Daily Archives

September 9, 2022

ଶବ ରଖି ୩୯ ନମ୍ବର ରାଜ୍ୟ ରାଜପଥ ଅବରୋଧ। ନ୍ୟାୟ ଦାବିରେ ରାସ୍ତାରୋକ କଲେ ପରିବାର ସଦସ୍ୟ।

କନକ ବ୍ୟୁରୋ: ଶବ ସଂସ୍କାର ପାଇଁ ସ୍ଥାନ ନମିଳିବାରୁ ରାସ୍ତା ଉପରେ କଫିନ ରଖି ରାସ୍ତାରୋକ । ଟାୟାର ଜାଳି ନବରଙ୍ଗପୁର ଜିଲ୍ଲା ଉମରକୋଟ ସହରର ଡଗ୍ରୀ ସାହି ନିକଟରେ ୩୯ ନମ୍ବର ରାଜ୍ୟ ରାଜପଥକୁ ଅବରୋଧ କରିଛନ୍ତି ମୃତକଙ୍କ ପରିବାର ଲୋକ । ଫଳରେ ଦୀର୍ଘ ସମୟ ଧରି ଗାଡ଼ି ମଟର ଚଳଚଳ ବନ୍ଦ ରହିବାରୁ…

ଷ୍ଟେଜରେ ହଟହଟା ହେଲେ ଆସାମ ମୁଖ୍ୟମନ୍ତ୍ରୀ, ଭାଷଣ ଦେଉଥିବା ବେଳେ ସାଧାରଣ ଲୋକ ଛଡାଇନେଲେ ମାଇକ୍

କନକ ବ୍ୟୁରୋ : ହାଇଦ୍ରାବାଦର ଏକ ରାଲିରେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମାଙ୍କୁ ଅପମାନିତ ହେବାକୁ ପଡିଛି । ସେ ଏକ ଷ୍ଟେଜରେ ଭାଷଣ ଦେଇଥିବା ବେଳେ ଜଣେ ଲୋକ ହଠାତ ଷ୍ଟେଜ ଉପରକୁ ଚଢିଯାଇ ହିମନ୍ତ ବିଶ୍ୱଶର୍ମାଙ୍କ ମୁହଁରୁ ମାଇକ ଛଡାଇ ଆଣିଛନ୍ତି । ଏହାକୁ ଦେଖି ବିଜେପି ନେତାମାନେ…

ନିଆରା ଢଙ୍ଗରେ ଜୈନ ଧର୍ମାବଲମ୍ବୀମାନେ ପାଳିଲେ ପରିୟୁସନ ପର୍ବ , ଜାଣନ୍ତୁ କାହିଁକି କଲେ ଡିଜିଟାଲ ଉପବାସ

କନକ ବ୍ୟୁରୋ : ପର୍ବ ପର୍ବାଣୀରେ ଘରର ମହିଳା ଓ କିଛି ପର୍ବରେ ଉଭୟ ମହିଳା ଓ ପୁରୁଷ ମାନେ ବିନା ଖାଦ୍ୟରେ ଉପବାସ ରହିବା କଥା ସମସ୍ତେ ଜାଣନ୍ତି । ଏବେ ଏବେ ମଧ୍ୟ ପ୍ରଦେଶରେ ଏକ ନୂଆ ଟ୍ରେଣ୍ଡରେ ଉପବାସ କରାଯାଉଛି । ଏହାକୁ ଡିଜିଟାଲ ଉପବାସ ବୋଲି କୁହାଯାଉଛି । ଜୈନ ଧର୍ମାବଲମ୍ବୀମାନେ ଏବେ…

ବଢିଚାଲିଛି ଚିନ୍ତା, ଅବସାଦ, ରାଗ । ୟୁଏନଡିପି ମାନବ ସମ୍ବଳ ବିକାଶ ରିପୋର୍ଟରେ ଆସିଲା ତଥ୍ୟ । 

କନକ ବ୍ୟୁରୋ: ନିକଟରେ ପ୍ରକାଶ ପାଇଛି ୟୁଏନଡିପି ମାନବ ସମ୍ବଳ ବିକାଶ ରିପୋର୍ଟ । ଏଥିରେ ଜଣାପଡିଛି ଚିନ୍ତା, ଅବସାଦ, ରାଗ, ବଢିବାରେ ଲାଗିଛି । ଗତ ଦଶନ୍ଧି ଧରି ଏହା ରେକର୍ଡସ୍ତରରେ ବୃଦ୍ଧି ପାଇବାରେ ଲାଗିଛି । ଦେଖାଯାଉଛି ଯେ ଅନେକ ଦେଶ ସେମାନଙ୍କ ସ୍ୱାସ୍ଥ୍ୟବଜେଟର ୨ ପ୍ରତିଶତକୁ ମାନସିକ…

ସାଂସଦ ଅନୁଭବ-ବର୍ଷା ପାରିବାରିକ ବିବାଦ ମାମଲା । ଉଭୟଙ୍କୁ ୫ ହଜାର ଲେଖାଏଁ ପୈଠ କରିବାକୁ ନିର୍ଦ୍ଦେଶ 

କନକ ବ୍ୟୁରୋ: କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତି ଓ ପତ୍ନୀ ବର୍ଷା ପ୍ରିୟଦର୍ଶନୀ ପାରିବାରିକ ବିବାଦ ମାମଲା । ଉଭୟ ସ୍ୱାମୀ ସ୍ତ୍ରୀ କୋର୍ଟରେ ପୈଠ କରିବେ ୫ ହଜାର ଲେଖାଏଁ ଟଙ୍କା । ଏନେଇ କଟକ ଫ୍ୟାମିଲି କୋର୍ଟ ଦୁହିଁଙ୍କୁ ନିର୍ଦ୍ଦେଶ ଦେଇଛନ୍ତି । ଖାଲି ସେତିକି ନୁହେଁ କୋର୍ଟ ଉଭୟ ବର୍ଷା…

ଆଇପିଏଲ ଖେଳିଥିବା କ୍ରିକେଟରଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ଦୁଷ୍କର୍ମ ଅଭିଯୋଗ ପାଇଁ ବୋର୍ଡ କଲା ନିଲମ୍ବିତ । 

କନକ ବ୍ୟୁରୋ : ନେପାଳ କ୍ରିକେଟ ଟିମର ଚର୍ଚ୍ଚିତ କ୍ରିକେଟର ତଥା ଅଧିନାୟକ ସନ୍ଦୀପ ଲାମିଚାନେଙ୍କ ନାଁରେ ସଙ୍ଗୀନ ଅଭିଯୋଗ । ନାବାଳିକାଙ୍କୁ ଦୁଷ୍କର୍ମ ଅଭିଯୋଗରେ ସନ୍ଦୀପଙ୍କୁ ନିଲମ୍ବିତ କରିଛି ନେପାଳ କ୍ରିକେଟ ବୋର୍ଡ । ଏପରିକି ସନ୍ଦୀପଙ୍କୁ ଗିରଫ କରିବାକୁ ୱାରେଣ୍ଟ ଜାରି କରାଯାଇଛି ।…