Daily Archives

September 4, 2022

ସାର୍ବଜୀନକ କ୍ଷେତ୍ରରେ କମ୍ପାନୀଙ୍କୁ ନେଇ ମାରୁତି ସୁଜୁକି ଚେୟାରମ୍ୟାନଙ୍କ ବୟାନ । କହିଲେ, ସରକାର ବ୍ୟବସାୟ କରିବା…

କନକ ବ୍ୟୁରୋ : ସରକାର ବ୍ୟବସାୟ କରିବା ଉଚିତ୍ ନୁହେଁ କାରଣ ସରକାରୀ କ୍ଷେତ୍ରରେ କମ୍ପାନୀଗୁଡିକ ବ୍ୟବସାୟ କରିବାକୁ ଅକ୍ଷମ । ଏଭଳି କହିଛନ୍ତି ମାରୁତି ସୁଜକୀର ଚେୟାରମ୍ୟାନ ଆର.ସି ଭାର୍ଗବ । ସେ କହିଛନ୍ତି କି, ସରକାରୀ କମ୍ପାନୀଗୁଡିକ ନିଜର ବ୍ୟବସାୟ ବୃଦ୍ଧି କରିବାକୁ ସେମାନଙ୍କ ପାଖରେ…

ଏନଡିଟିଭିରେ ସେୟାର ହାସଲ ପାଇଁ ଦରକାର ନାହିଁ ଆୟକର ବିଭାଗର ଅନୁମତି, ଏମିତି କହିଲା ଆଦାନୀ ଗ୍ରୁପ୍

କନକ ବ୍ୟୁରୋ: ଆଦାନୀ ଗ୍ରୁପ କହିଛି ଯେ ଏନଡିଟିଭିରେ ସେୟାର ହାସଲ ପାଇଁ ଅଧିକାରୀଙ୍କ ମଞ୍ଜୁରୀର ଆବଶ୍ୟକତା ନାହିଁ । ଅର୍ଥାତ ଆୟକର ବିଭାଗର କୌଣସି ପ୍ରକାରର ଅନୁମତିର ଆବଶ୍ୟକତା ନାହିଁ । ଏନେଇ ଆଦାନୀ ଗ୍ରୁପ ପକ୍ଷରୁ ନୂଆ ବୟାନ ଜାରି କରାଯାଇଛି । ଏହାକୁ ଅନେକ ବିଶେଷଜ୍ଞ ମଧ୍ୟ ସମର୍ଥନ…

୧୦ ଦିନ ବ୍ୟବଧାନରେ ଚାଲିଗଲେ ବାପାମାଆ, ଲିଭିଗଲା ୨ ଜଣଙ୍କ ଜୀବନଦୀପ । ଅନାଥ ହୋଇଗଲେ ୨ ଭାଇଭଉଣୀ ।

କନକ ବ୍ୟୁରୋ: ଆଗେଆଗେ ମାଆ, ପଛେପଛେ ବାପା । ଏକାକରି ସପାରିକୁ ଚାଲିଗଲେ ବାପାମାଆ । ଅନାଥ ହୋଇଗଲେ ୨ ଭାଇଭଉଣୀ । ଘରେ ପଡିଛି ବାପାଙ୍କ ଶବ । ବାହାରେ ବନ୍ଧା ଚାଲିଛି ବାପାଙ୍କ ପାଇଁ କୋକେଇ । ବାପା ସିନା ଶୋଇଛନ୍ତି ହେଲେ ଦେହରେ ଯେ ଆଉ ଜୀବନ ନାହିଁ ତାହା ଘର ଲୋକଙ୍କ କାନ୍ଦ ବୋବାଳି ଆଉ…

ପରିବାର କଳିର କରୁଣ ପରିଣତି । ସ୍ତ୍ରୀକୁ ହତ୍ୟା କରି ପାଇଖାନା ଟାଙ୍କିରେ ପକାଇଲା ସ୍ୱାମୀ

କନକ ବ୍ୟୁରୋ: କୋରାପୁୁଟ ଲକ୍ଷ୍ମୀପୁର ବ୍ଲକର କାକିରିଗୁମ୍ମା ଗାଁରୁ ଆସିଛି ବିଭତ୍ସ ହତ୍ୟାକାଣ୍ଡର ଘଟଣା । ସ୍ୱାମୀ ସାଜିଲା ପିଶାଚ । ପାରିବାରିକ କଳହରୁ ସ୍ତ୍ରୀକୁ ସ୍ୱାମୀ ହତ୍ୟା କରିବା ସହ ପାଇଖାନା ଟାଙ୍କିରେ ଶବ ଲୁଚାଇ ରଖିଥିଲା । ପ୍ରାୟ ୪ମାସ ପରେ ଗଳିତ ଶବ ପାଇଖାନା ଟାଙ୍କିରୁ ଜବତ…

ରାଜ୍ୟରେ ବଢ଼ୁଛି ଆତ୍ମହତ୍ୟା ଜନିତ ମୃତ୍ୟୁ ମାମଲା । ଯୁବପିଢ଼ୀଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ଓଡ଼ିଶା

କନକ ବ୍ୟୁରୋ: ଓଡ଼ିଶାରେ ବଢ଼ୁଛି ଆତ୍ମହତ୍ୟାଜନିତ ମୃତ୍ୟୁ ମାମଲା । ଯୁବପିଢ଼ୀଙ୍କ ଆତ୍ମହତ୍ୟା ମାମଲାରେ ଦେଶରେ ଦ୍ୱିତୀୟ ସ୍ଥାନରେ ରହିଛି ଓଡ଼ିଶା । ଜାତୀୟ ଆତ୍ମହତ୍ୟା ହାର ୧୨ ଥିବାବେଳେ ଓଡ଼ିଶାର ହାର ୧୨.୫ ରହିଛି । ଗତ ଅଗଷ୍ଟ ମାସ ଶେଷ ସୁଦ୍ଧା ଟ୍ୱିନ ସିଟି କଟକ ଭୁବନେଶ୍ୱରରେ ୨୨୬…

ସରକାରୀ ଡାକ୍ତରଖାନାରେ ରୋଗୀ ଦେଖିବାକୁ ପସନ୍ଦ କରୁନାହାଁନ୍ତି ଡାକ୍ତର । ଗତ ଦୁଇ ବର୍ଷରେ ୮୦ରୁ ଅଧିକ ଡାକ୍ତର…

କନକ ବ୍ୟୁରୋ: ଡାକ୍ତରଙ୍କୁ ପସନ୍ଦ ନୁହେଁ ସରକାରୀ ଚାକିରୀ । ସର୍ଭେ ମୁତାବକ, ଗତ ଦୁଇ ବର୍ଷରେ ୮୦ରୁ ଅଧିକ ଡାକ୍ତର ଆଗୁଆ ଅବସର ନେଇଛନ୍ତି । ଏହାଛଡା ପ୍ରତିମାସରେ ଭିଆରଏସ ବା ସ୍ୱେଚ୍ଛାକୃତ ଅବସର ପାଇଁ ଡାକ୍ତରଙ୍କ ଆବେଦନ ସଂଖ୍ୟା ବଢିବାରେ ଲାଗିଛି । ଏହା ପ୍ରମାଣ କରୁଛି ଯେ, ସରକାର ଚାକିରୀ…