Daily Archives

October 6, 2022

ଗୁଳିମାଡରେ ଥରିଲା ଥାଇଲାଣ୍ଡ। ଚିଲଡ୍ରେନ ଡେ କେୟାର ସେଣ୍ଟରରେ ଗୁଳିମାଡରେ ୩୦ରୁ ଅଧିକ ମୃତ।

କନକ ବ୍ୟୁରୋ: ଗୁୁରୁବାର ସକାଳୁ ସକାଳୁ ଗୁଳିମାଡରେ ଥରିଛି ଥାଇଲାଣ୍ଡ । ଥାଇଲାଣ୍ଡର ନୋଙ୍ଗ ବୁଆ ଲାମ୍ପୁ ପ୍ରାନ୍ତରେ ଥିବା ଏକ ଚିଲଡ୍ରେନ ଡେ କେୟାର ସେଣ୍ଟରରେ କୁନି କୁନି ପିଲା ସେମାନଙ୍କ ଅଭିଭାବକ.ଶିକ୍ଷକଙ୍କ ସମେତ ଶହେରରୁ ଅଧିକ ଲୋକଙ୍କ ଉପରେ ଗୁଳିମାଡ ହୋଇଛି । ହଠାତ ଜଣେ ଆତତାୟୀ…

ସାବତ ଏକ୍ସପୋର୍ଟର ଦୁର୍ଗାପୂଜା ପାଇଁ ସ୍ୱତନ୍ତ୍ର ଅଭିଯାନ, ମହିଳା ସଶକ୍ତିକରଣର ବାର୍ତ୍ତା ସହ ହସ୍ତତନ୍ତର ପ୍ରଚାର।

କନକ ବ୍ୟୁରୋ: ରାଜ୍ୟର ଅଗ୍ରଣୀ ସଂସ୍ଥା ସାବତ ଏକ୍ସପୋର୍ଟ ପ୍ରାଇଭେଟ ଲିମିଡେଟ (ଉତ୍କଳମ୍ରିତା) ଦୁର୍ଗାପୂଜା ଅବସରରେ ଏକ ସ୍ୱତନ୍ତ୍ର ଅଭିଯାନ ଆରମ୍ଭ କରିଛି । ମହିଳା ସଶକ୍ତିକରଣର ନାରା ନେଇ ଏହି କ୍ୟ।ମ୍ପେନ କରାଯାଇଛି । ପ୍ରସିଦ୍ଧ ଓଡିଶୀ ନୃତ୍ୟଶିଳ୍ପୀ ଗୁରୁ ଶାଶ୍ୱତ ଯୋଶୀ ଏବଂ ତାଙ୍କର…

ମହୀଶୁର ଦଶହରା: ୭୫୦ କିଲୋର ଆସନ, ଦେଢ ଲକ୍ଷ ବଲର ହୋଇଥାଏ ବ୍ୟବହାର! ଜାଣନ୍ତୁ ପୂରା ଇତିହାସ …

କନକ ବ୍ୟୁରୋ: ବିଜୟା ଦଶମୀରେ ସାରା ଦେଶରେ ଉତ୍ସବର ମାହୋଲ ଦେଖିବାକୁ ମିଳିଥିଲା । ଧୁମଧାମରେ ଦୀର୍ଘ ୨ ବର୍ଷ ପରେ ଲୋକେ ମନଖୁସିରେ ଦଶହରା ପାଳିଥିଲେ । ତେବେ ସାରା ବିଶ୍ୱରେ ଦଶହରା ପାଇଁ ପ୍ରସିଦ୍ଧ ମହୀଶୁର ଦଶହରା ଉପରେ ସମସ୍ତଙ୍କ ନଜର ରହିଥିଲା । ଏହାର କାରଣ ହେଉଛି, ଅନ୍ୟ ଦଶହରା ଅପେକ୍ଷା…

ସରିଲା ଦଶହରା, ବିଦାୟ ନେଉଛନ୍ତି ମାଆ ଜଗତଜନନୀ । ଟୁଇନ ସିଟିରେ ଅସ୍ଥାୟୀ ପୋଖରୀରେ ଚାଲିଛି ମୃଣ୍ମୟୀ ମୂର୍ତି ବିସର୍ଜନ

କନକ ବ୍ୟୁରୋ : ଶେଷ ହୋଇଛି ଜଗତଜନୀନ ମାଆ ଦୁର୍ଗାଙ୍କ ନବଦିନାତ୍ମକ ପୂଜା । ଆଜି ଧରାପୃଷ୍ଠରୁ ବିଦାୟ ନେଉଛନ୍ତି ଦେବୀ ଦୁର୍ଗା । ଦୁଇ ବର୍ଷର କୋଭିଡ୍ କଟକଣା ପରେ ଏବର୍ଷ ପୁଣି ଭସାଣୀ ଉତ୍ସବ ଆୟୋଜନ ହେଉଛି । ଭୁବନେଶ୍ୱର-କଟକରେ ମାଆଙ୍କ ବିସର୍ଜନ ପାଇଁ ନଦୀରେ ଅସ୍ଥାୟୀ ପୋଖରୀ ନିର୍ମାଣ…

ଟୁରିଷ୍ଟ ବସ ଓ ପ୍ରାଇଭେଟ ବସ ମୁହାଁମୁହିଁ : ୯ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୩୮ ଜଣ ଆହତ

କନକ ବ୍ୟୁରୋ : କେରଳର ପାଲକଡ଼ ଜିଲ୍ଳାରେ ଟୁରିଷ୍ଟ ବସ ଓ ପ୍ରାଇଭେଟ ବସ ମୁହାଁମୁହିଁ । ଏହି ଘଟଣାରେ ୯ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩୮ ଜଣ ଆହତ ହୋଇଛନ୍ତି । କେରଳରୁ ପ୍ରାଇଭେଟ ବସଟି କୋଏମ୍ବାଟୁର ଅଭିମୁଖେ ଯାତ୍ରା କରୁଥିଲା । ସେହିପରି ଟୁରିଷ୍ଟ ବସଟି ୪୨ ଜଣ ଛାତ୍ରଛାତ୍ରୀଙ୍କୁ ନେଇ…

ପୁଅ ରାହୁଲଙ୍କ ସହ ପଦଯାତ୍ରାରେ ସାମିଲ ହେଲେ ମା’ ସୋନିଆ । ରାସ୍ତା ମଝିରେ ମା’ଙ୍କ ଜୋତାର ଫିତା ବାନ୍ଧିଦେଲେ ରାହୁଲ ।

କନକ ବ୍ୟୁରୋ : ମିଶନ ୨୦୨୪ ପାଇଁ ଆକ୍ସନରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ । ଗୁରୁବାର ରାହୁଲଙ୍କ ଭାରତ ଯୋଡୋ ଯାତ୍ରାରେ ସାମିଲ ହୋଇଛନ୍ତି ସୋନିଆ । କର୍ଣ୍ଣାଟକ ମାଣ୍ଡ୍ୟାରେ ଭାରତ ଯୋଡୋ଼ ଯାତ୍ରାରେ ସାମିଲ ହୋଇଥିବା ବେଳେ ଦଳୀୟ କର୍ମୀଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି ।…