Daily Archives

April 18, 2022

ପ୍ରବଳ ଖରାରେ ସିଝୁଛି ଓଡିଶା: ଚଳିତ ବର୍ଷ ପ୍ରଥମଥର ଟ୍ୱିନ ସିଟିରେ ୪୦ ଡିଗ୍ରୀ ଛୁଇଁଲା ତାତି

କନକ ବ୍ୟୁରୋ: ଖରାରେ ସିଝୁଛି ଓଡିଶା । ଚଳିତ ବର୍ଷ ପ୍ରଥମଥର ଟ୍ୱିନ ସିଟିରେ ତାପମାତ୍ରା ୪୦ ଡିଗ୍ରୀ ଟିପିଛି । ଭୁବନେଶ୍ୱରରେ ତାପମାତ୍ରା ୪୦.୨ ହୋଇଥିବା ବେଳେ କଟକରେ ତାପମାତ୍ରା ୪୦.୫ ଡିଗ୍ରୀ ହୋଇଛି । ସେହିପରି ଅନୁଗୁଳ ଆଜିର ସବୁଠାରୁ ଉତ୍ତପ୍ତ ସହର । ଅନୁଗୁଳରେ ତାପମାତ୍ରା ୪୩.୫…

୫ ମାସ ପରେ ପୁଣି ରାଜଧାନୀକୁ କବଜାକୁ ନେଲେ ଡ୍ରାଇଭର । ବିଭିନ୍ନ ଦାବିରେ ଲୋୟର ପିଏମଜିରୁ ଲୋକସେବା ଭବନ ଯାଏଁ ରାଲି ଓ…

କନକ ବ୍ୟୁରୋ: ଡ୍ରାଇଭର ସଂଘ ସହ ଆଲୋଚନା ପରେ ୩ ମାସର ସମୟ ନେଇଛନ୍ତି ରାଜ୍ୟ ସରକାର । କିନ୍ତୁ ଏହାକୁ ନେଇ ଏବେ ସଂଘ ମଧ୍ୟରେ ଫାଟ ଦେଖାଦେଇଛି । ଆସନ୍ତାକାଲି ପାଇଁ ଷ୍ଟିଅରିଂ ଛାଡ ଆନ୍ଦୋଳନ କରିବାକୁ ଆହ୍ୱାନ ଦେଇଛି ଗୋଟିଏ ଗୋଷ୍ଠୀ । ତେବେ ଆଜି ହଠାତ୍ ରାଜ୍ୟର ଡ୍ରାଇଭର ସଂଘ ରାଜଧାନୀକୁ…

ଦେଶରେ ବଢୁଛି କରୋନା ସଂକ୍ରମଣ । ଗୋଟିଏ ଦିନରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦ ପ୍ରତିଶତ ବୃଦ୍ଧି

କନକ ବ୍ୟୁରୋ: ଦୁଇ ବର୍ଷ କଟକଣା ପରେ ଦେଶର ସ୍ଥିତି ସ୍ୱାଭାବିକ ହୋଇଥିଲା । କିନ୍ତୁ ଏବେ ପୁଣିଥରେ ରାଜଧାନୀ ଦିଲ୍ଲୀ ସମେତ ଅନେକ ରାଜ୍ୟରେ କରୋନା ସଂକ୍ରମଣ ବଢି ଚାଲିଛି । ସବୁଠୁ ଚିନ୍ତାଜନକ ସ୍ଥିତି ରାଜଧାନୀ ଦିଲ୍ଲୀରେ ରହିଛି । ଏହା ଦେଖି ସ୍ୱାସ୍ଥ୍ୟ ବିଭାଗ ମଧ୍ୟ ସତର୍କର୍ ହୋଇଛି ।…

ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ହେବେ ଦେଶର ପରବର୍ତ୍ତୀ ସେନା ମୁଖ୍ୟ । ପ୍ରଥମ ଇଞ୍ଜିନିୟର ଭାବେ ସମ୍ଭାଳିବେ ସେନାର…

କନକ ବ୍ୟୁରୋ: ଦେଶର ଆଗାମୀ ସ୍ଥଳସେନା ମୁଖ୍ୟ ହେବେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ । କେନ୍ଦ୍ର ସରକାର ତାଙ୍କର ନିଯୁକ୍ତିିକୁ ଗ୍ରୀନ୍ ସିଗନାଲ ଦେଇଛନ୍ତି । ତେବେ ଆଗାମୀ ଏପ୍ରିଲ ୩୦ ତାରିଖରେ ଲେଫ୍ଟନାଣ୍ଟ ଜେନେରାଲ ମନୋଜ ପାଣ୍ଡେ ଭାରତୀୟ ସେନାର କମାଣ ସମ୍ଭାଳିବେ । ମନୋଜ ପାଣ୍ଡେ…

ଛାତ୍ରଛାତ୍ରୀଙ୍କ ପାଇଁ ବଡ ଖବର, ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି । ଜାଣନ୍ତୁ ଚଳିତବର୍ଷ କେତେଦିନ ମିଳିବ…

କନକ ବ୍ୟୁରୋ : ଉଚ୍ଚ ଶିକ୍ଷାନୁଷ୍ଠାନରେ କମିଲା ଖରାଛୁଟି । ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ କମିଲା ଖରାଛୁଟି । ଜୁନ୍ ୧ରୁ ଜୁନ୍ ୧୬ ଯାଏଁ ଖରାଛୁଟି ପାଇଁ ନିଷ୍ପତ୍ତି ।  ଏନେଇ ସମସ୍ତ ବିଶ୍ୱବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଇଛନ୍ତି ଉଚ୍ଚ ଶିକ୍ଷା…

ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ଇରାକରେ ସୈନ୍ୟ ଅଭିଯାନ ଆରମ୍ଭ କଲା ତୁର୍କୀ, କୁର୍ଦ ସେନା ବିରୋଧରେ କଲା ଆକ୍ରମଣ

କନକ ବ୍ୟୁରୋ : ଋଷ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ପୁଣି ଏକ ଦେଶରେ ଯୁଦ୍ଧ ବିଭିସିକା ଆରମ୍ଭ ହୋଇଯାଇଛି । ତୁର୍କୀ ତରଫରୁ ଇରାକରେ ସୈନ୍ୟ ଅଭିଯାନ ଆରମ୍ଭ ହୋଇଛି । ତୁର୍କୀ ତରଫରୁ ଇରାକର ଉତ୍ତର କୁର୍ଦିର୍ସ୍ଥାନରେ ସେନା ଆକ୍ରମଣ କରିଥିବା ନେଇ ତୁର୍କୀର ରକ୍ଷାମନ୍ତ୍ରୀ ହୁଲୁସୀ ଅକର ସୂଚନା…