Daily Archives

April 12, 2022

ଗହମ ନୁହେଁ ଚାଉଳ ଦିଅ ।  କେନ୍ଦ୍ରକୁ ଚିଠି ଲେଖିଲେ ଯୋଗାଣ ମନ୍ତ୍ରୀ, କହିଲେ ଗହମ ଖାଉନାହାନ୍ତି ଲୋକେ । ବିଜେପିର…

କନକ ବ୍ୟୁରୋ :  ପୁଣି ତେଜିଲା ଚାଉଳ ରାଜନୀତି । କେନ୍ଦ୍ରକୁ ଚିଠି ଲେଖି ଗହମ ନ ଦେଇ ଓଡ଼ିଶାକୁ ଶହେ ପ୍ରତିଶତ ଚାଉଳ ଯୋଗାଇବାକୁ ଦାବି କରିଛି ଓଡ଼ିଶା । ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର ହିତାଧିକାରୀଙ୍କୁ ଶହେ ପ୍ରତିଶତ ଚାଉଳ ଯୋଗାଇ ଦେବାକୁ ଦାବି ହୋଇଛି । ଆଉ ଏହି ନୂଆ ଦାବି କେନ୍ଦ୍ର…

ଜଣେ ବ୍ୟକ୍ତି ପାଞ୍ଚ ପାଞ୍ଚ ଜଣ ଲୋକଙ୍କୁ ମାରିଲେ କେମିତି ? ମାହାଙ୍ଗା ଗଣହତ୍ୟାକୁ ନେଇ ଉଠିଲା ଅନେକ ପ୍ରଶ୍ନ ।

କନକ ବ୍ୟୁରୋ : ମାହାଙ୍ଗା ଗଣହତ୍ୟା ଘଟଣା ଅନେକ ପ୍ରଶ୍ନ ସୃଷ୍ଟି କରିଛି । ସବୁଠାରୁ ବଡ ସନ୍ଦେହ ହେଉଛି, ଜଣେ ବ୍ୟକ୍ତି ପାଞ୍ଚ ପାଞ୍ଚ ଜଣ ଲୋକଙ୍କୁ ମାରିଲେ କେମିତି । ଏହାପରେ ଅତି ସହଜ ମନରେ ଭିଡିଓ ବନାଇ ଭାଇରାଲ କଲେ କେମିତି । ସେପଟେ କେନ୍ଦ୍ରାଞ୍ଚଳ ଆଇଜି କହିଛନ୍ତି, ହତ୍ୟାକାଣ୍ଡରେ ଆଉ…

ମାହାଙ୍ଗାରେ ଚାଞ୍ଚଲ୍ୟକର ଗଣହତ୍ୟା । ବଡ ଭାଇର ପୂରା ପରିବାରକୁ କଟୁରୀରେ ହାଣି ହତ୍ୟା କଲା ସାନ ଭାଇ ।

କନକ ବ୍ୟୁରୋ : ମାହାଙ୍ଗାରେ ଆଜି ଏକ ସାଂଘାତିକ ଘଟଣା ଘଟିଛି, ଯାହା ସାରା ଓଡିଶାକୁ ସ୍ତବ୍ଧ କରି ଦେଇଛି । ଜମିବାଡି ବିବାଦକୁ ନେଇ ଜଣେ ସାନ ଭାଇ, ତାର ବଡ ଭାଇର ପରିବାରକୁ ଉଜାଡି ଦେଇଛି । ବଡ ଭାଇ, ଭାଉଜ ଓ ତିନି ଜଣ ପୁତୁରା ଓ ଝିଆରିଙ୍କୁ କଟୁରୀରେ ହାଣି ହତ୍ୟା କରିଛି । କେବଳ ସେତିକି…

ଆଇପିଏଲ ଛାଡ ଓ ନିଜ ଦେଶର ସମର୍ଥନ କର । କାହିଁକି ଏମିତି କହିଲେ ରଣତୁଙ୍ଗା ।

କନକ ବ୍ୟୁରୋ : ଶ୍ରୀଲଙ୍କା ଏବେ ଅର୍ଥନୈତିକ ସଙ୍କଟ ଦେଇ ଗତି କରୁଥିବା ବେଳେ ଦେଶରେ ଏବେ ରାଜ କରୁଛି ମହଙ୍ଗା । କିଏ ଖାଇବାକୁ ପାଉନି ତ ପୁଣି କାହାକୁ ମିଳୁନି ମେଡିସିନ । ଏଭଳି ସ୍ଥିତିରେ ଦେଶରେ ସାଧାରଣ ଲୋକ ରାସ୍ତାକୁ ଓହ୍ଲାଇଛନ୍ତି । ରାଜପକ୍ଷେ ପରିବାର ଦେଶ ଛାଡି ଚାଲିଯାଆନ୍ତୁ ବୋଲି…

୧୦ ଆକାଂକ୍ଷୀ ଜିଲ୍ଲାଗୁଡିକର ସ୍ଥିତି ପରଖିବେ ୧୦ କେନ୍ଦ୍ରମନ୍ତ୍ରୀ । ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି କେନ୍ଦ୍ରକୁ…

କନକ ବ୍ୟୁରୋ : ରାଜ୍ୟ ୧୦ ଆକାଂକ୍ଷୀ ଜିଲ୍ଲା ବୁଲି ସ୍ଥିତି ପରଖିବେ ୧୦ ଜଣ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ଧମେନ୍ଦ୍ର ପ୍ରଧାନ, ଅଶ୍ୱୀନି ବୈଷ୍ଣବ, ଅର୍ଜୁନ ମୁଣ୍ଡାଙ୍କ ସହ ୧୦ ଜଣ କେନ୍ଦ୍ରମନ୍ତ୍ରୀ ଜିଲ୍ଲାରେ ହୋଇଥିବା କେଦ୍ର ସରକାରଙ୍କ ଉନ୍ନୟନମୂଳକ କାର୍ଯ୍ୟର ସମୀକ୍ଷା କରି…

ପଳାଶୁଣିରେ ହେବ ଫୁଟ୍ ଓଭରବ୍ରିଜ୍ । ଜାଗା ପରିଦର୍ଶନ କଲେ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ।

କନକ ବ୍ୟୁରୋ: ଭୁବନେଶ୍ୱର ପଳାଶୁଣିରେ ହେବ ଫୁଟ୍ ଓଭରବ୍ରିଜ୍ । ତେବେ ଏଥିପାଇଁ ଜାଗା ପରିଦର୍ଶନ କରିଛନ୍ତି ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ । ଏହାସହିତ ଏନଏଚଏଆଇ ଅଧିକାରୀଙ୍କ ସହିତ ଭୁବନେଶ୍ୱରର ସାଂସଦ ଅପରାଜିତା ଷଡଙ୍ଗୀ ଆଲୋଚନା କରିଛନ୍ତି । ପ୍ରାୟ ୨ କୋଟି ଟଙ୍କା ବ୍ୟୟରେ ଏହି…