Daily Archives

June 25, 2022

ଏମତି ପୁଅ କାହାକୁ ନମିଳୁ। ପରିଣତ ବୟସରେ ଅଲୋଡା ବୃଦ୍ଧ ବାପା-ମାଆ ।

କନକ ବ୍ୟୁରୋ : ବୟସ ବଢିଲା, ପିଲାମାନେ ବଡ ହୋଇଗଲା ପରେ ଅଲୋଡା ହୋଇଗଲେ ବୃଦ୍ଧ ବାପା-ମାଆ । ରୋଗିଣା ବାପା-ମାଆଙ୍କ ଦେଖାଶୁଣା କରିବାକୁ ଆସିଲେନାହିଁ ପୁଅବୋହୂ । ଯେଉଁ ମାଆ ଗର୍ଭରୁ ଜନ୍ମ ହୋଇ ଦୁନିଆ ଦେଖିଲେ, ସେଇ ମାଆକୁ ଅନେଇଲେ ନାହିଁ ପିଲା । ପୁଅ କହିଲା, ମାଆକୁ ରଖିବା ପାଇଁ ଘର ନାହିଁ,…

୨୪ ବର୍ଷ ପରେ ମିଳିଲା ନ୍ୟାୟ। ୫୫ ବର୍ଷରେ ଭିକ୍ଷାଥାଳି ଛାଡ଼ି ପାଠ ପଢାଇବେ ଆଲାକା କେଦାରେଶ୍ୱର।

କନକ ବ୍ୟୁରୋ : ଦୀର୍ଘ ୨୪ ବର୍ଷର ଆଇନ ଗତ ଲଢ଼େଇ ପରେ ନ୍ୟାୟଳୟରୁ ମିଳିଲା ନ୍ୟାୟ । ଭିକ୍ଷା ଥାଳି ଛାଡ଼ି ଏବେ ହାତରେ ଚକ୍ ଧରି ପାଠ ପଢାଇବେ, ଆସନ୍ତାକାଲିର ଭବିଷ୍ୟତ ଗଢିବେ । ହେଲେ ବୟସ ଗଡ଼ି ଯାଇଛି । ବୟସର ଅପରାହ୍ନରେ ଭିକ୍ଷାବୃତି କରି ଜୀବନ କାଟୁଥିବା ଜଣେ ବ୍ୟକ୍ତିକୁ ମିଳିଛି ଶିକ୍ଷକ…

ଅସ୍ତରଙ୍ଗ କେନ୍ଦ୍ରାପଟି ଆର.ଆଇ ଅଫିସରେ ମାଳମାଳ ମଦ ବୋତଲ। ଲୋକଙ୍କ ଅଭିଯୋଗ, ନିଶାଶକ୍ତ ଅବସ୍ଥାରେ ରହୁଛନ୍ତି ରାଜସ୍ୱ…

କନକ ବ୍ୟୁରୋ : ସରକାର ଅଫିସରେ ପଡିଛି ମାଳମାଳ ମଦ ବୋତଲ ସହ ଆପତ୍ତିଜନକ ସାମଗ୍ରୀ । ଅଫିସରୁ ମଦ ବୋତଲ ବାହାରିବା ସହ ବାବୁ ବି ନିଶାଶକ୍ତ ଅବସ୍ଥାରେ ରହୁଛନ୍ତି । ଏଭଳି ଦୃଶ୍ୟ ପୁରୀ ଜିଲ୍ଲା ଅସ୍ତରଙ୍ଗ ତହସିଲ ଅଧିନସ୍ଥ କେନ୍ଦ୍ରାପଟି ରାଜସ୍ୱ ନିରୀକ୍ଷକଙ୍କ ଅଫିସର । ଆର.ଆଇ ଅଫିସ ଏକ…

ବଢୁଛି ମହାରାଷ୍ଟ୍ର ବିବାଦ । ସରକାର କାହାର? ବନାମ ବାଲାସାହେବ କାହାର?

କନକ ବ୍ୟୁରୋ: ମହାରାଷ୍ଟ୍ରରେ ଚାଲିଥିବା ରାଜନୈତିକ ସଙ୍କଟ ମଧ୍ୟରେ ଶିବସେନାର ବିଦ୍ରୋହୀ ବିଧାୟକ ଏବଂ ଉଦ୍ଧବ ଠାକରେଙ୍କ ମଧ୍ୟରେ ବିବାଦ ବଢିବାରେ ଲାଗିଛି । ସରକାର କାହାରକୁ ନେଇ ଆରମ୍ଭ ହୋଇଥିବା ବିବାଦ ଏବେ ବାଲାସାହେବ କାହାର ପର୍ଯ୍ୟନ୍ତ ପହଞ୍ଚିଯାଇଛି । ‘ଶିବସେନା ବାଲାସାହେବ’ ନାଁରେ ଏକ…

୪ ଶବ୍ଦରେ ଇସ୍ତଫା।‘ଚଲିୟେ ଖତମ୍ କରତେ ହେ’। ସାମାଜିକ ଗଣମାଧ୍ୟମରେ ଭାଇରାଲ।

କନକ ବ୍ୟୁରୋ : ଚଲିୟେ ଖତମ୍ କରତେ ହେ । ୪ ଶବ୍ଦର ଇସ୍ତଫା ଭାଇରାଲ ହେବାରେ ଲାଗିଛି । ୟୁଟ୍ୟୁବ ଇଣ୍ଡିଆ ଏହି ପୋଷ୍ଟ ସେୟାର କରିଛି । ଏହି ପୋଷ୍ଟ ପରେ ୟୁଜର୍ସ ମଧ୍ୟ ବିଭିନ୍ନ ଇସ୍ତଫାର ଫଟୋ ପୋଷ୍ଟ କରିଚାଲିଛନ୍ତି । ମାତ୍ର ଦୁଇଟି ଲାଇନରେ ଜଣେ ଇସ୍ତଫା ଦେଇଛନ୍ତି । ସୋସିଆଲ ମିଡିଆରେ…

୩କ ପଣିକିଆ କହିପାରିଲେନି ପଞ୍ଚମ ଶ୍ରେଣୀ ପିଲା । ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ ।

କନକ ବ୍ୟୁରୋ: ୩କ ପଣିକିଆ କହିପାରିଲେନି ପଞ୍ଚମ ଶ୍ରେଣୀ ପିଲା । ପ୍ରଧାନ ଶିକ୍ଷକଙ୍କ ଦରମା ବନ୍ଦ କଲେ ମନ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲାର ଏକ ପ୍ରାଥମିକ ବିଦ୍ୟାଳୟରେ । ସ୍କୁଲରେ ପାଠ ପଢା କେମିତି ଚାଲିଛି ତାର ତଦାରଖ ପାଇଁ ଆଜି ଅଚାନକ ଗଣଶିକ୍ଷା…