Daily Archives

June 25, 2022

ଗିନିଜ୍ ବୁକ୍ ଅଫ୍ ରେକର୍ଡରେ କେନ୍ଦୁଝର ରଥ। ଦୁଃଖପ୍ରକାଶ କଲେ ଗଜପତି ମହାରାଜ କହିଲେ, ପୁରୀ ରଥ ସବୁଠାରୁ ଉଚ୍ଚ’

କନକ ବ୍ୟୁରୋ : ‘ପୁରୀ ରଥ ସବୁଠାରୁ ଉଚ୍ଚ’ । କେନ୍ଦୁଝର ରଥକୁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ନେଇ ଏଭଳି ପ୍ରତିକ୍ରିୟା ରଖିଛନ୍ତି ଗଜପତି ମହାରାଜା । ସେ କହିଛନ୍ତି ପୁରୀ ରଥ ସବୁଠାରୁ ଉଚ୍ଚତମ ରଥ । କେନ୍ଦୁଝର ରଥକୁ ଗିନିଜ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ମିଳିବା ପରେ ଦୁଃଖପ୍ରକାଶ…

କେଉଁ ରାଷ୍ଟ୍ରପତି ପ୍ରାର୍ଥୀଙ୍କୁ ସମର୍ଥନ ଜଣାଇବ ରାଜ୍ୟ କଂଗ୍ରେସ? ଦ୍ରୌପଦୀଙ୍କୁ ନେଇ ତୁଟୁନି ରାଜ୍ୟ କଂଗ୍ରେସର…

କନକ ବ୍ୟୁରୋ: ଦ୍ରୌପଦୀ ମୁର୍ମୁଙ୍କୁ ନେଇ ଭାଗ ଭାଗ ହେଲା ରାଜ୍ୟ କଂଗ୍ରେସ । ପାର୍ଟି ଆଗ ନା ମାଟି ଆଗ, ଏହାକୁ ନେଇ ରାଜ୍ୟ କଂଗ୍ରେସ ନେତାଙ୍କ ଦ୍ୱନ୍ଦ୍ୱ ବଢିବାରେ ଲାଗିଛି । ପୂର୍ବରୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଥିଲେ ଯେ, ଦ୍ରୌପଦୀଙ୍କୁ ସମର୍ଥନ ଦେବାର ପ୍ରଶ୍ନ ଉଠୁନି ।…

ସୋନିଆଙ୍କୁ ଦ୍ରୌପଦୀ ଏବଂ ମୋଦୀଙ୍କୁ ଭୋଟ ଭିକ୍ଷା କଲେ ଯଶୱନ୍ତ । ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଉପରେ…

କନକ ବ୍ୟୁରୋ: ସୋନିଆଙ୍କୁ ଦ୍ରୌପଦୀ ଏବଂ ମୋଦୀଙ୍କୁ ଭୋଟ ଭିକ୍ଷା କଲେ ଯଶୱନ୍ତ । ରାଷ୍ଟ୍ରପତି ପଦ ପାଇଁ ସମର୍ଥନ ଗୋଟାଇବାରେ ଲାଗିଛନ୍ତି ଦ୍ରୌପଦୀ ମୁର୍ମୁ ଓ ଯଶୱନ୍ତ ସିହ୍ନା । ରାଷ୍ଟ୍ରପତି ନିର୍ବାଚନରେ ତାଙ୍କ ସପକ୍ଷରେ ଭୋଟ୍ ଦେବା ପାଇଁ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପଶ୍ଚିମବଙ୍ଗର…

ସ୍କୁଲ ସୁନ୍ଦର ପାଇଁ କଟା ହେଉଛି ଗଛ। ମୁହଁ ଖୋଲିଲେ ପ୍ରଧାନଶିକ୍ଷକ କରୁଛନ୍ତି ଭୟଭୀତ।

କନକ ବ୍ୟୁରୋ : ସ୍କୁଲ ସୁନ୍ଦର କରିବା ପାଇଁ କଟା ହେଉଛି ଗଛ । ବଲାଙ୍ଗୀର ଜିଲ୍ଲାରେ ତାତି ଅସହ୍ୟ ହେଉଛି । ଏହାରି ଭିତରେ ଫାଇଭ-ଟି କାର୍ଯ୍ୟକ୍ରମ ଜରିଆରେ ସ୍ମାର୍ଟ ସ୍କୁଲ ତିଆରି କରିବା ପାଇଁ ବଡବଡ ଗଛ ଗୁଡିକୁ କାଟିଦିଆଯାଉଛି । ପାଟଣାଗଡ ବାଲିକା ବିଦ୍ୟାଳୟରେ ମୂଲ୍ୟବାନ ଶାଗୁଆନ ଗଛ…

ମାହାଙ୍ଗାରେ ମୁହାଁମୁହିଁ ବିଜେଡି-ବିଜେପି। ପାନୀୟ ଜଳ ପ୍ରକଳ୍ପ ଓ ଜରିଆ ଝିଲି ପ୍ରକଳ୍ପକୁ ନେଇ ବୟାନବାଜି।

କନକ ବ୍ୟୁରୋ : କଟକ ଜିଲ୍ଲା ମାହାଙ୍ଗାରେ ମୁହାଁମୁହିଁ ବିଜେଡି-ବିଜେପି ନେତା । ମେଗାପାନୀୟ ଜଳପ୍ରକଳ୍ପ ଓ ଜରିଆ ଝିଲି ପ୍ରକଳ୍ପକୁ ନେଇ ମୁହାଁମୁହିଁ ହୋଇଛନ୍ତି ମାହାଙ୍ଗା ବିଧାୟକ ପ୍ରତାପ ଜେନା ଓ ବିଜେପି ନେତା ଶାରଦା ପ୍ରଧାନ । ୨୧୮ କୋଟିର ମାହାଙ୍ଗା ମେଗା ପାନୀୟ ଜଳ ପ୍ରକଳ୍ପର ସ୍ଥିତି…

ଆଗକୁ ମିଳିନପାରେ ଓଡିଶା ଲୁଣ। ପାରିଶ୍ରମିକ ମିଳୁନଥିବାରୁ ଗଞ୍ଜାମ ହୁମ୍ମାରେ ଲୁଣ ଚାଷରୁ ମୁହଁଫେରାଉଛନ୍ତି ଚାଷୀ।

କନକ ବ୍ୟୁରୋ : ଲୁଣ ଏକ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ । ଖାଦ୍ୟ ପ୍ରସ୍ତୁତରେ ଲୁଣର ଭୂମିକା ବେଶ ଗୁରୁତ୍ୱପୂର୍ଣ୍ଣ । ହେଲେ ଏବେ ଧିରେ ଧିରେ ଲୋପ ପାଉଛି ଲୁଣ ଚାଷ । ଗଞ୍ଜାମ ଜିଲ୍ଲା ହୁମ୍ମାରେ ଏବେ ଲୁଣ ଚାଷରୁ ମୁହଁ ଫେରାଇ ନେଉଛନ୍ତି ଚାଷୀ । ସଠିକ୍ ପାରିଶ୍ରମିକ ମିଳୁନଥିବାରୁ ଚାଷୀ ଲୁଣ…