Daily Archives

August 29, 2022

ଥାନା ବାରଣ୍ଡାରେ ବାପା: ନିଖୋଜ ପୁଅ ପାଇଁ ମାଗିଲେ ନ୍ୟାୟ

କନକ ବ୍ୟୁରୋ: ଥାନା ବାରଣ୍ଡାରେ କାନ୍ଦି କାନ୍ଦି ପୁଲିସକୁ ଗୁହାରି କରୁଛନ୍ତି ଯାଜପୁର ସିଂହପୁରରୁ ଆସିଥିବା ଅବସରପ୍ରାପ୍ତ ଅଧ୍ୟାପକ ଭାଗୀରଥୀ ପୃଷ୍ଟି । ପୁଅ ହଜିଯାଇଛି, ଆଉ ଖୋଜି ଖୋଜି ନ ପାଇବା ପରେ ସେ ଭୁବନେଶ୍ୱର ଆସି ପଂହଚିଛନ୍ତି । ଭାଗୀରଥୀଙ୍କ ପୁଅ ସୁବାଶିଷ ପୃଷ୍ଟି ଭୁବନେଶ୍ୱରରେ ଏକ…

ସହରୀ ଅଳିଆକୁ ନେଇ ବିବାଦ: ବିଏମସିକୁ ଅଡୁଆ ଗ୍ରାମବାସୀଙ୍କ ବିରୋଧ

କନକ ବ୍ୟୁରୋ: ବିଏମସି ପାଇଁ ଅଡୁଆ ହୋଇଛି ସହରୀ ଅଳିଆ । ରାଜଧାନୀ ଉପକଣ୍ଠ ଦାରଠେଙ୍ଗର ଭୂଆସୁଣୀ ଡମ୍ପିଂୟାର୍ଡରେ ଅଳିଆ ପକାଇବାକୁ ସ୍ଥାନୀୟ ଲୋକ ବିରୋଧ କରିଛନ୍ତି । ପାହାଡ ଭଳି ଗଦା ହୋଇଛି ଅଳିଆ । ରାଜଧାନୀରୁ ଅଳିଆ ଆଣି ବିଏମସି ଦାରୁଠେଙ୍ଗ ସ୍ଥିତ ଭୁଆସୁଣୀ ଡମ୍ପିଂୟାର୍ଡରେ ପକାଉଥିଲା ।…

ମିଲେଟ ମିଶନକୁ ଜନ ଆନ୍ଦୋଳନ କରିବାକୁ ମୋଦୀଙ୍କ ଆହ୍ୱାନ: କହିଲେ ସ୍ୱାସ୍ଥ୍ୟ ପାଇଁ ହିତକର ମାଣ୍ଡିଆ, ଛୋଟ ଚାଷୀଙ୍କ ପାଇଁ…

କନକ ବ୍ୟୁରୋ: ମନ କି ବାତ କାର୍ଯ୍ୟକ୍ରମରେ ମାଣ୍ଡିଆର ଉପକାରିତା ବର୍ଣ୍ଣନା କରିବା ସହ ଏହାର ଉତ୍ପାଦନ ଓ ବ୍ୟବହାରକୁ ଏକ ଜନଆନ୍ଦୋଳନରେ ପରିଣତ କରିବାକୁ ପ୍ରଧାନମନ୍ତ୍ରୀଙ୍କ ଏହି ଆହ୍ୱାନ ଏବେ ସାରା ଦେଶରେ ଚର୍ଚ୍ଚାର ବିଷୟ ହୋଇଛି । ପ୍ରଧାନମନ୍ତ୍ରୀ କହିଛନ୍ତିି, ମାଣ୍ଡିଆ ସ୍ୱାସ୍ଥ୍ୟ ପାଇଁ…

କଟକରେ ମୂର୍ତ୍ତି ନିର୍ମାଣରେ ଗଡ଼ବଡ଼: ପୁଲିସ ନେବ କାର୍ଯ୍ୟାନୁଷ୍ଠାନ ନିଷ୍ପତି

କନକ ବ୍ୟୁରୋ: କଟକରେ ଗଣେଶ ମୂର୍ତି ନିର୍ମାଣକୁ ଦେଖାଦେଇଥିବା ବିବାଦରେ ହସ୍ତକ୍ଷେପ କରିବାକୁ ମନା କରିଦେଇଛନ୍ତି ହାଇକୋର୍ଟ । ଏ ବାବଦରେ ସ୍ଥାନୀୟ ପୋଲିସ ପ୍ରଶାସନ ନିଷ୍ପତି ନେବ । ହାଇକୋର୍ଟ କହିଛନ୍ତି- - ଗଣେଶ ପୂଜାକୁ ଆଉ ୪୮ ଘଂଟାରୁ କମ ସମୟ ରହିଛି -ଆଉ ଥରେ ଯାଂଚ କରିବାକୁ ପୁଲିସ…

ଓଡିଶାର ୩ଟି ଆଦ୍ରଭୂମିକୁ ରାମସାରର ମାନ୍ୟତା। ତାମ୍ପରା ହ୍ରଦ, ହୀରାକୁଦ ଡ୍ୟାମ ଓ ଅଂଶୁପା ହ୍ରଦକୁ ମାନ୍ୟତା। 

କନକ ବ୍ୟୁରୋ: ଚଳିତବର୍ଷ କେନ୍ଦ୍ର ସରକାରଙ୍କ ପକ୍ଷରୁ ଓଡିଶାର ୩ଟି ଆଦ୍ରଭୂମିକୁ ରାମସାରର ମାନ୍ୟତା ମିଳିଛି । ଗଞାମର ତାମ୍ପରା ହ୍ରଦ, ସମ୍ବଲପୁରର ହୀରାକୁଦ ଡ୍ୟାମ ଓ ବାଙ୍କୀର ଅଂଶୁପା ହ୍ରଦକୁ ଏହି ମାନ୍ୟତା ମିଳିଛି । ଏହି ମାନ୍ୟତା ମିଳିବା ପରେ ବାଙ୍କୀର ଅଂଶୁପା ବିକାଶ କ୍ଷେତ୍ରରେ ଆଉ…

ଶିକ୍ଷା କ୍ଷେତ୍ରରେ ଘରୋଇ ପୁଞ୍ଜିନିବେଶ ପ୍ରସଙ୍ଗରେ କେନ୍ଦ୍ରମନ୍ତ୍ରୀଙ୍କ ବୟାନକୁ ନେଇ ବିବାଦ: ଟାର୍ଗେଟ କଲା ରାଜ୍ୟ ଆମ…

କନକ ବ୍ୟୁରୋ: ପୁଂଜି ନିବେଶକୁ ରୋକିବା ଉଚିତ ନୁହେଁ ବୋଲି ମତ ଦେଇଥିଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଦିଲ୍ଲୀର ଆପ୍ ସରକାରକୁ ଟାର୍ଗେଟ କରି ସେ ଏପରି କହିଥିଲେ । ତାଙ୍କର ଯୁକ୍ତି ଥିଲା ଯେଉଁମାନେ ତାଙ୍କ ପିଲାମାନଙ୍କୁ ଘରୋଇ ଅନୁଷ୍ଠାନରେ ପାଠ ପଢ଼ିବାକୁ ସକ୍ଷମ,…