Daily Archives

June 15, 2022

କେନ୍ଦ୍ରର ଅଗ୍ନିପଥ ଯୋଜନାକୁ ନେଇ ଉଠିଲା ପ୍ରଶ୍ନ: ବିହାର ରାଜରାସ୍ତାରେ ଅଗ୍ନିପଥ ସ୍କିମକୁ ନେଇ ଜୋରଦାର ବିକ୍ଷୋଭ

କନକ ବ୍ୟୁରୋ: ସେନାରେ ଭର୍ତି ପାଇଁ କେନ୍ଦ୍ର ସରକାରଙ୍କ ନୂଆ ସ୍କିମ ଅଗ୍ନିପଥକୁ ନେଇ ତର୍କବିର୍ତକ ଆରମ୍ଭ ହୋଇଛି । ବିଭିନ୍ନ ରାଜନୈତିକ ଦଳ ଏନେଇ ସରକାରଙ୍କୁ ସମାଲୋଚନା କରିଛନ୍ତି । ସରକାରଙ୍କ ଏହି ପଦକ୍ଷେପ ସେନାର ଦକ୍ଷତା ଓ ନିପୁଣତା ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ବୋଲି କଂଗ୍ରେସ ଏବଂ…

ପରିବାର ସହ ପୁରୀ ଆସି ବଡ଼ଦାଣ୍ଡରେ ହଜିଯାଇଥିଲେ ରାହୁଲ। ବିମଳା ମନ୍ଦିର ନିକଟରୁ ହୋଇଥିଲେ ଉଦ୍ଧାର।

କନକ ବ୍ୟୁରୋ: ଦଶବର୍ଷର ରାହୁଲକୁ ସବୁବେଳେ ସାହା ହୋଇଛି କାଳିଆ । କେବଳ ବୋରୱେଲରେ ପଡିବା ଘଟଣା ନୁହେଁ ପୂର୍ବରୁ ମଧ୍ୟ ରାହୁଲ ସହ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି । ୫ ବର୍ଷ ତଳେ ଯେତେବେଳେ ରାହୁଲ ୫ ବର୍ଷର ଥିଲେ ସେତେବେଳେ ପୁରୀ ରେ ଏହି ଘଟଣା ଘଟିଥିଲା । ୨୦୧୭ରେ ପୁରୀ ବୁଲିବାକୁ ଆସିଥିଲେ…

ଦିଲ୍ଲୀରୁ ଆସି ସ୍ୱାସ୍ଥ୍ୟବସ୍ଥା ବୁଝିଲେ ମୁଖ୍ୟମନ୍ତ୍ରୀ ଭୂପେଶ ବାଘେଲ। କୃତଜ୍ଞତା ଜଣାଇ ପାଦତଳେ ପଡିଗଲେ ରାହୁଲଙ୍କ…

କନକ ବ୍ୟୁରୋ: ହସ୍ପିଟାଲରେ ଚିକିତ୍ସିତ ହେଉଥିବା ରାହୁଲକୁ ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବାଘେଲ ଭେଟିଛନ୍ତି । ମୁଖ୍ୟମନ୍ତ୍ରୀ ନିଜେ ରାହୁଲ ସହ କଥା ମଧ୍ୟ ହେଉଛନ୍ତି । ତାର ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିବା ସହ କେଉଁଠି ଯନ୍ତ୍ରଣା ଅନୁଭବ କରୁଛି, କେଉଁଠି ଦରଜ ଅଛି ପଚାରି ବୁଝୁଛନ୍ତି ।…

ଉଦ୍ଧାରକାରୀଙ୍କୁ ନବୀନଙ୍କ ଶୁଭେଚ୍ଛା। ରାହୁଲ ସାହୁଙ୍କ ଉଦ୍ଧାରରେ ନିୟୋଜିତ ସମସ୍ତଙ୍କ କାମକୁ ମୁଖ୍ୟମନ୍ତ୍ରୀଙ୍କ…

କନକ ବ୍ୟୁରୋ: ବୋରୱେଲରୁ ରାହୁଲକୁ ଉଦ୍ଧାରରେ ପ୍ରମୁଖ ଭୂମିକା ନେଇଥିବା ଭାରତୀୟ ସେନା, ଏନଡିଆରଏଫ, ଏସଡିଆରଏଫ ଏବଂ ଅନ୍ୟମାନଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଟ୍ୱିଟ କରି ନବୀନ ସମସ୍ତଙ୍କ କାର୍ଯ୍ୟର ପ୍ରଶଂସା କରି ଶୁଭେଚ୍ଛା ଜଣାଇଛନ୍ତି । ଗତକାଲି ୧୦୦ ଘଣ୍ଟାରୁ…

ହସପିଟାଲରେ ଚାଲିଛି ରାହୁଲର ଚିକିତ୍ସା, ଆସୁଛି ସ୍ୱାସ୍ଥ୍ୟବସ୍ଥାରେ ସୁଧାର। ଭାଇରାଲ ହେଲା ମାଆ ସହ ମିଳନର ଦୃଶ୍ୟ।

କନକ ବ୍ୟୁରୋ: ବୋରୱେଲ ଭିତରୁ ସୁରକ୍ଷିତ ଉଦ୍ଧାର ପରେ, ହସ୍ପିଟାଲ ବେଡରେ ଚିକିତ୍ସିତ ହେଉଥିବା ରାହୁଲର ମା ସହ ଫଟୋ ଅନେକ କଥା ବୟାନ କରୁଛି । ୬୦ ଫୁଟ ମାଟି ତଳେ, ବୋରୱେଲ ଭିତରେ ୧୦୫ଘଣ୍ଟା ଫସି ରହିବା ପରେ ପୁଅକୁ ପାଖରେ ପାଇ ମା ନିଜ କୋହକୁ ରୋକି ପାରୁନି । କାନ୍ଦି କାନ୍ଦି ପୁଅକୁ…

ନୁପୂର ଶର୍ମାଙ୍କ ବିବାଦକୁ ନେଇ ରାଉରକେଲାରେ ୧୪୪ ଧାରା ଜାରି: ଏହି ସବୁ ଅଞ୍ଚଳରେ କଟକଣା ଲାଗୁ

କନକ ବ୍ୟୁରୋ: ବିଜେପିର ନିଲମ୍ବିତ ମୁଖପାତ୍ର ନୁପୂର ଶର୍ମାଙ୍କ ବିବାଦୀୟ ବୟାନକୁ ନେଇ ବିକ୍ଷୋଭ ବେଳେ ହିଂସାକାଣ୍ଡ ଯୋଗୁ ବିଭିନ୍ନ ରାଜ୍ୟରେ କଫ୍ୟୁ ଲାଗୁ ହୋଇଛି । ଏହି ଧାରାରେ ସାମିଲ ହୋଇଛି ଓଡ଼ିଶା । ରାଉରକେଲାରେ ପୋଲିସ ୧୪୪ ଜାରି କରିଛି । ରାଉରକେଲାର ପ୍ଲାଂଟ୍ ସାଇଟ୍, ରଘୁନାଥପାଲ୍ଲୀ,…