Daily Archives

May 10, 2022

ବାତ୍ୟା ଅସାନି ପ୍ରଭାବରେ ଭିଜିବ ଓଡିଶା । ପଢନ୍ତୁ, କେଉଁ କେଉଁ ଜିଲ୍ଲାରେ ହେବ ବର୍ଷା…

କନକ ବ୍ୟୁରୋ: ବାତ୍ୟା ଅସାନିକୁ ନେଇ ଏବେ ତାଜା ଅପଡେଟ୍ ଦେଇଛନ୍ତି ଏସଆରସି । ବାତ୍ୟା ଏବେ ଉତ୍ତର-ପଶ୍ଚିମ ଦିଗକୁ ଗତି କରି କାକିନାଡା ଛୁଇଁପାରେ ବୋଲି ଏସଆରସି କହିଥିବାବେଳେ, ସ୍ଥଳଭାଗ ଛୁଇଁବା ପୂର୍ବରୁ ରିକର୍ଭ କରିବ । ତେବେ ଓଡିଶାରେ ବେଶୀ ପବନ ବହିବା ସମ୍ଭାବନା ନାହିଁ ବୋଲି ଏସଆରସି…

ସ୍ୱାମୀଙ୍କ ପରେ ଚାଲିଗଲା ରୋଜଗାରିଆ ପୁଅ: ବୃଦ୍ଧାଙ୍କ ପାଇଁ ବୋଝ ୨୬ ବର୍ଷୀୟ ଦିବ୍ୟାଙ୍ଗ ଝିଅ

କନକ ବ୍ୟୁରୋ: କଟକ ଜିଲ୍ଲା ମାହାଙ୍ଗା ବ୍ଲକ ଜଳସରପୁର ଗାଁର ୮୦ ବର୍ଷିୟ ବୃଦ୍ଧା ମାତାଜୀ ବାରିକ ଏବେ ସମ୍ପୁର୍ଣ୍ଣ ଅସହାୟ । ୫ ବର୍ଷ ପୂର୍ବେ ସ୍ୱାମୀ, ଆଉ ଏଇ ୫ ମାସ ତଳେ କିଡ଼ନୀ ରୋଗରେ ପଡ଼ି ଆରପାରିକୁ ଚାଲିଗଲା ପୁଅ । ବାପା ଓ ପୁଅଙ୍କ ମୃତ୍ୟୁ ପରେ ୨୬ ବର୍ଷିୟ ଦିବ୍ୟାଙ୍ଗ ଝିଅକୁ ନେଇ ଜୀବନ…

ବାତ୍ୟା ଅସାନି : କାକିନଡା ପାଖାପାଖି ସ୍ଥଳଭାଗ ଛୁଇଁବ, କିଛି ଘଣ୍ଟା ମଧ୍ୟରେ ରିକର୍ଭ କରି ସମୁଦ୍ରକୁ ଫେରିବ ।

କନକ ବ୍ୟୁରୋ : ବାତ୍ୟା ଅସାନିକୁ ନେଇ ଏସଆରସିଙ୍କ ପ୍ରେସମିଟ୍ । ଭାରତୀୟ ପାଣିପାଗ ବିଭାଗ ଠାରୁ ମିଳିଥିବା ସୂଚନା ବାବଦରେ ଗଣମାଧ୍ୟମ ଆଗରେ ବାତ୍ୟାର ରୂପରେଖ ବାବଦରେ ସ୍ପଷ୍ଟ କରିଛନ୍ତି ଏସଆରସି ପ୍ରଦୀପ ଜେନା । - ଉତ୍ତର, ଉତ୍ତର-ପଶ୍ଚିମ ଦିଗକୁ ଗତି କରି କାକିନଡା ପାଖାପାଖି ସ୍ଥଳଭାଗ…

ମହିନ୍ଦା ରାଜପାକ୍ଷେଙ୍କୁ ଘେରିଲେ ପ୍ରଦର୍ଶନକାରୀ । ନୌସେନା ବେସ ଆଗରେ ବିକ୍ଷୋଭ ପ୍ରଦର୍ଶନ । ଶ୍ରୀଲଙ୍କାରେ ସ୍ଥିତି…

କନକ ବ୍ୟୁରୋ : ଶ୍ରୀଲଙ୍କାରେ ଜାରି ରହିଛି ଆର୍ଥିକ ସଙ୍କଟ । ଦିନକୁ ଦିନ ସ୍ଥିତି ଉତ୍ତେଜନାପୂର୍ଣ୍ଣ ହେବାରେ ଲାଗିଛି । ପୂର୍ବତନ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପାକ୍ଷେ, ତାଙ୍କ ପୂରା ପରିବାରକୁ ସୁରକ୍ଷିତ ସ୍ଥାନାନ୍ତର କରାଯାଇଛି । ଉତ୍ତର-ପୂର୍ବରେ ଥିବା ତ୍ରିକୋମାଲିର ନୌସେନା ବେସରେ ଶରଣ…

ବାଲି ମାଫିଆଙ୍କ ନିଦ ହଜାଇ ଦେଇଛନ୍ତି ଗଞ୍ଜାମ ଅତିରିକ୍ତ ତହସିଲଦାର: ବାରମ୍ବାର ଚଢାଉ ପରେ ଉତକ୍ଷିପ୍ତ ହୋଇପଡିଛନ୍ତି…

କନକ ବ୍ୟୁରୋ: ବର୍ଷ ବର୍ଷ ଧରି ଚାଲିଥିଲା ବେଆଇନ ବାଲି ଚୋରା ଚାଲଣ । କୋଟି କୋଟି ଟଙ୍କା ରାଜସ୍ୱ ହାରାଉଥିଲେ ସରକାର । ସ୍ଥାନୀୟ ପ୍ରସାଶନର ନାକ ତଳେ ହେଉଥିଲା ଚୋରୀ । ହେଲେ ଯେତେବେଳେ ଜଣେ ପ୍ରଶାସନିକ ଅଧିକାରୀ ଏହାକୁ ନେଇ ଧରପଗଡ କଲେ ସେତେବେଳେ ବାଲି ମାଫିଆ ଓ ସେମାନଙ୍କ ସହ…

ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହେଲେ ସେନା ମୁଖ୍ୟ । ଜେନେରାଲ ମନୋଜ ପାଣ୍ଡେଙ୍କୁ ସମ୍ମାନିତ କଲେ ରାଷ୍ଟ୍ରପତି…

କନକ ବ୍ୟୁରୋ: ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ ହେଲେ ସେନା ମୁଖ୍ୟ । ଜେନେରାଲ ମନୋଜ ପାଣ୍ଡେଙ୍କୁ ରାଷ୍ଟ୍ରପତି ରାମନାଥ କୋବିନ୍ଦ ପରମ ବିଶିଷ୍ଟ ସେବା ମେଡାଲରେ ସମ୍ମାନିତ କରିଛନ୍ତି । ରାଷ୍ଟ୍ରପତି ଭବନର ଦରବାର ହଲରେ ଆୟୋଜିତ ସ୍ୱତନ୍ତ୍ର ଉତ୍ସବରେ ସେନା ମୁଖ୍ୟଙ୍କୁ ଏହି ସମ୍ମାନରେ…