Daily Archives

September 27, 2022

ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ ଉପରେ ସେକେଣ୍ଡ ରାଉଣ୍ଡ ରେଡ । ୮ରାଜ୍ୟରେ ଏନଆଇଏ ଓ ଇଡିର ମିଳିିତ ଚଢାଉ

କନକ ବ୍ୟୁରୋ: ପିଏଫଆଇ ଉପରେ ପୁଣି ଏନଆଇଏ ଓ ଇଡିର ସର୍ଜିକାଲ ଷ୍ଟ୍ରାଇକ । ୮ଟି ରାଜ୍ୟରେ ମଙ୍ଗଳବାର ପୁଣି ରେଡ କରିବା ସହ ୧୫୦ରୁ ଅଧିକ ଲୋକଙ୍କୁ ଗିରଫ କରିଛି ତଦନ୍ତକାରୀ ସଂସ୍ଥା । ବିଶେଷ କରି କର୍ଣ୍ଣାଟକ,କେରଳ ଓ ଆସାମାରୁ ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆର ଶହ ଶହ ସଦସ୍ୟଙ୍କୁ ଗିରଫ କରାଯାଇଛି…

ରାଷ୍ଟ୍ରପତି ପୁଟିନଙ୍କୁ ନିଷ୍ପତିକୁ ବିରୋଧ କରି ଦେଶ ଛାଡୁଛନ୍ତି ରୁଷବାସୀ । ବିମାନବନ୍ଦରଠୁ ୨୦କିଲୋମିଟର ଦୂର ଯାଏଁ…

କନକ ବ୍ୟୁରୋ : ଯୁଦ୍ଧକୁ ବିରୋଧ କରି ଦେଶ ଛାଡୁଛନ୍ତି ଲକ୍ଷ ଲକ୍ଷ ସଂଖ୍ୟକ ରୁଷିଆବାସୀ । ୟୁକ୍ରେନ ବିରୋଧରେ ଯୁଦ୍ଧ ଜାରି ରଖିବା ସହ ଆଗକୁ ଏହାକୁ ଅଧିକ ତ୍ରୀବ କରିବା ପାଇଁ ମନସ୍ଥ କରିସାରିଛନ୍ତି ରାଷ୍ଟ୍ରପତି । ଏଥିସହ ୩ଲକ୍ଷ ସେନା ମୃତୟନ କରିବା ସହ ଯୁଦ୍ଧକୁ ଜୋରଦାର କରିବାରେ ଲାଗିପଡିଛି…

କନକ ନ୍ୟୁଜ କ୍ୟାମ୍ପେନ, ଖବର ପ୍ରସାରଣ ପରେ କ୍ୟାନସର ରୋଗୀ ଆନନ୍ଦ ଗୌଡ଼ ଫେରିପାଇଲେ ଚୋରି ହୋଇଥିବା ଟଙ୍କା।

କନକ ବ୍ୟୁରୋ: ୨୧ ତାରିଖରେ କ୍ୟାନସର ରୋଗୀ ଆନନ୍ଦ ଗୌଡ ମୋ ବସରେ ଯାଉଥିବାବେଳେ ଟଙ୍କା ଲୁଟହୋଇଯାଇଥିଲା । ଟଙ୍କା ଚୋରି ହୋଇଯିବା ପରେ କ୍ୟାମେରା ସମ୍ମୁଖରେ କାନ୍ଦି ପକାଇଥିଲେ ଆନନ୍ଦ । ଆଉ ଆଜି ଚୋରି ହୋଇଯାଇଥିବା ଟଙ୍କା ଫେରି ପାଇଛନ୍ତି ସେ । ଆନନ୍ଦଙ୍କ ଦୁଃଖର କାହାଣୀକୁ ନେଇ ଖବର ପ୍ରସାରଣ…

ସିଞ୍ଜୋ ଆବେଙ୍କୁ ଶେଷ ବିଦାୟ, ଟୋକିଓରେ ଶେଷକୃତ୍ୟ ସମ୍ପନ୍ନ

କନକ ବ୍ୟୁରୋ : ନିଧନର ଦୁଇ ମାସ ପରେ ଜାପାନ ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଶେଷ ବିଦାୟ ଦିଆଯାଇଛି । ରାଷ୍ଟ୍ରୀୟ ସମ୍ମାନର ସହ ଟୋକିଓରେ ଶେଷ ହୋଇଛି ଅନ୍ତ୍ୟେଷ୍ଟି କାର୍ଯ୍ୟ । ଟୋକିଓର ନିପନ୍ ବୁଡେକନ୍ କମ୍ୟୁନିଟ୍ ସେଂଟରରେ ସମ୍ପନ୍ନ ହୋଇଛି ଅନ୍ତେଷ୍ଟି । ବିଶ୍ୱର ପ୍ରାୟ ୨୦ରୁ…

ପରିଚାଳନା କମିଟି ବୈଠକରେ ଉଠିଲା ରତ୍ନଭଣ୍ଡାର ପ୍ରସଙ୍ଗ, ଏଜେଣ୍ଡାରେ ନଥିବାରୁ ହେଲାନି ଆଲୋଚନା  

କନକ ବ୍ୟୁରୋ: ରତ୍ନଭଣ୍ଡାର ଖୋଲିବା ପାଇଁ ଚାରିଆଡୁ ଦାବି ହେଉଥିବାରୁ ଓ ମରାମତି ପାଇଁ ଏଏସଆଇ ଚିଠି ଲେଖିଥିବାରୁ ଅନୁମାନ କରାଯାଉଥିଲା, ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ଏହି ପ୍ରସଙ୍ଗରେ ଏଥର ଆଲୋଚନା ହେବ । ଆଉ ରତ୍ନଭଣ୍ଡାର ଖୋଲିବା ନେଇ ବାଟ ଫିଟିବ । ରତ୍ନଭଣ୍ଡାର ଖୋଲିବା ପାଇଁ…

କଂଗ୍ରେସ ଅଧ୍ୟକ୍ଷ ନିର୍ବାଚନରେ ଲାଗିଲା ଗ୍ରହଣ । ବଦଳିପାରେ ମୋଡ,ଲଢିପାରନ୍ତି ନୂଆ ଚେହେରା

କନକ ବ୍ୟୁରୋ : କଂଗ୍ରେସ ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ ଦୃଢ ଦାବିଦାର ଥିବା ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ଏବେ ଅଡ଼ୁଆରେ । ଅଶୋକ ଗେହଲଟ୍ଙ୍କ ଉପରେ କ୍ଷୁବ୍ଧ ହାଇକମାଣ୍ଡ । ନିର୍ବାଚନ ରେସରୁ ଗେହଲଟ ଓହରିଥିବା ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ସେପଟେ ସେପ୍ଟେମ୍ବର ୩୦ ତାରିଖରେ…