Daily Archives

June 20, 2022

ସାରା ରାଜ୍ୟକୁ ଛୁଇଁଲା ମୌସୁମୀ, ୨୩ ପର୍ଯ୍ୟନ୍ତ ବର୍ଷା। ୟେଲୋ ୱାର୍ଣ୍ଣିଂ ଜାରି କଲା ପାଣିପାଗ ବିଭାଗ।

କନକ ବ୍ୟୁରୋ : ରାଜ୍ୟକୁ ଛୁଇଁଲା ମୌସୁମୀ । ସାରା ରାଜ୍ୟରେ ପ୍ରବାହିତ ହେଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ଏନେଇ ସୂଚନା ଦେଇଛି ଆଞ୍ଚଞ୍ଚଳିକ ପାଣିପାଗ କେନ୍ଦ୍ର । ଏହାର ପ୍ରଭାବରେ ଆଜିଠୁ ୫ ଦିନ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।…

ଅଗ୍ନିପଥ ଯୋଜନା: ଓଡିଆ ଯୁବକ ହେବେନି ଲାଭବାନ! କାହିଁକି ସେନାରେ ଓଡିଆଙ୍କ ସଂଖ୍ୟା କମ୍?

କନକ ବ୍ୟୁରୋ :  ସାରା ଦେଶରେ ଅଗ୍ନିପଥ ଯୋଜନାକୁ ନେଇ ନିଆଁ ଜଳୁଥିବାବେଳେ ଓଡିଶାରେ ଆନ୍ଦୋଳନ ଅନ୍ୟ ରାଜ୍ୟ ତୁଳନାରେ ଅପେକ୍ଷାକୃତ କମ । ତେବେ ଆନ୍ଦୋଳନର ଧାରା ଓଡିଶାର ଜନସାଧାରଣଙ୍କ ସେନାରେ ଯୋଗଦାନ ସଂଖ୍ୟାକୁ ପଦାରେ ପକାଇଛି । ଓଡିଶାରେ ଦେଶ ଜନସଂଖ୍ୟାର ୩.୪ ପ୍ରତିଶତ ଲୋକ ରହୁଥିବାବେଳେ,…

ସଫ୍ଟୱେର ଇଞ୍ଜିନିୟରଙ୍କୁ ଚୁନା ଲଗାଇଲେ ସାଇବର ଠକ। ଯବାନ ବେଶରେ ଭିଡିଓ କଲ କରି ୨ ଲକ୍ଷ ଲୁଟିନେଲେ।

କନକ ବ୍ୟୁରୋ :  ରାଜଧାନୀରେ ଘର ଭଡା ନେବାକୁ କହି ଠକେଇ । ଜଣେ ସଫ୍ଟୱେର ଇଞ୍ଜିନିୟରଙ୍କୁ ଚୂୂନା ଲଗାଇଛନ୍ତି ସାଇବର ଠକ । ଅଭିନବ ଢଙ୍ଗରେ ହୋଇଥିବା ଏହି ସାଇବର ଲୁଟକୁ ନେଇ ଭୁବନେଶ୍ୱରରେ ଚର୍ଚ୍ଚା । ରାଜଧାନୀରେ ଘରକୁ ଭଡା ଦେବାକୁ ଯାଇ ଠକିହୋଇଗଲେ ଇଞ୍ଜନିିୟର । ୯୯ ଏକରସ ନାମକ ଏକ…

ଜୟପୁର ସହରରୁ ଆସିଲା ବିଦ୍ୟାଳୟର ବିକଳ ଚିତ୍ର। ଗୋଟିଏ ଶ୍ରେଣୀଗୃହରେ ଚାଲିଛି ଦୁଇଟି କ୍ଲାସ, ପାଠ ପଢାଉଛନ୍ତି ୨ ଜଣ…

କନକ ବ୍ୟୁରୋ :  ଗୋଟିଏ ଶ୍ରେଣୀ ଗୃହରେ ଦୁଇଟି କ୍ଲାସର ପାଠପଢା । ପ୍ରଥମ ଶ୍ରେଣୀ ଛାତ୍ରଛାତ୍ରୀ ଗୋଟିଏ ଦିଗକୁ ମୁହଁ କରି ପାଠ ପଢୁଥିବା ବେଳେ, ଦ୍ୱିତୀୟ ଶ୍ରେଣୀ ପିଲା ଅନ୍ୟ ଦିଗକୁ ମୁହଁ କରି ପାଠପଢୁଛନ୍ତି । ଏହି ଦୁଇ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦୁଇ ଜଣ ଶିକ୍ଷୟତ୍ରୀ  ମଧ୍ୟ ଏକ ସଙ୍ଗରେ…

ହସ୍ପିଟାଲରେ ରାହୁଲର ସ୍ୱାସ୍ଥ୍ୟବସ୍ଥାରେ ଆସୁଛି ଦ୍ରୁତ ସୁଧାର। ମୋବାଇଲରୁ ଗୀତ ଶୁଣି ତାଳରେ ମୁଣ୍ଡ ହଲାଉଛି ରାହୁଲ। 

କନକ ବ୍ୟୁରୋ :  ରାହୁଲର ମୁହଁରେ ଚମକ ତାର ସ୍ୱାସ୍ଥ୍ୟବସ୍ଥାକୁ ସୂଚାଉଛି । ମୁମୁର୍ଷୁ ଅବସ୍ଥାରେ ବୋଲୱେଲରୁ ଉଦ୍ଧାର ହୋଇ ରାହୁଲ ବିଲାସପୁର ଆପୋଲୋ ହସ୍ପିଟାଲକୁ ଆସିବାର ୫ ଦିନ ବିତିଗଲାଣି । ଧିରେଧିରେ ତାର ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବାରେ ଲାଗିଛି । ଛତିଶଗଡ ମୁଖ୍ୟମନ୍ତ୍ରୀ ଭୂପେଶ…

ରାଜ୍ୟ ସରକାରଙ୍କ ବିଜ୍ଞପ୍ତିକୁ ରଦ୍ଦ କଲେ ହାଇକୋର୍ଟ। ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ। 

କନକ ବ୍ୟୁରୋ :  ରାଜ୍ୟ ସରକାରଙ୍କୁ ଝଟକା ଦେଲେ ହାଇକୋର୍ଟ । ଆରଟିଆଇ ପରିସରକୁ ଆସିଲା ଭିଜିଲାନ୍ସ । ଦୁର୍ନୀତି ଓ ମାନବିକ ଅଧିକାର ଉଲ୍ଲଂଘନ ସମ୍ପର୍କୀତ ତଥ୍ୟ ଦେବାକୁ ମନା କରିପାରିବ ନାହିଁ ବିଭାଗ । ୫ ବର୍ଷ ତଳେ ସୂଚନା ଅଧିକାର ଆଇନରୁ ଭିଜିଲାନ୍ସକୁ ସମ୍ପୂର୍ଣ୍ଣ ଭାବେ ବାଦ୍ ଦେବାକୁ…