Daily Archives

June 1, 2022

ପଲ, ଅଜୀବ ସି, ଦିଲ୍ ଇବାଦତ… ମୃତ୍ୟୁର କେଇ ମୁହୂର୍ତ୍ତ ପୂର୍ବରୁ କେକେ ଗାଇଥିଲେ କୋଡିଏ ଗୀତ।

କନକ ବ୍ୟୁରୋ: ପଲ, ଅଜୀବ ସି, ଦିଲ୍ ଇବାଦତ... ଏମିତି ଆହୁରି କେତେ ଗୀତ । କେହି ଜାଣିନଥିଲେ ନିଜର ପ୍ରିୟ ଗାୟକଙ୍କୁ ଶେଷ ଥର ପାଇଁ ଶୁଣୁଛନ୍ତି ତାଙ୍କର ହଜାର ହଜାର ପ୍ରଶଂସକ । ଗୀତ ଗାଇବାର ଲୋଭ ଯେ ତାଙ୍କୁ ଶେଷର ନିଜର ପ୍ରିୟ ଫ୍ୟାନ୍ସଙ୍କ ପାଖରୁ ଛଡାଇ ନେବ ତାହା କେବେ ଭାବିନଥିଲେ କେକେ ।…

ମନି ଲଣ୍ଡରିଂ ମାମଲାରେ ସୋନିଆ ଓ ରାହୁଲଙ୍କ ବଢିଲା ଅଡ଼ୁଆ । ସମନ ଜାରି କଲା ପ୍ରବର୍ତନ ନିର୍ଦ୍ଦେଶାଳୟ, କଂଗ୍ରେସ କହିଲା…

କନକ ବ୍ୟୁରୋ : କଂଗ୍ରେସ ସୁପ୍ରିମୋ ସୋନିଆ ଗାନ୍ଧି ଓ ରାହୁଲ ଗାନ୍ଧିଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟର ସମନ୍ । ନ୍ୟାସନାଲ ହେରାଲ୍ଡ ଅର୍ଥନୈତିକ ଅନିୟମିତତା ମାମଲାରେ ସୋନିଆ ଓ ରାହୁଲଙ୍କୁ ହାଜର ହେବା ପାଇଁ ନୋଟିସ୍ ଜାରି କରିଛି ଇଡି । ଫଳରେ କଂଗ୍ରେସର ଏହି ଦୁଇ ତୁଙ୍ଗନେତାଙ୍କୁ ଜେରା କରିବେ…

ଷ୍ଟେଜରେ ଚାଲୁନଥିଲା ଏସି, ଭିତରେ ଥିଲା ପ୍ରବଳ ଭିଡ । ବଲିଉଡର ଲୋକପ୍ରିୟ ଗାୟକ କେକେଙ୍କ ମୃତ୍ୟୁକୁ ନେଇ ଉଠିଲା ଅନେକ…

କନକ ବ୍ୟୁରୋ : ବଲିଉଡର ଲୋକପ୍ରିୟ କଣ୍ଠଶିଳ୍ପୀ କେକେଙ୍କ ଅକାଳ ବିୟୋଗ ସଭିଁଙ୍କୁ ଯେତିକି ମର୍ମାହତ କରିଛି, ସେତିକି ଚକିତ କରିଛି । ମଙ୍ଗଳବାର କୋଲକାତାରେ ସଙ୍ଗୀତ ପରିବେଷଣ ବେଳେ ହଠାତ୍ ଅସୁସ୍ଥ ଅନୁଭବ କରିଥିଲେ କେକେ । ପରେ ଡାକ୍ତରଖାନାରେ ତାଙ୍କୁ ମୃତ ବୋଲି ଘୋଷଣା କରାଯାଇଥିଲା ।…

ବିହାର ବେଗୁସରାଇରେ ଧୋନୀଙ୍କ ନାମରେ ମାମଲା, ଜାଣନ୍ତୁ କଣ ଥିଲା ଘଟଣା

କନକ ବ୍ୟୁରୋ : ଭାରତୀୟ କ୍ରିକେଟ ଟିମର ପୂର୍ବତନ ଅଧିନାୟକ ମହେନ୍ଦ୍ର ସିଂ ଧୋନୀଙ୍କ ନାମରେ ବିହାର ବେଗୁସରାଇ ଥାନାରେ ମାମଲା ରୁଜୁ ହୋଇଛି । କେବଳ ଧୋନୀ ନୁହଁନ୍ତି ଅନ୍ୟ ୭ ଜଣଙ୍କ ନାମ ମଧ୍ୟ ଏହି ଅଭିଯୋଗରେ ରହିଛି । କୋର୍ଟରେ ଏହି ମାମଲାର ଶୁଣାଣି ପରେ ଏହାକୁ ନ୍ୟାୟିକ ମାଜିଷ୍ଟ୍ରେଟ୍ ଅଜୟ…

ସର୍ବଦଳୀୟ ବୈଠକରେ ନିତୀଶ କୁମାରଙ୍କ ବଡ ନିଷ୍ପତ୍ତି, ବିହାରରେ ହେବ ଜାତି ଭିତ୍ତିକ ଜନଗଣନା

କନକ ବ୍ୟୁରୋ : ଶେଷରେ ବିଜେପିକୁ ବୁଝାଇବାରେ ସକ୍ଷମ ହେଲେ ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର । ରାଜ୍ୟରେ ଜାତି ଭିତ୍ତିକ ଜନଗଣନା ହେବ ବୋଲି ନିତୀଶ କୁମାର ଘୋଷଣା କରିଛନ୍ତି । ଏନେଇ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନିତୀଶ କୁମାରଙ୍କ ଅଧ୍ୟକ୍ଷତାରେ ଏକ ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଥିଲା ।…

ଇସ୍ତଫା ଦେଇନାହାନ୍ତି ସୌରଭ ଗାଙ୍ଗୁଲି। ସ୍ପଷ୍ଟ କଲେ ବିସିସିଆଇ ସମ୍ପାଦକ ଜୟ ଶାହା । 

କନକ ବ୍ୟୁରୋ: ବିସିସିଆଇ ସଭାପତି ପଦରୁ ଇସ୍ତଫା ଦେଇନାହାନ୍ତି ସୌରଭ ଗାଙ୍ଗୁଲି । ଏନେଇ ସମ୍ପାଦକ ଜୟ ଶାହା ସ୍ପଷ୍ଟ କରିଛନ୍ତି । ଖବର ସରବରାହ ସଂସ୍ଥା ଏଏନଆଇକୁ ସେ ସୂଚନା ଦେଇଛନ୍ତି ଯେ ଗାଙ୍ଗୁଲି ଏଯାଏ ଇସ୍ତଫା ଦେଇନାହାନ୍ତି । Sourav Ganguly has not resigned as the…