାଂଲାଦେଶକୁ ମାତ୍ ଦେଇ ଟି-୨୦ ବିଶ୍ୱକପ ସେମିଫାଇନାଲର ନିକଟତର ହୋଇଛି ଟିମ୍ ଇଣ୍ଡିଆ । ବିରାଟଙ୍କ ଧୈର୍ଯ୍ୟପୂର୍ଣ୍ଣ ଇନିଂସ ଓ ବୋଲରଙ୍କ ମାପଚୁପ୍ ବୋଲିଂ ଆଗରେ ଶେଷରେ ମୁଣ୍ଡ ନୁଆଇଁଥିଲା ବାଂଲାଦେଶ । କିନ୍ତୁ ଏହି ପରାଜୟକୁ…

ହ୍ୱାଟସଆପର ବଡ ଘୋଷଣା, ଜାରିକଲା ଦମଦାର ଫିଚର

କନକ ବ୍ୟୁରୋ : ଫେସବୁକ ଫାଉଣ୍ଡର ମାର୍କ ଜୁକରବର୍ଗ ହ୍ୱାଟସଆପରେ କମ୍ୟୁନିଟ ଫିଚର ରୋଲଆଉଟ କରିବାକୁ ଘୋଷଣା କରିଛନ୍ତି । ଏହି ଫିଚରକୁ ଆଜିଠାରୁ ସାରା ବିଶ୍ୱରେ ରୋଲଆଉଟ କରାଯାଇଛି । ହେଲେ ସବୁ ଗ୍ରାହକଙ୍କୁ ଏହି ଫିଚର ମିଳିବାକୁ କିଛି ସମୟ ଲାଗିବ ବୋଲି କୁହାଯାଇଛି । ହ୍ୱାଟସଆପ କମ୍ୟୁନିଟ…

ଆଜାଦୀ ମାର୍ଚ୍ଚ ଉପରକୁ ଗୁଳିମାଡ, ଇମ୍ରାନ ଖାନ ସମେତ ୫ ଆହତ

କନକ ବ୍ୟୁରୋ : ପାକିସ୍ତାନର ଗୁଞ୍ଜରୱାଲା ଠାରେ ପୂର୍ବ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ରାଲି ଉପରକୁ ଗୁଳିମାଡ ହୋଇଛି । ଏହି ଗୁଳିମାଡରେ ଇମ୍ରାନ ଖାନଙ୍କ ସମେତ ୫ ଜଣ ଆହତ ହୋଇଛନ୍ତି    । ସେମାନଙ୍କୁ ମେଡିକାଲକୁ ନିଆଯାଇଛି । ସୂଚନା ମୁତାବକ ଏବେ ଇମ୍ରାନ ଖାନ ତାଙ୍କ ସରକାରଙ୍କ ବିରୋଧରେ…

କାର୍ତ୍ତିକ ମାସରେ କାହିଁକି ହେବ ନାହିଁ ଦିଅଁ ଦର୍ଶନ? ଭର୍ଚୁଆଲରେ ଭୋଳା ବାବାଙ୍କ ଦର୍ଶନ ନେଇ ସ୍ଥାନୀୟ ଅଞ୍ଚଳରେ…

କନକ ବ୍ୟୁରୋ; କାର୍ତ୍ତିକରେ କାହିଁକି ହେବ ନାହିଁ ଦିଅଁ ଦର୍ଶନ? କଟକ ଆଠଗଡ ଧବଳେଶ୍ୱର ପୀଠ ଓ ଝୁଲାପୋଲରେ ୧୪୪ ଧାରା ଏବଂ ଭର୍ଚୁଆଲରେ ଭୋଳା ବାବାଙ୍କ ଦର୍ଶନ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି । ଗତକାଲି ଏଲଇଡିରେ ଧବଳେଶ୍ୱରଙ୍କ ଦର୍ଶନ ଏବଂ ଅସ୍ଥାୟୀ ପ୍ରତିମା ଦର୍ଶନ ପାଇଁ…