Daily Archives

September 27, 2022

ଆମେରିକାକୁ ଆସୁଛି ପୁଣି ଏକ ବଡ ଝଡ । ସାମୁଦ୍ରିକ ଝଡ ଇୟାନ ଫଳରେ ପ୍ରବଳ ବର୍ଷା ସମ୍ଭାବନା

କନକ ବ୍ୟୁରୋ : ଆମେରିକାକୁ ଆସୁଛି ପୁଣି ଏକ ବଡ ଝଡ । ପ୍ଲୋରିଡାକୁ ମାଡିଆସୁଛି ‘ଇୟାନ୍’ ନାମକ ଏକ ସାମୁଦ୍ରିକ ଝଡ । ଏନେଇ ରାଜ୍ୟରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଛି । ସାମୁଦ୍ରିକ ଝଡ ଇୟାନ ଫଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଯାହାଫଳରେ ଅନେକ କ୍ଷୟକ୍ଷତି ହେବା ନେଇ ମଧ୍ୟ…

ଭାରତରେ ଆରମ୍ଭ ହେଲା ଆପଲ ଆଇଫୋନ୍ ୧୪ର ନିର୍ମାଣ । ତାମିଲନାଡୁରେ ନିର୍ମାଣ ହେବ ଫୋନର ଡିଭାଇସ

କନକ ବ୍ୟୁରୋ : ଭାରତରେ ଆରମ୍ଭ ହେଲା ଆପଲ ଆଇଫୋନ୍ ୧୪ର ନିର୍ମାଣ । ଫୋନର ଡିଭାଇସ ଏଣିକି ତାମିଲନାଡୁ କଂଟ୍ରାକ୍ଟ ମ୍ୟାନିଫ୍ୟାକଚର ଫୋକସ କର୍ଣ୍ଣରେ ନିର୍ମାଣକାର୍ଯ୍ୟ କରାଯିବ     । ଡିସେମ୍ବର ମାସ ସୁଦ୍ଧା ମେଡ ଇନ ଇଣ୍ଡିଆ ଆଇଫୋନ ଗ୍ରାହକଙ୍କ ନିକଟରେ ପହଁଚିବ । ଭରତୀୟ ବଜାରରେ ବିକ୍ରି ଓ…

ପାର୍ବଣ ବେଳେ ବଟି ପାଇଁ ରାଜଧାନୀରେ ଫୁଟିଲା ବୋମା। ପୋଲିସର ‘ଅପରେସନ ଦାଦା ବଟି’ ଉପରେ ଉଠିଲା ପ୍ରଶ୍ନ।

କନକ ବ୍ୟୁରୋ: ସ୍ଥାନ- କଟକ ରୋଡ, ଭୁବନେଶ୍ୱର । ସମୟ- ରାତି ୧୦ଟା ୪୬ ମିନିଟ୍ । ବାର ଉପରେ ହୋଇଥିଲା ଅତର୍କିତ ବୋମାମାଡ । ଗୋଟିଏ ପରେ ଗୋଟିଏ ବୋମା ଫୋପାଡି ଚାଲିଥିଲେ ଦୁର୍ବୃତ୍ତ । ବୋମାମାଡ ଶବ୍ଦରେ ଧୂଆଁମୟ ହୋଇ ଯାଇଥିଲା ଚର୍ତୁପାଶ୍ୱର୍ । ଜୀବନ ବିକଳରେ ଦୌଡିଥିଲେ ବାର ଭିତରେ ଥିବା…

ଆମେରିକାର ପାକିସ୍ତାନ ପ୍ରୀତିକୁ ନେଇ ଭାରତର ଅସନ୍ତୋଷ ପ୍ରକାଶ । ଆମେରିକା ବୈଦେଶିକମନ୍ତ୍ରୀଙ୍କୁ ଜୟଶଂକରଙ୍କ ଶାଣିତ…

କନକ ବ୍ୟୁରୋ : ଆମେରିକାର ପାକିସ୍ତାନ ପ୍ରୀତିକୁ ନେଇ ଭାରତର ଅସନ୍ତୋଷ ପ୍ରକାଶ । ଭାରତୀୟ ବୈଦେଶିକମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ବୈଦେଶିକମନ୍ତ୍ରୀ ଆନ୍ଥୋନୀ ବ୍ଲିକେନକୁ ଶାଣିତ ଅନ୍ଦାଜରେ ଜବାବ ଦେଇଛନ୍ତି ।ନିକଟରେ ପାକିସ୍ତାନକୁ ଆମେରିକା ୪୫୦ ମିଲିୟନ ଡଲାର ଆର୍ଥିକ ସହାୟତ କରିବା ପରେ…

ପିଲା ଚୋରିକୁ ନେଇ ବଦନାମ ବଡ଼ ମେଡିକାଲ। ମିଳିଲା ଶିଶୁକନ୍ୟା, ଚୋରି କରିଥିବା ମହିଳା ଅଟକ।

କନକ ବ୍ୟୁରୋ: ଶିଶୁ ଚୋରି ଘଟଣାକୁ ନେଇ ପୁଣି ବଦନାମ ହୋଇଛି କଟକ ବଡ ମେଡିକାଲା ଏସଏନସିୟୁରେ ଭର୍ତି ହେବା ପରେ ନବଜାତ ଶିଶୁକନ୍ୟାଟି ହଠାତ ଗାଏବ ହୋଇଯିବାରୁ ଆରମ୍ଭ ହୋଇଥିଲା ତନାଘନା । ମଙ୍ଗଳାବାଗ ଥାନାରେ ଚୋରି ଅଭିଯୋଗ ପରେ ଖୋଜାଖୋଜି ଆରମ୍ଭ କରିଥିଲା ପୋଲିସ । ପରେ ଜଣେ ମହିଳାଙ୍କ ସହ…

ନାସା ରଚିଲା ଇତିହାସ । ପୃଥିବୀକୁ ଗ୍ରହାଣୁପୁଂଜ ମାଡରୁ ରକ୍ଷା କରିବାର ମିଶନ ସଫଳ

କନକ ବ୍ୟୁରୋ : ନାସା ରଚିଲା ଇତିହାସ । ପୃଥିବୀକୁ ଧ୍ୱଂସରୁ ରକ୍ଷା କରିବାରେ ନାସାର ମିଶନ ସଫଳ ହୋଇଛି । ଘଂଟା ପ୍ରତି ୨୪ କିଲୋମିଟର ବେଗରେ ଆଷ୍ଟେରଏଡ ସହ ଧକ୍କା ହେଲା ନାସାର ଡାର୍ଟ ସ୍ପେସ୍କ୍ରାଫ୍ଟ । ଯଦି ଭବିଷ୍ୟତରେ କେବେ ବି ପୃଥିବୀ ଉପରେ କୌଣସି ପ୍ରକାର ଆଷ୍ଟେରଏଡ ଆକ୍ରମଣ ହେବାର…