Daily Archives

August 13, 2022

ଘନୀଭୂତ ହେଉଛି ଲଘୁଚାପ: ଦୁଇ ଦିନ ପାଇଁ ରେଡ଼ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ

କନକ ବ୍ୟୁରୋ: ଘୂର୍ଣ୍ଣିବଳୟ ଲଘୁଚାପରେ ପରିଣତ ହେବା ପରେ ପୂରା ଓଡ଼ିଶାକୁ ଘେରିରହିଛି ମେଘଖଣ୍ଡ । ଆଉ ପ୍ରଭାବରେ ଦିନତମାମ ଲାଗିରହିଛି ବର୍ଷା । ଆସନ୍ତାକାଲି ଆହୁରି ଘନୀଭୂତ ହୋଇ ଅବପାତରେ ପରିଣତ ହେବ । ବର୍ଷାର ପ୍ରକୋପ ବଢ଼ିବ । ପ୍ରବଳରୁ ଅତି ପ୍ରବଳ ବର୍ଷାର ଆଶଙ୍କା କରିଛି ପାଣିପାଗ ବିଭାଗ…

ନବରଙ୍ଗପୁରରେ ମକା ଚାଷ ପାଇଁ ମହାଭାରତ। ଜଙ୍ଗଲ ଜମିରେ ହୋଇଥିବା ଫସଲ ନଷ୍ଟ କରିଦେଲେ ଶହ ଶହ ଆଦିବାସୀ।

କନକ ବ୍ୟୁରୋ: ଜଙ୍ଗଲ ଜମି ଅଧିକାରକୁ ନେଇ ତୁମୁଳକାଣ୍ଡ । ହାତରେ ପାରମ୍ପରିକ ଅସ୍ତ୍ରଶସ୍ତ୍ର ଧରି କନ୍ଧ ସଂପ୍ରଦାୟର ଘର ପୋଡ଼ିବା ସହ ଏକର ଏକର ମକା ଚାଷ ନଷ୍ଟ କରିଦେଲେ ଶହଶହ ଆଦିବାସୀ । ନବରଙ୍ଗପୁର ଜିଲ୍ଲାରୁ ଆସିଛି ଏଭଳି ସାଙ୍ଘାତିକ ଖବର । ଉମରକୋଟ ବ୍ଲକ ବୁର୍ଜା ପଞ୍ଚାୟତ ଅନ୍ତର୍ଗତ…

୨୪ଘଣ୍ଟାରେ ଅବପାତର ରୂପ ନେବ ଲଘୁଚାପ। ସମସ୍ତ ଜିଲ୍ଲାପାଳଙ୍କୁ ଚିଠି ଲେଖି ସତର୍କ କଲେ ଏସଆରସି।

କନକ ବ୍ୟୁରୋ: ଉତ୍ତର ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ ଘନିଭୂତ ହୋଇ ୨୪ଘଣ୍ଟାରେ ଅବପାତର ରୂପ ନେବ । ଏହାର ପ୍ରଭାବରେ ରାଜ୍ୟରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଉପକୂଳ ଓଡ଼ିଶାର ୭ ଜିଲ୍ଲାକୁ ରେଡ ୱାର୍ଣ୍ଣିଂ ଦିଆଯାଇଛି । ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ସର୍ତକ…

ଢେଙ୍କାନାଳ ମୁଖ୍ୟ ଚିକିିତ୍ସାଳୟରେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ, ୫ ମହଲା ଉପରୁ ଡେଇଁଲେ ରୋଗୀ।

କନକ ବ୍ୟୁରୋ: ଢେଙ୍କାନାଳ ମୁଖ୍ୟଚିକିିତ୍ସାଳୟରେ ପୁଣି ଜଣେ ରୋଗୀଙ୍କ ଆତ୍ମହତ୍ୟା ଉଦ୍ୟମ । ୫ ମହଲା କୋଠା ଛାତ ଉପରୁ ଡେଇଁ ରୋଗୀ ଗୁରୁତର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଏମରଜେନ୍ସି ୱାର୍ଡରେ ଭର୍ତ୍ତି କରାଯାଇଛି । ପରଜଙ୍ଗ ଡମସାହିର ଚନ୍ଦନ ନାୟକ ମାନସିକ…

ଗୁଗୁଲ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଲେ ସିଇଓ ସୁନ୍ଦର ପିଚାଇ: ଦକ୍ଷତା ବୃଦ୍ଧି କର, ନହେଲେ ବିପଦରେ ଚାକିରି

କନକ ବ୍ୟୁରୋ: ଗୁଗୁଲ କର୍ମଚାରୀଙ୍କ ପାଇଁ ସତର୍କ ଘଣ୍ଟି ବଜାଇଛନ୍ତି ସିଇଓ ସୁନ୍ଦର ପିଚାଇ । ନିଜ କର୍ମଚାରୀଙ୍କ କାର୍ଯ୍ୟରେ ସେ ଖୁସି ନଥିବା ସେ ପ୍ରକାଶ କରିଛନ୍ତି । କେବଳ ସେତିକି ନୁହେଁ କର୍ମଚାରୀମାନଙ୍କୁ ସେ କାର୍ଯ୍ୟ ଦକ୍ଷତା ବଢାଇବାକୁ ମଧ୍ୟ ତାଗିତ କରିଛନ୍ତି । ୨୦୨୨ ଦ୍ୱିତୀୟ…

ତ୍ରିରଙ୍ଗା ଉଡାଇବା ବେଳେ କଣ କରିବା ଦରକାର, କଣ ନୁହେଁ? ଜାଣନ୍ତୁ…

କନକ ବ୍ୟୁରୋ: ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ‘ହର ଘର ତ୍ରିରଙ୍ଗା’ ଅଭିଯାନର ଶୁଭାରମ୍ଭ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୁଲାଇ ୨୨ରେ ଏହି କାର୍ଯ୍ୟକ୍ରମର ଘୋଷଣା କରିଥିଲେ । ଆଜାଦୀ କା ଅମୃତ ମହୋତ୍ସବ ଅନ୍ତର୍ଗତ ଏହି କାର୍ଯ୍ୟକ୍ରମ ଆଜିଠାରୁ ସାରା ଦେଶର ଆରମ୍ଭ ହୋଇଛି ।…