Daily Archives

April 20, 2022

ସଙ୍କଟରେ ‘ନାଲକୋ’: କୋଇଲା ଅଭାବ, କେମିତି ଚାଲିବ ପ୍ଲାଂଟ?

କନକ ବ୍ୟୁରୋ: ନବରତ୍ନ କଂପାନୀ ନାଲକୋରେ ଉତ୍ପାଦନ ବାଧାପ୍ରାପ୍ତ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ଏମ୍ସିଏଲ ଓ ନାଲ୍କୋ ମଧ୍ୟରେ ହୋଇଥିବା ଚୁକ୍ତିକୁ ଏମସିଏଲ ମାନୁନଥିବାରୁ ନାଲକୋରେ ଦେଖାଦେଇଛି କୋଇଲା ସଙ୍କଟ । କୋଇଲା ଅଭାବ ନେଇ ଉଭୟ ଏମସିଏଲ ଓ କେନ୍ଦ୍ର ସରକାରକୁ ବିଶେଷଜ୍ଞ ପୂର୍ବରୁ…

ଲୋକସେବା ଭବନରେ ସାମ୍ବାଦିକଙ୍କୁ ଭେଦଭାବ! ଅଧିକୃତ ସାମ୍ବାଦିକଙ୍କୁ ଅନୁମତି, କାର୍ଯ୍ୟରତ ସାମ୍ବାଦିକଙ୍କୁ କଟକଣା

କନକ ବ୍ୟୁରୋ: ଦୀର୍ଘ ୨ ବର୍ଷ ପରେ ଗତ ୧୮ ତାରିଖରେ ଖୋଲିଲା ଲୋକସେବା ଭବନର ଫାଟକ । କିନ୍ତୁ ୱାର୍କିଂ ସାମ୍ବାଦିକଙ୍କୁ ରିପୋର୍ଟିଂ ପାଇଁ ଭିତରକୁ ଛଡାଗଲା ନାହିଁ । କେବଳ ଅଧିକୃତ ସାମ୍ବାଦିକ ଭିତରକୁ ଯାଇପାରିଲେ । ହେଲେ କାର୍ଯ୍ୟରତ ସାମ୍ବାଦିକ ଅର୍ଥାତ୍ ସବୁଦିନ ଖବର ସଂଗ୍ରହ କରୁଥିବା…

ମଡେଲ ସୌମ୍ୟରଞ୍ଜନ ମୃତ୍ୟୁ ମାମଲାରେ ନୂଆ ଟୁଇଷ୍ଟ: କୋର୍ଟଙ୍କ ଛାଟ ପରେ ପ୍ରେମିକା ଓ ତାଙ୍କ ମା’ଙ୍କ ନାଁରେ ମାମଲା ରୁଜୁ…

କନକ ବ୍ୟୁରୋ: ବହୁ ଚର୍ଚ୍ଚିତ ମଡେଲ ସୌମ୍ୟରଞ୍ଜନ ପାଣିଗ୍ରାହିଙ୍କ ଆତ୍ମହତ୍ୟା ମାମଲା ଏବେ ନୂଆ ମୋଡ ନେଇଛି ।  ହାଇକୋର୍ଟଙ୍କ ତାଗିଦ ପରେ ପ୍ରେମିକା ଓ ତାଙ୍କ ମାଙ୍କ ବିରୋଧରେ ମାମଲା ରୁଜୁ କରିଛି କମିଶନରେଟ୍ ପୁଲିସ । ଉଭୟଙ୍କ ବିରୋଧରେ ଆଇପିସି ଧାରା ୩୦୬ ଅର୍ଥାତ ଆତ୍ମହତ୍ୟା ପାଇଁ…

ଗୁଇନ୍ଦା ଚେତାଇଲା, ପୁଲିସ ଅଣଦେଖା କଲା: ସବୁ ଜାଣି ଚୁପ ରହିଲା କମିସନରେଟ ପୁଲିସ !

କନକ ବ୍ୟୁରୋ: ଡ୍ରାଇଭର ସଂଘ ଆନ୍ଦୋଳନ କଲେ, ରାଜଧାନୀର ମୁଖ୍ୟ ରାସ୍ତାରେ ଯାତାୟତ ଠପ୍ ହୋଇଗଲା । ଯାନ, ବାହାନ. ସାଧାରଣ ଯାତ୍ରୀଙ୍କ କଥା ଛାଡନ୍ତୁ, ଆମ୍ବୁଲାନ୍ସକୁ ମଧ୍ୟ ବାଟ ଛାଡିଲେ ନାହିଁ ଆନ୍ଦୋଳନକାରୀ । ଚାହୁଁ ଚାହୁଁ ରାଜଧାନୀକୁ କବଜା କରିନେଲେ ହଜାର ହଜାର ଡ୍ରାଇଭର, ଆଉ କମିସନରେଟ…

ରହସ୍ୟ ଘେରରେ ସ୍ୱାସ୍ଥ୍ୟମନ୍ତ୍ରୀ ରୋଷେୟାଙ୍କ ମୃତ୍ୟୁ: ଆତ୍ମହତ୍ୟା ନା ଅନ୍ୟ କାରଣ ବଢ଼ୁଛି ସନ୍ଦେହ

କନକ ବ୍ୟୁରୋ: ଲଳିତ ସାହୁ, ଘର ଢେଙ୍କାନାଳ । ମନ୍ତ୍ରୀ ନବ ଦାସଙ୍କ ରୋଷେୟା ଭାବେ କାମ କରୁଥିଲେ । ୧୭ ତାରିଖରେ ମନ୍ତ୍ରୀଙ୍କ ଝାରସୁଗୁଡା ବାସଭବନ ପଛ ପଟେ ଥିବା ଷ୍ଟାଫ କ୍ୱାର୍ଟରୁ ଝୁଲନ୍ତା ଅବସ୍ଥାରେ ଲଲିତଙ୍କ ମୃତଦେହ ଉଦ୍ଧାର କରିଥିଲା ପୋଲିସ । ଆଉ ସେହି ଦିନ ରାତିରେ ତାଙ୍କର ଶବ ବ୍ୟବଛେଦ…

କେମିତି ଚାଲିଛି ପିସି କାରବାର? ସୂଚନା ଫଳକରେ ପିସି ବାବଦ ଖର୍ଚ୍ଚ ଲେଖିଲେ ଠିକାଦାର

କନକ ବ୍ୟୁରୋ: ସୂଚନା ଫଳକରେ ‘ପିସି’ କାରବାରର ତଥ୍ୟ । ହୁଏତ କୌଣସି ନିର୍ମାଣ କାର୍ଯ୍ୟ ସରିବା ପରେ ଫଳକରେ ଏପରି ତଥ୍ୟ ଲେଖାଯିବା, ଆପଣ ପୂର୍ବରୁ ଦେଖିନଥିବେ । ତେବେ ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ଏନ୍ଏସି ଅରବିନ୍ଦନଗରରୁ ଏହି ଚିତ୍ର ସାମ୍ନାକୁ ଆସିଛି । ଗାଁ କୋଠଘର ନିର୍ମାଣ ପରେ…