Daily Archives

June 7, 2022

ଆଉ ଏକ ଭିଡ଼ିଓ ଜାରି କଲେ ଅନୁଭବ । କହିଲେ, ମୁଁ…

କନକ ବ୍ୟୁରୋ : କିଛି ଦିନର ବ୍ୟବଧାନ ପରେ ପୁଣି ଆସିଲା ସାଂସଦ ଅନୁଭବ ମହାନ୍ତିଙ୍କ ଭିଡିଓ । ଗତକାଲି ବିଳମ୍ବିତ ରାତିରେ ସୋସିଆଲ ମିଡିଆ ୟୁଟ୍ୟୁବରେ ଆଉ ଏକ ନୂଆ ଭିଡିଓ ସେୟାର କରିଛନ୍ତି ଅନୁଭବ । ବର୍ଷାଙ୍କ ବିରୋଧରେ ସୋସିଆଲ ମିଡିଆରେ କିଛି ନକହିବା ପାଇଁ କୋର୍ଟ କଟକଣା ଲଗାଇଥିଲେ । ତେଣୁ…

ଆଇସିସିଆର ଅଫିସ : ଓଡ଼ିଶାରୁ ଉଠିଯିବ କଲିକତାକୁ! ରାଜ୍ୟ ସରକାରଙ୍କୁ ଚିଠି ଲେଖିଲେ ନିର୍ଦ୍ଦେଶିକା, ତେଜିଲା ଅସନ୍ତୋଷ ।

କନକ ବ୍ୟୁରୋ : ଓଡିଶାର ଲୋକକଳା ଓ ସଂସ୍କୃତିର ବାହାରେ ପ୍ରଚାର ପ୍ରସାର ପାଇଁ ରହିଥିବା କାର୍ଯ୍ୟାଳୟ ଭୁବନେଶ୍ୱରରୁ କଲିକତା ଉଠାଇ ନେବାକୁ ଏହାର ନିର୍ଦ୍ଦେଶିକା ଚିଠି ଲେଖିଛନ୍ତି । ଓଡିଶା ସରକାରଙ୍କୁ ଚିଠି ଲେଖି ସେ ଜଣାଇଛନ୍ତି ଯେ, କଲିକତାରେ ଏହାର ଅଫିସ ରହିଲେ ଭଲ ହେବ । ଓଡିଶାରେ ଜମି…

କିଏ କିଣିବ ଆଇପିଏଲ୍ ମିଡିଆ ରାଇଟ୍ସ? ରେସରେ ଅଛନ୍ତି ଏହି ୫ଟି କମ୍ପାନୀ । ପଢନ୍ତୁ, ପ୍ରତି ମ୍ୟାଚ୍ ପିଛା ଦେବାକୁ ପଡିବ…

କନକ ବ୍ୟୁରୋ: ଚଳିତ ବର୍ଷ ଆଇପିଏଲ୍ ସିଜିନ୍ ଶେଷ ହୋଇସାରିଛି । ଆଉ ଏବେ ସମସ୍ତଙ୍କର ନଜର ରହିଛି ଭାରତ-ଦକ୍ଷିଣ ଆଫ୍ରିକା ଟି-୨୦ ସିରିଜ୍ ଉପରେ । ହେଲେ ସବୁ କ୍ରିକେଟ୍ ଫ୍ୟାନ୍ସ ଯେତେବେଳେ ଏହି ଟି-୨୦ ସିିରିଜ୍ ଉପରେ ନଜର ରଖିଥିବେ, ସେତେବେଳେ ଆଇପିଏଲକୁ ନେଇ ଆସିବାକୁ ଯାଉଛି ଏକ ବଡ ଖବର ।…

ଭାରତରେ ଟିଭି ବିତର୍କ, ବିଦେଶରେ ବିବାଦ । ନୁପୁରଙ୍କ ମନ୍ତବ୍ୟକୁ ନେଇ ଆପତି ଉଠାଇଲେଣି ୧୧ ଦେଶ, ସମାଲୋଚନା କରିଛନ୍ତି…

କନକ ବ୍ୟୁରୋ : ନିଲମ୍ବିତ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ନୁପୁର ଶର୍ମାଙ୍କ ମନ୍ତବ୍ୟକୁ ନେଇ ଝଡ ଉଠିଛି । ଉପସାଗରୀୟ ଦେଶରେ ଏହାକୁ ନେଇ ଅସନ୍ତୋଷ ବି ବଢୁଛି । ଆଜି ସାଉଦି ଆରବ, ଇଣ୍ଡୋନେସିଆ ଓ ମାଲଦୀପ୍ ଭଳି ଦେଶ ଏହି ନିଲମ୍ବିତ ବିଜେପି ପ୍ରବକ୍ତାଙ୍କ ମନ୍ତବ୍ୟକୁ ନେଇ ଭାରତ ସରକାରଙ୍କୁ…

ସଂକ୍ରମଣ ବଢିଲାଣି, ସତର୍କ ରୁହ । ବାଙ୍ଗାଲୋରରେ ଫେରିଲା ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଟକଣା ।

କନକ ବ୍ୟୁରୋ : ପୁଣି ଫେରୁଛି ମାସ୍କ । ଦେଶର ପାଞ୍ଚଟି ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବାବେଳେ କର୍ଣ୍ଣାଟକ ସରକାର ବାଙ୍ଗାଲୁରୁରେ ମାସ୍କ ପିନ୍ଧିବାକୁ ବାଧ୍ୟତାମୂଳକ କରିଛନ୍ତି । ସେପଟେ ମହାରାଷ୍ଟ୍ର ସରକାର ମଧ୍ୟ ମାସ୍କ ପିନ୍ଧିବାକୁ ପରାମର୍ଶ ଦେଇଛନ୍ତି । ଆଗାମୀ ଜୁନ୍ ୧୫ ତାରିଖରୁ…

୫ ବର୍ଷ ହେଲା ଅଙ୍ଗନୱାଡି କେନ୍ଦ୍ରରେ ନାହାନ୍ତି କର୍ମୀ: ବାରଣ୍ଡାରେ ବସାଇ କୁନିକୁନି ପିଲାଙ୍କୁ ପିଅନ ପଢାଉଛନ୍ତି ପାଠ

କନକ ବ୍ୟୁରୋ: ସହାୟିକାଙ୍କ ଭରସାରେ ଅଙ୍ଗନୱାଡି କେନ୍ଦ୍ର । ଗଣଶିକ୍ଷା ମନ୍ତ୍ରୀଙ୍କ ବ୍ଲକରେ ଶିକ୍ଷା ବ୍ୟବସ୍ଥାର ବିକଳ ଚିତ୍ର । ବିନା ଶିକ୍ଷୟିତ୍ରୀରେ ଚାଲିଛି ଅଙ୍ଗନୱାଡି କେନ୍ଦ୍ର । ଦିନ କି ମାସେ ନୁହେଁ, ୬ ବର୍ଷ ହେଲା, ସ୍କୁଲ ବାରଣ୍ଡାରେ ପାଠ ପଢୁଛନ୍ତି କୁନି କୁନି ପିଲା । ଆଉ…