Daily Archives

September 14, 2022

ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା। କୋର୍ଟରେ ହାଜର ହେଲେ, ଫାଇନ ଗଣିଲେ।  

କନକ ବ୍ୟୁରୋ:  ଫ୍ୟାମିଲି କୋର୍ଟରେ ହାଜର ହୋଇଛନ୍ତି ଓଲିଉଡ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଓ କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି । ପରିବାର ଅଦାଲତରେ ବିଚାରପତି ନିଜ ଚାମ୍ବରରେ ଉଭୟଙ୍କ ମଧ୍ୟସ୍ଥତା କରିଛନ୍ତି । ହେଲେ ମଧ୍ୟସ୍ଥତାର ଫଳାଫଳ କଣ ହେଲା ସ୍ପଷ୍ଟ ହୋଇନାହିଁ । ଏଥିସହ…

ପୁରୀରେ ବିଜେପିର ମାନସ ମନ୍ଥନ। ପଶ୍ଚିମବଙ୍ଗ ଷ୍ଟାଇଲରେ ଲଢିବ ବିଜେପି। 

କନକ ବ୍ୟୁରୋ: ୨୦୨୪ ନିର୍ବାଚନ ପାଇଁ ରାଜ୍ୟ ବିଜେପିର ରଣହୁଙ୍କାର । ବିଜେଡି ବିରୋଧରେ ଲଢେଇକୁ ଜୋରଦାର କରିବାକୁ ଅଣ୍ଟାଭିଡିଲାଣି ରାଜ୍ୟ ବିଜେପି । ପଶ୍ଚିମବଙ୍ଗ ଶୈଳୀରେ ଲଢେଇ କରିବାକୁ ରଣନୀତି ପ୍ରସ୍ତୁତ କରୁଛି । ବିଜେଡିର ଗଡକୁ ଭେଦିବା ପାଇଁ ବିଜେପି କର ବା  ମର ସ୍ଥିତିରେ ଲଢିବ ।…

ଓଜେଇଇରେ ଲାଗୁ ହେଲା ଇଡବ୍ଲୁଏସ୍ କୋଟା। ରାଜ୍ୟର ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ହେବେ ଉପକୃତ।

କନକ ବ୍ୟୁରୋ: ରାଜ୍ୟରେ ଇଞ୍ଜିନିୟରିଂ ପାଠପଢ଼ା ପାଇଁ ଲାଗୁ ହେଲା ଇଡବ୍ଲୁଏସ ସ୍କିମ୍ । ଅର୍ଥାତ୍ ଆର୍ଥିକ ଅନଗ୍ରସର ଛାତ୍ରଛାତ୍ରୀ ଏଣିକି ସଂରକ୍ଷିତ ସିଟ୍ରେ ଇଞ୍ଜିନିୟରିଂ ପାଠକ୍ରମରେ ନାମ ଲେଖାଇପାରିବେ । ଏଥିପାଇଁ ଚଳିତବର୍ଷଠାରୁ ୧୦ପ୍ରତିଶତ ସଂରକ୍ଷିତ ସିଟ୍ ପାଇଁ ଆବେଦନ କରିପାରିବେ…

ଠକ ସୁକେଶ ଚନ୍ଦ୍ରଶେଖରଙ୍କ ସହ ସଂପର୍କ ରଖି ଅଡୁଆରେ ଜ୍ୟାକଲିନ, ଇଡିର ମାରାଥନ ଜେରା

କନକ ବ୍ୟୁରୋ : ୨ଶହ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାନଡିଜ ଇଓଡବ୍ଲୁର ବୁଧବାର ଜେରା କରିଛି । ମନି ଲଣ୍ଡ୍ରିଂ ମାମଲାରେ ଇଡି ପରେ ଇଓଡବ୍ଲୁ ଜ୍ୟାକଲିନଙ୍କୁ ପଚରାଉଚରା କରିଛି । ତଦନ୍ତକାରୀ ସଂସ୍ଥା ଜ୍ୟାକଲିନଙ୍କୁ ଦୀର୍ଘ ଘଂଟା ଧରି ଜେରା କରିଥିବା ଜଣାପଡିଛି ।…

ଗୋଆରେ କଂଗ୍ରେସକୁ ଝଟକା, ହାତ ଛାଡି ପଦ୍ମ ଧରିଲେ ୮ ବିଧାୟକ

କନକ ବ୍ୟୁରୋ : ଗୋଟେ ପଟେ କଂଗ୍ରେସ କରୁଛି ଭାରତ ଯୋଡ ଯାତ୍ରା । ଅନ୍ୟପଟେ ଗୋଟିଏ ପରେ ଗୋଟିଏ ରାଜ୍ୟର ଦଳ ଛାଡୁଛନ୍ତି ଅନେକ ନେତା ଓ ମନ୍ତ୍ରୀ । ଏବେ କଂଗ୍ରେସକୁ ବଡ ଝଟକା ଲାଗିଛି ଗୋଆ । କାରଣ ଏଠାରେ ୧୧ଜଣ କଂଗ୍ରେସ ବିଧାୟକଙ୍କ ମଧ୍ୟରୁ ୮ଜଣ ଏବେ ହାତ ଛାଡି ପଦ୍ମ ଧରିଛନ୍ତି । ଯାହାକୁ ନେଇ…

ଜମତରା ଷ୍ଟାଇଲରେ ମୟୂରଭଞ୍ଜର ଘଞ୍ଚ ଜଙ୍ଗଲ ଭିତରୁ ଜାଲ ବିଛାଇଥିଲେ ସାଇବର ଲୁଟେରା। ଘଣ୍ଟାକରେ ପଠାଉଥିଲେ ୫୫ହଜାରରୁ…

କନକ ବ୍ୟୁରୋ: ସାଇବର ଲୁଟେରାମାନେ ମୟୂରଭଞ୍ଜ ଖୁଂଟା ଜଙ୍ଗଲଭିତରେ, ମୋବାଇଲ ଟାୱାର ତଳେ ବସି ସାଇବର ଲୁଟର ଅପରେଟ୍ କରୁଥିଲେ । ସିମବକ୍ସ ଜରିଆରେ ବିଭିନ୍ନ ସେବା ଯୋଗାଇ ଦେବା ଆଳରେ ବିଭିନ୍ନ ମୋବାଇଲ ନମ୍ବରରେ ମେସେଜ୍ ପଠାଉଥିଲେ । କେତେବେଳେ କେୱାଇସି ଅପଡେଟ୍ ତ ଆଉ କେତେବେଳେ ବିଲ୍ ପଇଠ…