Daily Archives

October 6, 2022

ଟି-୨୦ରେ ଇତିହାସ ରଚିଲେ ରଖିମ କର୍ଣ୍ଣୱାଲ, ୭୭ ବଲରେ ମାରିଲେ ୨୦୫ ରନ୍ ।

କନକ ବ୍ୟୁରୋ: ଟି-୨୦ରେ ପ୍ରତ୍ୟେକ ଦିନ କିଛି ନା କିଛି ରେକର୍ଡ ତିଆରି ହେଉଛି, ତ କିଛି ରେକର୍ଡ ଭାଙ୍ଗୁଛି । ତେବେ ବର୍ତ୍ତମାନ ଏମିତି ଏକ ରେକର୍ଡ ହୋଇଛି ଯାହା ଭାଙ୍ଗିବା ସମ୍ଭବ ନୁହେଁ । ୱେଷ୍ଟଇଣ୍ଡିଜର ଅଲରାଉଣ୍ଡର ରଖିମ କର୍ଣ୍ଣୱାଲ ଟି-୨୦ରେ ଦ୍ୱିଶତକ ହାସଲ କରିଛନ୍ତି । ନିଜର ଏହି…

ଧାମନଗରରେ କିଏ ହେବ ଧରାଶାୟୀ, କିଏ ହେବ ବିଜୟୀ? ଚାଲିଛି ଅଙ୍କକଷା, ଏଥର କିଏ ଜିତିବ ଭୋଟରଙ୍କ ଭରସା?

କନକ ବ୍ୟୁରୋ : ଧାମନଗର ଉପନିର୍ବାଚନ ପାଇଁ ବାଜି ସାରିଛି ବିଗୁଲ । ପୂଜା ପାଇଁ ରାଜନୈତିକ ମାହୋଲ ଟିକିଏ ଥଣ୍ଡା ପଡିଥିବା ବେଳେ ଏବେ ପୁଣିଥରେ ସରଗରମ ହୋଇଛି ଧାମନଗର ରାଜନୀତି । ୩ ପ୍ରମୁଖ ରାଜନୈତିକ ଦଳର ଶିବିର ଚଳଚଞ୍ଚଳ ହୋଇଉଠିଥିବା ବେଳେ ଉପନିର୍ବାଚନରେ ବିଜୟ ପାଇଁ ଚାଲିଛି ଅଙ୍କକଷା ।…

‘ଯେତିକି ଗାଳି ଉପରାଜ୍ୟପାଳ ସାହେବ କରୁଛନ୍ତି, ମୋ ସ୍ତ୍ରୀ ସେତିକି ଗାଳି କରୁନଥିବେ’,ଏଲଜିଙ୍କ ଉପରେ ବର୍ଷିଲେ ଦିଲ୍ଲୀ…

କନକ ବ୍ୟୁରୋ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ ଜେଜ୍ରିୱାଲ ଏବଂ ଉପରାଜ୍ୟପାଳ ବିନୟ ସକସେନାଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ପ୍ରସଙ୍ଗ ଭିନ୍ନ ରହିଥିବା ବେଳେ, ଜଣଙ୍କ ଉପରେ ଅନ୍ୟ ଜଣେ ଆରୋପ ପ୍ରତ୍ୟାରୋପର ପ୍ରକ୍ରିୟା ଜାରି ରହିଛି । ବର୍ତ୍ତମାନ ଅରବିନ୍ଦ, ଉପରାଜ୍ୟପାଳଙ୍କୁ ନେଇ…

ମେକ୍ସିକୋରେ ଗୁଳିମାଡ, ୭ ପୋଲିସ କର୍ମୀ ସମେତ ୧୮ ଜଣଙ୍କର ମୃତ୍ୟୁ ।

କନକ ବ୍ୟୁରୋ:  ମେକ୍ସିକୋରେ ଆଖି ବୁଜା ଗୁଳିମାଡ଼। ଏଥିରେ ୭ ପୋଲିସ କର୍ମୀ ଓ ମେୟର ସମେତ ୧୮ ଜଣଙ୍କ ମୃତ୍ୟୁ ହୋଇଛି । ବନ୍ଧୁକଧାରୀ ମେକ୍ସିକୋର ସିଟି ହଲ ଭିତରକୁ ପଶି ଯାଇଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ଲୋକଙ୍କ ଉପରକୁ ଆଖି ବୁଜା ଗୁଳିମାଡ଼ କରିଥିଲା । ଏଥିରେ ମେୟର କାନରୋଡ…

ଆଗାମୀ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା। ଉପକୂଳ ଓଡ଼ିଶାରେ ଅଧିକ ପ୍ରଭାବ ରହିବା ସମ୍ଭାବନା।

କନକ ବ୍ୟୁରୋ: ଆଗାମୀ ୨୪ରୁ ୪୮ ଘଣ୍ଟା ଯାଏଁ ରାଜ୍ୟରେ ଲାଗି ରହିବ ବର୍ଷା । ଉପକୂଳ ଓଡ଼ିଶାରେ ବର୍ଷାର ପ୍ରଭାବ ସାମାନ୍ୟ ଅଧିକ ରହିବା ନେଇ ପୂର୍ବାନୁମାନ । ଦକ୍ଷିଣ ଉପକୂଳ ଓ ତାର ପାଶ୍ୱର୍ ଜିଲ୍ଲାରେ ଲାଗି ରହିବ ବର୍ଷା । ଆଭ୍ୟନ୍ତରୀଣ ଓଡ଼ିଶାରେ ବର୍ଷାର ପ୍ରଭାବ କମିବା ନେଇ ପାଣିପାଗ ବିଭାଗ…

ବ୍ରହ୍ମପୁର ଦୀପିକା ମାମଲାରେ ନୂଆ ମୋଡ। ଆଶ୍ରୟ ନେଇଥିବା ପାଲକୁ ଚିରି ନିଜ ଘରକୁ ଗଲେ ଦିନେଶଙ୍କ ପରିବାର ଲୋକ।

କନକ ବ୍ୟୁରୋ: ବ୍ରହ୍ମପୁରର ଦୀପିକା ମାମଲାରେ ନୂଆ ମୋଡ ଆସିଛି । ଦୀର୍ଘ ଦିନ ଧରି ଘରେ ତାଲା ପକାଇ ଘର ଛାଡି ଚାଲିଯାଇଥିବା ଦୀପିକା ଶାଶୁ ଶ୍ୱଶୁର ଘରକୁ ଫେରିଛନ୍ତି । ଦୀପିକା ଲଗାଇଥିବା ପାଲକୁ କାଢି ଦେବା ସହ ତାଲା ଖୋଲି ଘରକୁ ଯାଇଛନ୍ତି ପରିବାରଲୋକେ । ପ୍ରେମିକ ଦୀନେଶଙ୍କ ଘର ଆଗରେ ୬୦ରୁ…