Daily Archives

September 9, 2022

ବନ୍ୟାରେ ବେହାଲ ବେଙ୍ଗାଲୁରୁ । ପାଣିରେ ବୁଡିଛି ପୂରା ସହର, ସିଲିକନ୍ ସିଟିର ଅବସ୍ଥା ଅସମ୍ଭାଳ

କନକ ବ୍ୟୁରୋ : ବେଙ୍ଗାଲୁରୁ ବାସୀଙ୍କ ପାଇଁ କାଳ ସାଜିଛି ଲଗାଣ ବର୍ଷା । ଗତ କିଛି ଦିନର ବର୍ଷା ପୂରା ସହରରେ ବନ୍ୟା ସୃଷ୍ଟି କରିଛି । ତେବେ ମଝିରେ ଗୋଟେ ଦିନ ବର୍ଷା ଛାଡିବାରୁ ସ୍ଥିତି ଧିରେ ଧିରେ ସ୍ୱାଭାବିକ୍ ହୋଇଆସୁଥିବା ବେଳେ, ଏବେ ପୁଣି ବର୍ଷା ଲୋକଙ୍କ ପାଇଁ ଚିନ୍ତା ବଢାଇଛି । ବର୍ଷା…

୨୦୨୪ ପାଇଁ ବିଜେଡିର ନୂଆ ଟାର୍ଗେଟ । ଦେଢ଼ କୋଟି ଭୋଟରଙ୍କୁ ଯୋଡ଼ିବା ଲକ୍ଷ୍ୟ! ଦେଖନ୍ତୁ, ବିଜେଡି ବିଜେପିର ଭୋଟ୍…

କନକ ବ୍ୟୁରୋ: ନିର୍ବାଚନ ଆସିନି ହେଲେ ଏବେଠୁ ରାଜ୍ୟରେ ଅନୁଭୂତ ହେଲାଣି ନିର୍ବାଚନୀ ମାହୋଲ । ଦିଲ୍ଲୀରୁ ନବୀନ ଫେରିବା ଦିନ ବିଶାଳ ଶୋଭାଯାତ୍ରା କରି ଶକ୍ତି ପ୍ରଦର୍ଶନ କରିଥିବା ଶାସକ ଦଳ ଏବେ ଆଗାମୀ ନିର୍ବାଚନ ପାଇଁ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛି । ଏଥର ପୂର୍ବ ତୁଳନାରେ କେମିତି…

ବାରିପଦା ଆମ୍ବଗଡ଼ିଆ ସାପ୍ତାହିକ ହାଟରେ ଆତଙ୍କ ଖେଳାଇଲା ହାତୀ। ଦନ୍ତା ଭୟରେ ବାଇକ୍ ତଳେ ଚାପି ହୋଇ ଜଣଙ୍କ ମୃତ୍ୟୁ। 

କନକ ବ୍ୟୁରୋ: ସପ୍ତାହିକ ହାଟରେ ହାତୀ ଆତଙ୍କ । ହାତୀ ଭୟରେ ବାଇକ ତଳେ ଚାପି ହୋଇ ଚାଲିଗଲା ଯୁବକଙ୍କ ଜୀବନ । ବାରିପଦା ବେତନଟି ରେଂଜ ବୈଶଙ୍ଗା ଥାନା ଆମ୍ବଗଡ଼ିଆ ଅଞ୍ଚଳରେ ଏପରି ଅଘଟଣ ଘଟିଛି । ଗତକାଲି ସଂଧ୍ୟାରେ ଆମ୍ବଗଡ଼ିଆ ସାପ୍ତାହିକ ହାଟରେ ପଶି ହାତୀ ଦୀର୍ଘ ସମୟ ଧରି ଆତଙ୍କ ଖେଳାଇଥିଲା ।…

୨୦୨୪ ପାଇଁ ‘ସେନାପତି’ ବାଛିଲା ବିଜେପି । ୧୫ ରାଜ୍ୟର ପ୍ରଭାରୀ ଓ ସହ-ପ୍ରଭାରୀ କଲା ନିଯୁକ୍ତ । ଜାଣନ୍ତୁ, କାହାକୁ…

କନକ ବ୍ୟୁରୋ: ୨୦୨୪ ସାଧାରଣ ନିର୍ବାଚନ ପାଇଁ ସେନାପତି ବାଛିଛି ଭାରତୀୟ ଜନତା ପାର୍ଟି । ୧୫ ରାଜ୍ୟରେ ନୂଆ ପ୍ରଭାରୀ ଏବଂ ସହ ପ୍ରଭାରୀଙ୍କୁ ନିଯୁକ୍ତ କରିଛି ଦଳ । ଶୁକ୍ରବାର ପାର୍ଟିର ରାଷ୍ଟ୍ରୀୟ ମହାସଚିବ ଅରୁଣ ସିଂହ ସୂଚନା ଦେଇଛନ୍ତି ଯେ, ଜେପି ନଡ୍ଡା ନୂଆ ନାଁ ଉପରେ ମୋହର ମାରିଛନ୍ତି ।…

ମାଲକାନଗିରିରେ ସହିଦ ଯବାନଙ୍କ ଟଙ୍କା ଲୁଟ୍। ଅସାଧୁ କର୍ମଚାରୀ ଟଙ୍କା ହଡପ କରିଥିବା ଅଭିଯୋଗ।

କନକ ବ୍ୟୁରୋ: ସହିଦ ଯବାନଙ୍କ ଟଙ୍କା ଲୁଟ୍ । ମାଲାକନଗିରି ଡିଏନକେ ପୋଷ୍ଟ ଅଫିସର ଅସାଧୁ କର୍ମଚାରୀମାନେ ସହିଦ ଯବାନଙ୍କ ଟଙ୍କା ହଡପ କରିବାକୁ ମଧ୍ୟ ପଛେଇଲେ ନାହିଁ । ମାଲାକନଗିରି ସଦର ମହକୁମାର ସିଆରପିଏଫ ଯବାନ ରମେଶ ହାଲୱା ଜାମ୍ମୁକାଶ୍ମୀରର ବାରାମୁଲା ଠାରେ ୨୦୦୯ ସେପ୍ଟେମ୍ବରରେ ସହିଦ…

ଅବ୍ୟବସ୍ଥିତ ଦକ୍ଷିଣ ଓଡିଶାର ବଡ ମେଡିକାଲ। ଏମକେସିଜିରେ ବାରମ୍ବାର ଘଟୁଛି ଅଘଟଣ।

କନକ ବ୍ୟୁରୋ: ବ୍ରହ୍ମପୁର ଏମକେସିଜି ମେଡିକାଲର ସୁପର ସ୍ପେଶାଲିଟିରେ ପୁଣି ଖସିଲା ସିଲିଂ । ତୃତୀୟ ମହଲାରେ ରହିଥିବା ଏଣ୍ଡୋକ୍ରାଇନୋଲଜି ବିଭାଗର ରୋଗୀ ଥିବା ଏକ କୋଠରୀରେ ସିଲିଂ ଖସି ପଡିଛି । ଦୁର୍ଘଟଣାରୁ ଅଳ୍ପକେ ବର୍ତିଛନ୍ତି ରେଗାୀ ଓ ତାଙ୍କ ସମ୍ପର୍କୀୟ । ଗତକାଲି ପଞ୍ଚମ ମହଲାରୁ…