Daily Archives

August 10, 2022

ରାତି ପାହିଲେ ରାକ୍ଷୀ ପୂର୍ଣ୍ଣିମା, ଉଦଳାର ଛାତ୍ରୀ ତିଆରି କଲେ ନିଆରା ରାକ୍ଷୀ

କନକ ବ୍ୟୁରୋ: ରାକ୍ଷୀରେ ଜଗନ୍ନାଥ, ରାକ୍ଷୀରେ ରାଷ୍ଟ୍ରପତି । ରାତି ପାହିଲେର ରାକ୍ଷୀ ପୂର୍ଣ୍ଣିମା । ଭାଇ ହାତରେ ସ୍ନେହ ମମତା ଭରା ଡୋରୀ ବାନ୍ଧିବ ଭଉଣୀ । ଏଥିପାଇଁ ବଜାରରେ ରାକ୍ଷୀର ପସରା ମେଲାଇ ବସିଛନ୍ତି ଦୋକାନୀ । ଭିନ୍ନ ଭିନ୍ନ ଢଙ୍ଗର ରାଖୀ ବିକ୍ରି ହେଉଛି । ହେଲେ ମହାମହିମ…

ସାଇବର ଠକଙ୍କ ଲୁଟ୍, କଷ୍ଟମର କେୟାର ନାଁରେ ହୋମିଓପାଥିକ୍ ଡାକ୍ତରଙ୍କଠାରୁ ନେଇଗଲେ ୯୫ ହଜାର ଟଙ୍କା। 

କନକ ବ୍ୟୁରୋ: କଷ୍ଟମରକେୟାର ନାଁରେ ଡାକ୍ତରଙ୍କ ଠାରୁ ଲୁଟ୍ । ସାଇବର ଠକେଇ ସମ୍ପର୍କୀତ ଖବର ଯେତେ ପ୍ରସାରଣ ହେଲେ ବି ଏହି ଠକାମି ତାଲିକା ଲମ୍ବୁଛି ସିନା କମୁନି । ପ୍ରାୟ ସବୁଦିନ କେଉଁଠି ନା କେଉଁଠି, କିଏ ନାଁ କିଏ ସାଇବର ଠକଙ୍କ ହାବୁଡରେ ପଡୁଛନ୍ତି । ଏବେ ସାଇବର ଠକଙ୍କ ଜାଲରେ…

ଅଧରାସ୍ତାରେ ଅଟକିଲା ଆମ୍ବୁଲାନ୍ସ, ଅଚଳ ଆମ୍ବୁଲାନ୍ସରେ ୨ ଘଣ୍ଟା କାଳ ଛଟପଟ ହେଲେ ଗୁରୁତର ରୋଗୀ

କନକ ବ୍ୟୁରୋ: ଅଧା ବାଟରେ ଅଟକିଲା ଆମ୍ବୁଲାନ୍ସ । ଡାକ୍ତରଖାନାକୁ ଯାଇ ନପାରି ରାସ୍ତାରେ ଯନ୍ତ୍ରଣାରେ ଛଟପଟ ହେଲେ ରୋଗୀ । ପ୍ରାୟ ୨ ଘଣ୍ଟାକାଳ ଆମ୍ବୁଲାନ୍ସ ଭିତରେ ପଡିରହିଲେ ଗୁରୁତର ରୋଗୀ । ରାୟଗଡା ସହରରେ ଆଜି ଏଭଳି ଏକ ସମ୍ବେଦନଶୀଳ ଘଟଣା ଘଟିଛି । ରାୟଗଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ…

ଦୁର୍ନୀତି ଅଭିଯୋଗରେ ୯ ଜଣ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ: ୫ଜଣଙ୍କୁ ବାଧ୍ୟତାମୂଳକ ଅବସର, ୨ ଜଣଙ୍କୁ ଚାକିରୀରୁ…

କନକ ବ୍ୟୁରୋ: ରାଜ୍ୟ ସରକାରଙ୍କ ଏହି ଆଭିମୁଖ୍ୟ ଅନୁଯାୟୀ ଏବେ ଆଉ ୫ ଜଣ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଥିବା ବେଳେ ୨ ଜଣଙ୍କୁ ଚାକିରୀରୁ ବହିଷ୍କାର ଓ ଅନ୍ୟ ୨ ଜଣଙ୍କ ପେନସନ୍‌ ସ୍ଥାୟୀଭାବେ ସ୍ଥଗିତ କରାଯାଇଛି। ଏଥିରେ ବିଭିନ୍ନ କ୍ଷେତ୍ରରେ ଥିବା ଅଧିକାରୀ, ଯଥା - ଜଣେ…

ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ହେବେ ଉଦୟ ଉମେଶ ଲଳିତ, ରାଷ୍ଟ୍ରପତି ଲଗାଇଲେ ମୋହର

କନକ ବ୍ୟୁରୋ : ସୁପ୍ରିମକୋର୍ଟର ମୁଖ୍ୟ ବିଚାରପତି ଭାବେ ଉଦୟ ଉମେଶ ଲଳିତକୁ ନିଯୁକ୍ତି ଦିଆଯାଇଛି । ଏବେ ମୁଖ୍ୟ ବିଚାରପତି ଥିବା ଜଷ୍ଟିସ ଏନଭି ରମନ୍ନାଙ୍କ ସୁପାରିଶ ଉପରେ ମୋହର ମାରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଜଷ୍ଟିସ ଲଳିତ ଦେଶର ୪୯ ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ…

ସୁନୀଲ ବଂଶଲ ହେଲେ ରାଜ୍ୟ ବିଜେପି ପ୍ରଭାରୀ: ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ସାମ୍ଭାଳିବେ ଓଡିଶା ଦାୟିତ୍ୱ

କନକ ବ୍ୟୁରୋ: ସୁନୀଲ ବଂଶଲ ହେଲେ ରାଜ୍ୟ ବିଜେପି ପ୍ରଭାରୀ । ତେଲେଙ୍ଗାନା, ପଶ୍ଚିମବଙ୍ଗ ସହ ଓଡିଶା ଦାୟିତ୍ୱ ସାମ୍ଭାଳିବେ । ଅମିତ ଶାହାଙ୍କ ଓଡିଶା ଗସ୍ତ ପରେ ନୂଆ ପ୍ରଭାରୀ ନିଯୁକ୍ତ ହୋଇଛନ୍ତି । ଏନେଇ ବିଜେପି ମୁଖ୍ୟାଳୟ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ପୂର୍ବରୁ ଡି ପୁରେନ୍ଦେଶ୍ୱରୀ…