Daily Archives

July 10, 2022

ମହାରାଷ୍ଟ୍ରରେ ପ୍ରଳୟଙ୍କାରୀ ବର୍ଷା, ଗତ ୨୪ ଘଂଟାରେ ୯ ମୃତ

କନକ ବ୍ୟୁରୋ : ଆସାମ ପରେ ଏବେ ମହାରାଷ୍ଟ୍ରରେ ବି ପ୍ରଳୟଙ୍କାରୀ ବର୍ଷାର ତାଣ୍ଡବ ଦେଖିବାକୁ ମିଳିଛି । ପ୍ରବଳ ବର୍ଷା ଫଳରେ ଗତ ୨୪ ଘଂଟା ମଧ୍ୟରେ ୯ ଜଣଙ୍କର ମୃତ୍ୟୁ ହୋଇଛି । ସରକାରୀ ସୂଚନା ମୁତାବକ ଜୁଲାଇ ପହିଲାରୁ ଆଜି ପର୍ଯ୍ୟନ୍ତ ବର୍ଷା କାରଣରୁ ମୋଟ ୭୬ ଜଣଙ୍କର ମୃତ୍ୟୁ ହୋଇଛି । ଏବେ…

ଗୋଆରେ ବଢିଲା କଂଗ୍ରେସ କନ୍ଦଳ, ବିଜେପିରେ ଯୋଗ ଦେଇପାରନ୍ତି ୯ କଂଗ୍ରେସ ବିଧାୟକ

କନକ ବ୍ୟୁରୋ : ମହାରାଷ୍ଟ୍ର ପରେ ଏବେ ଗୋଆରେ ବି କ୍ଷମତା ସଂକଟ ଦେଖିବାକୁ ମିଳିଛି । ଏଠାରେ କଂଗ୍ରେସ ପାର୍ଟି ମଧ୍ୟରେ ଦଳୀୟ କନ୍ଦଳ ଉଗ୍ରରୂପ ନେବାରେ ଲାଗିଛି । ପାର୍ଟିର ୯ ଜଣ ବିଧାୟକ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ଜୋର ଧରିଛି । ସେପଟେ ଅସନ୍ତୁଷ୍ଟ ବିଧାୟକଙ୍କୁ ବୁଝାଇବାକୁ…

ଶ୍ରୀଲଙ୍କାରେ ପ୍ରଦର୍ଶନକାରୀଙ୍କ ଉନ୍ମତ୍ତ କାଣ୍ଡ । ରାଷ୍ଟ୍ରପତି ଭବନ ଲାଇବ୍ରେରୀରୁ ବହି ବୋହିନେଲେ

କନକ ବ୍ୟୁରୋ: ସେପଟେ ଶ୍ରୀଲଙ୍କା ରାଷ୍ଟ୍ରପତି ଭବନର ଆଉ ଏକ ଦୃଶ୍ୟ ସାମ୍ନାକୁ ଆସିଛି । ରାଷ୍ଟ୍ରପତି ଭବନରେ ଥିବା ଲାଇବ୍ରେରୀରୁ ବହି ବୋହି ନେଉଛନ୍ତି ପ୍ରଦର୍ଶନକାରୀ । ଲାଇବ୍ରେରୀରୁ ବହି ନେବା ପାଇଁ ଲୋକଙ୍କ ଲମ୍ବା ଲାଇନ୍ ଲାଗିଛି । ରାଷ୍ଟ୍ରପତି ଭବନ ଲାଇବ୍ରେରୀରୁ ଲୋକଙ୍କ ଲମ୍ବା…

ଶ୍ରୀଲଙ୍କାରେ ସ୍ଥିତି ଗମ୍ଭୀର । ରାଷ୍ଟ୍ରପତି ଭବନରେ ଟଙ୍କା ପାଇଲେ ପ୍ରଦର୍ଶନକାରୀ ପଶି । ମିଳିଥିବା ୨କୋଟି ଟଙ୍କା…

କନକ ବ୍ୟୁରୋ: ଶ୍ରୀଲଙ୍କାରେ ଭୟଙ୍କର ଆର୍ଥିକ ସଂକଟ ଜାରି ରହିଥିବାବେଳେ, ରାଷ୍ଟ୍ରପତି ଭବନରେ ପ୍ରଦର୍ଶନକାରୀଙ୍କ ହାତରେ ଲାଗିଛି କୋଟି କୋଟି ନଗଦ ଟଙ୍କା । ପାଖାପାଖି ୨ କୋଟି ଟଙ୍କା ପ୍ରଦର୍ଶନକାରୀଙ୍କୁ ମିଳିଥିବା କୁହାଯାଉଛି । ରାଷ୍ଟ୍ରପତି ଭବନ ଭିତରେ ପ୍ରଦର୍ଶନକାରୀ ଟଙ୍କା ଗଣୁଥିବାର…

ବାହାରିନରେ ବାହୁଡ଼ା ଯାତ୍ରା । ବିଦେଶରେ ଶୁଭିଲା ହୁଳହୁଳି , ବାଜିଲା ଘଣ୍ଟ

କନକ ବ୍ୟୁରୋ : ୨ ବର୍ଷ ପରେ ଜଗନ୍ନାଥଙ୍କ ପବିତ୍ର ବାହୁଡ଼ା ଯାତ୍ରା ଆରବଦେଶର ଦି କିଙ୍ଗଡ଼ମ ଅଫ ବାହାରିନ ଠାରେ ବହୁ ଆଡ଼ମ୍ବରରେ ଅନୁଷ୍ଠିତ ହୋଇଛି । ବାହାରିନ ଠାରେ ଥିବା ବାହାରିନ ଓଡ଼ିଆ ସମାଜ ଓ ବାହାରିନ ଇସ୍କନ ମନ୍ଦିର ପକ୍ଷରୁ ମିଳିତ ସହଯୋଗରେ ପାଳିତ ହୋଇଛି ବାହୁଡ଼ା ଯାତ୍ରା । କୋଭିଡ଼…

ଲଣ୍ଡନ ଦେଖିଲା ମହାପ୍ରଭୁଙ୍କ ବାହୁଡ଼ାଯାତ୍ରା । ଘଣ୍ଟ, ମୃୃଦଙ୍ଗ ବଜାଇ ରଥ ଦଉଡ଼ି ଭିଡ଼ିଲେ ଭକ୍ତ

କନକ ବ୍ୟୁରୋ : ସମସ୍ତ ରୀତିିନୀତି ଅନୁସାରେ ଲଣ୍ଡନରେ ବହୁ ଆଡ଼ମ୍ବରରେ ପାଳିତ ହୋଇଛି ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା । କେବଳ ଓଡ଼ିଶାରେ ନୁହେଁ ଓଡ଼ିଶା ବାହାରେ ମଧ୍ୟ ଖୁବ ବାହୁଡ଼ା ଯାତ୍ରାକୁ ଧୁମଧାମରେ ପାଳନ କରାଯାଉଛି । ଲଣ୍ଡନର ବିଭିନ୍ନ ସ୍ଥାନରେ ଭକ୍ତମୟ ପରିବେଶ ଦେଖାଦେଇଛି । ଭଜନ ,ଜଣାଣ…